କୋଶଲ ଯୁବ ସମନ୍ୱୟ ସମିତି ଉଲୁଣ୍ଡା ତରଫରୁ ରକ୍ତଦାନ ଶିବିର

0 355

hiring

ସୁବର୍ଣପୁର ଜିଲ୍ଲା ଅନ୍ତର୍ଗତ ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଯୁବ ସମନ୍ୱୟ ସମିତି ଉଲୁଣ୍ଡା ତରଫରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । କୋରୋନା ମହାମାରୀରେ ହେଉଥିବା ରକ୍ତ ଭଣ୍ଡାର ରେ ରକ୍ତ ଅଭାବ ହେତୁ ଏ ଶିବିର କୁ କରାଯାଇ ଥିଲା ।ଏଥିରେ ସର୍ବମୋଟ 20 ୟୁନିଟ ରକ୍ତଦାନ କରା ଯାଇ ଥିଲା ।ଓଡ଼ିଶାର ରକ୍ତଦାତା ସଙ୍ଘର ସଦସ୍ୟ ମନୋଜ ପଣ୍ଡା ,ଉଲଣ୍ଡାର କୋଶଲ ଯୁବ ସଂଗ୍ରାମୀ ନିତିନ ପଧାନ, ଚିନ୍ତା ମଣି ଆଚାର୍ଯ୍ୟ ,ନରେନ୍ଦ୍ର କର୍ଣ, ପ୍ରକାଶ ପଣ୍ଡା,ସିଲୁ ପଧାନ, ସାମ୍ୱାଦିକ ପ୍ରେମାନନ୍ଦ ନାଏକ ,ମଣ୍ଟୁ ମନ୍ତ୍ରା ସମେତ ବହୁ ଯୁବା ରକ୍ତଦାନ କରିଥିଲେ ।ସୁବର୍ଣପୁର ରକ୍ତ ଭଣ୍ଡାର ରୁ ଡ଼ଃ ସଂଜୀବ ପାଣିଗ୍ରାହୀ, ସୁବାସ ପଣ୍ଡା, ଜୁଦିସ୍ତିର ମେହେର ଓ ଜଗତ ଦାରୁଅନ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

three + eighteen =