Monthly Archives

April 2020

କୋଶଲ ଯୁବ ସମନ୍ୱୟ ସମିତି ଉଲୁଣ୍ଡା ତରଫରୁ ରକ୍ତଦାନ ଶିବିର

ସୁବର୍ଣପୁର ଜିଲ୍ଲା ଅନ୍ତର୍ଗତ ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଯୁବ ସମନ୍ୱୟ ସମିତି ଉଲୁଣ୍ଡା ତରଫରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । କୋରୋନା ମହାମାରୀରେ ହେଉଥିବା ରକ୍ତ ଭଣ୍ଡାର ରେ ରକ୍ତ ଅଭାବ ହେତୁ ଏ ଶିବିର କୁ କରାଯାଇ ଥିଲା ।ଏଥିରେ ସର୍ବମୋଟ 20 ୟୁନିଟ ରକ୍ତଦାନ କରା ଯାଇ…
Read More...

ଦେବଗଡ଼ରେ କରୋନା ଆକ୍ରନ୍ତ ଚିହ୍ନଟ; ହାଇଟେକ୍ କୋଭିଡ଼୍ ହସ୍‌ପିଟାଲ ରାଉରକେଲାକୁ ସ୍ଥାନାନ୍ତରିତ

ଦେବଗଡ଼ : ଆଜି ରାଜ୍ୟର ଝାରସୁଗୁଡ଼ା,ଦେବଗଡ଼ ଓ କେନ୍ଦୁଝର ଜିଲ୍ଲାରେ ତିନି କରୋନା ଆକ୍ରନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ତିନି ଆକ୍ରାନ୍ତଙ୍କ ମଧ୍ୟରେ ଦୁଇଜଣ ପୁରୁଷ ଓ ଜଣେ ଯୁବତୀ ରହଛନ୍ତି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ ଦେବଗଡ଼ ଜିଲାର ତିଳେଇବଣି ବ୍ଲକ ଅନ୍ତର୍ଗତ…
Read More...

ଦାରିଙ୍ଗବାଡ଼ି ବ୍ଲକ ଅଧକ୍ଷା ଭାବରେ ଦାୟିତ୍ୱ ଗ୍ରହଣ କଲେ ରମାକାନ୍ତ ବଳିଆର ସିଂ

ଦାରିଙ୍ଗବାଡ଼ି : ଦାରିଙ୍ଗବାଡ଼ି ବ୍ଲକ ଅଧ୍ୟକ୍ଷା ସୁବେନ୍ତୀ ପ୍ରଧାନଙ୍କ ସଭ୍ୟପଦ୍ଦକୁ ମାନ୍ୟବର ହାଇକୋର୍ଟ ଗତ ମାର୍ଚ୍ଚ ମାସ ୧୩ତାରିଖରେ ଅସିଦ୍ଧ ଘୋଷଣା କରିଛନ୍ତି l ଏହାପରେ କନ୍ଧମାଳ ନିର୍ବାଚନ ଅଧିକାରୀ ତଥା ଜିଲାପାଳ ଡ. ବୃନ୍ଦା ଡି ଗତ ୨୪ତାରିଖରେ ଅଧକ୍ଷାଙ୍କ ପଦବୀକୁ ରଦ୍ଦ କରିବା ସହିତ…
Read More...

ରାଜ୍ୟ ରେ ପୁଣି ୩ ଆକ୍ରାନ୍ତ ଚିହ୍ନଟ

ଆଜି ପୁଣି ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି I ଏମାନେ ସମସ୍ତେ ବାଲେଶ୍ଵର ଜିଲ୍ଲାର ବୋଲି ଜଣାପଡ଼ିଛି I ଏହି ସୂଚନା ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଛି I ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟ ରେ ୧୨୫ ପଜିଟିଭ ଚିହ୍ନଟ ହୋଇଛନ୍ତି I ସମସ୍ତେ କ୍ବାରେଣ୍ଟାଇନରେ ଥିଲେ I ଏମାନଙ୍କ ର ବୟସ…
Read More...

ଗୃହ ସଙ୍ଗରୋଧରେ ରହିଲେ ଶିକ୍ଷକ

ବୈାଦ୍ଧ:ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ସାନବଙ୍କାପଡା ପ୍ରାଥମିକ ବିଦ୍ୟାଳୟର ଜନୈକ ଶିକ୍ଷକ ନିଜଘର କେନ୍ଦ୍ରାପଡାରୁ ଫେରି ପିଲାଙ୍କୁ ବହି ବାଣ୍ଟୁଥିବା ଶିକ୍ଷକଙ୍କୁ ଶେଷରେ ନିଜଘରେ ସଙ୍ଗରୋଧରେ ରହିବାକୁ କୁହାଯାଇଛି । ବୌଦ୍ଧଗଡ ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ସ୍ୱାସ୍ଥ୍ୟ ବିଭାଗର କର୍ଚାରୀମାନେ…
Read More...

ହୁହୁ ହୋଇ ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ସମସ୍ତ ପ୍ରକାର ଉଦ୍ୟମ ସତ୍ତେ୍ୱ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁହୁ ହୋଇ ବଢ଼ିଚାଲିଛି । ଏହା ଏବେ ୩୧ ହଜାର ଅତିକ୍ରମ କରିଥିବା ବେଳେ ମୃତୁ୍ୟ ସଂଖ୍ୟା ୧ ହଜାର ଟପିଛି । ମଙ୍ଗଳବାର କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା…
Read More...

ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ସିମେଣ୍ଟ ଦୋକାନରେ ଚଢ଼ାଉ

ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ପାରଳାଖେମୁଣ୍ଡି ରେ ଥିବା ବିଭିନ୍ନ ସିମେଣ୍ଟ ଦୋକାନ ରେ ଚଢ଼ାଉ କରାଯାଇଛି । ତହସିଲଦାର ଅଚ୍ୟୁତାନନ୍ଦ ଜାନୀ ଓ ଜିଲ୍ଲା ବାଣିଜ୍ୟ କର ଅଧିକାରୀ ମିଳିତ ଭାବେ ଚଢ଼ାଉ କରିଥିଲେ ସିମେଣ୍ଟ ଦୋକାନ ରେ ଚଢ଼ାଉ କରି କାଗଜ ପତ୍ର ଗୁଡ଼ିକ ଯାଞ୍ଚ କରିବା ସହ ଗୋଦାମ…
Read More...

କରୋନା ମୁକାବିଲା ପାଇଁ ସହାୟତା : କୁଏତ୍ ଓ ୟୁଏଇକୁ ଡାକ୍ତର ଓ ନର୍ସ ପଠାଇବ ଭାରତ

ନୂଆଦିଲ୍ଲୀ: ଭାରତ ଭଳି କୁଏତ ଓ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ମଧ୍ୟ କରୋନା ସଂକ୍ରମଣ ଲାଗି ରହିଛି । ଏହି ଉପସାଗରୀୟ ଦେଶଗୁଡ଼ିକରେ କରୋନା ରୋଗୀମାନଙ୍କର ଚିକିତ୍ସା ପାଇଁ ଆବଶ୍ୟକ ସଂଖ୍ୟକ ସ୍ୱାସ୍ଥ୍ୟକର୍ମୀ ଓ ଡାକ୍ତର ନଥିବାରୁ ସେମାନେ ଭାରତର ସାହାଯ୍ୟ ଲୋଡ଼ିଛନ୍ତି । ନିର୍ଦ୍ଦିଷ୍ଟ…
Read More...

ଆଉ ଦୁଇ ସପ୍ତାହ ବଢ଼ିଲା ଲକଡାଉନ ଅବଧି

ଚଣ୍ଡୀଗଡ଼: ସାରା ଦେଶରେ କେନ୍ଦ୍ର ସରକାର ଲାଗୁ କରିଥିବା ଦ୍ୱିତୀୟ ପର୍ଯ୍ୟାୟ ଲକଡାଉନ ଅବଧି ସରିବା ପାଇଁ ଆଉ ଚାରି ଦିନ ବାକି ରହିଛି । ଅବଧି ବଢ଼ିବ କି ନବଢ଼ିବ, ସେଥିନେଇ କିଛିଦିନ ହେଲା କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ ସମସ୍ତଙ୍କୁ ପଛରେ ପକାଇ ପଞ୍ଜାବ ଅବଧି ଘୋଷଣା କରିଛି । ପଞ୍ଜାବ…
Read More...

ଟି-୨୦ ବିଶ୍ୱକପ୍ ନେଇ ଚିନ୍ତିତ ନୁହେଁ

ନୂଆଦିଲ୍ଲୀ : କରୋନା ଭାଇରସ ସଂକ୍ରମଣ ଏବଂ ଲକଡାଉନ କାରଣରୁ ଟି-୨୦ ବିଶ୍ୱକପ୍ ଅନୁଷ୍ଟିତ ହେବା ନେଇ ଆଶଙ୍କା ଦେଖାଦେଇଛି । ଅନେକ ଖେଳାଳି ଏବଂ ଆୟୋଜକ ଏହାକୁ ନେଇ ଚିନ୍ତିତ ଥିବା ବେଳେ ପ୍ରଖ୍ୟାତ କୋଚ୍ ଡିନ୍ ଜୋନ୍ସ କିନ୍ତୁ ଭିନ୍ନ ମତ ଦେଇଛନ୍ତି । ସେ କହିଛନ୍ତି ଯେ, ଟି-୨୦ ବିଶ୍ୱକପକୁ…
Read More...