Monthly Archives

May 2020

ଘରେ ବସି ରୋଜଗାର କରିବାକୁ ଚାହୁଁଛନ୍ତି କି ?

ଗୃହିଣୀ ଘର କାମ ସାରିବା ପରେ ବଳକା ସମୟକୁ କିପରି କାଟିବେ ଚିନ୍ତାରେ ଥାନ୍ତି । ଏଭଳି ମହିଳା ଚାହିଁଲେ ଘରେ ବସି ମଧ୍ୟ ରୋଜଗାର କରିପାରିବେ ।ଟିଫିନ୍ ସିଷ୍ଟମ୍‌: ଯଦି ରୋଷେଇ ପ୍ରତି ବିଶେଷ ରୁଚି ରଖିଛନ୍ତି, ତେବେ ଏହାକୁ ରୋଜଗାର ପନ୍ଥା ପାଇଁ ବ୍ୟବହାର କଲେ ଲାଭ ପାଇବେ । ଏଥିପାଇଁ ଟିଫିନ୍
Read More...

ସୁନ୍ଦରଗଡରୁ ଆଜି ପୁଣି ଜଣେ ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ସୋମବାର ସକାଳୁ ସୁନ୍ଦରଗଡ ଜିଲ୍ଲାରୁ ଆଉ ଏକ ପଜିଟିଭ ବାହାରିଛି । ଏହାକୁ ମିଶାଇ ସୁନ୍ଦରଗଡରୁ ପଜିଟିଭ ସଂଖ୍ୟା ୧୧ ହୋଇଥିବା ବେଳେ ରାଜ୍ୟରେ ପଜିଟିଭ ସଂଖ୍ୟା ୧୬୩ ପହଞ୍ଚିଛି । ନୂଆ ରୋଗୀଙ୍କ ଗସ୍ତ ଓ ସଂପର୍କ ସୂଚୀ ତଦନ୍ତ ଆରମ୍ଭ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଏଠାରୁ ୫ଜଣ
Read More...

ବିଧାୟକ ଦେବୀଙ୍କ ଉଦ୍ୟମ ଯୋଗୁ ଉଦ୍ଧାର ପାଇଲେ ଅଟକ ପ୍ରବାସୀ

TAMILNADU ର Pettapallai, Chengalpattu dist ଠାରେ, କମ୍ପାନୀ ରେ କାମ କରୁଥିବାବଡ଼ମ୍ବା, ନରସିଂହପୁର ର ଶ୍ରମିକ ମାନେ କମ୍ପାନୀ lock down ଯୋଗୁଁ ଅସୁବିଧା ରେ ଥିବାର ଖବର ପାଇ,କୃଷକ ଏକତା ମଞ୍ଚ ର ଆବାହକ ମାନସ ରଞ୍ଜନ ମୁଦୁଲି,ମାନ୍ୟବର ବିଧାୟକ ଦେବୀ ମିଶ୍ର ଙ୍କ ଦୃଷ୍ଟି ଆକର୍ଷଣ
Read More...

କ୍ୱାରେଣ୍ଟାଇନ ନିୟମ ଉଲ୍ଲଂଘନ କଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର : ଯାତ୍ରା ଶୁଭାରମ୍ଭ ହେବା ପରେ ପ୍ରତିଦିନ ପ୍ରବାସୀ ଓଡିଆମାନେ ଘର ମୁହାଁ ହୋଇଛନ୍ତି । ଏହି ଅବସରରେ କେତେକ ପ୍ରବାସୀ ଓଡିଆ ଜନ୍ମମାଟିରେ ପାଦ ଦେବା ପରେ କ୍ୱାରେଣ୍ଟାଇନ ନିୟମକୁ ପାଳନ କରୁନଥିବା ଅଭିଯୋଗ ଆସିବା ପରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏ ନେଇ କ୍ଷୁବ୍ଧ
Read More...

ଅସହାୟଙ୍କ ସାହାରା ତ୍ରିପାଠୀ ପରିବାର : ଅନ୍ୟମାନଙ୍କ ପାଇଁ ମାନବିକତାର ଦୃଷ୍ଟାନ୍ତ ସାଜିଲେ

ବୌଦ୍ଧ : ସମଗ୍ର ବିଶ୍ୱରେ ଭୟଙ୍କର ଆତଙ୍କ ଖେଳାଇଥିବା ପ୍ରାଣନାଶୀ କରୋନା ଭାଇରସ ବିରୋଧରେ ମିଳିତ ସଂଗ୍ରାମ ଜାରି ରହିଥିଲେ ମଧ୍ୟ ଏହାକୁ ପ୍ରତିହତ କରାଯାଇପାରିନାହିଁ । କରୋନା ଭାଇରସ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଅନ୍ୟ ଦେଶଗୁଡିକ ଭଳି ଭାରତରେ ମଧ୍ୟ ଲକଡାଉନ୍ ଜାରି କରାଯାଇଛି ।
Read More...

ମଇ ଶେଷ ଭାଗରୁ ଆରମ୍ଭ ହେବ ନ୍ୟାସନାଲ୍ କ୍ୟାମ୍ପ

ନୂଆଦିଲ୍ଲୀ : କରୋନା ଭାଇରସ ସଂକ୍ରମଣ ଏବଂ ଲକ୍‌ଡାଉନ୍ ଯୋଗୁଁ ବର୍ତ୍ତମାନ ନ୍ୟାସନାଲ୍ କ୍ୟାମ୍ପ କାର୍ଯ୍ୟକ୍ରମ ସ୍ଥଗିତ ରହିଛି । ତେବେ ଚଳିତ ମାସ ଶେଷ ଭାଗରୁ କ୍ୟାମ୍ପ କାର୍ଯ୍ୟ ଆରମ୍ଭ କରିବା ଲାଗି ସରକାର ଯୋଜନା କରୁଛନ୍ତି । କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ୍ ରିଜିଜୁ ରବିବାର
Read More...

ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ସୁନିଶ୍ଚିତ କର୍ମନିଯୁକ୍ତି ଅଧିନିୟମରେ ଲକଡାଉନ ସମୟରେ ଅଧିକ ଲୋକଙ୍କୁ ନିଯୁକ୍ତି…

ଗଜପତି ଜିଲ୍ଲା ପ୍ରଶାସନ ତରଫରୁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ସୁନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ 2020- 2021 ଆର୍ଥିକ ବର୍ଷରେ ଅଧିକା ରୁ ଅଧିକା ଗ୍ରାମୀଣ ଲୋକଙ୍କୁ ନିଯୁକ୍ତି ଦେବା ପାଇଁ ଅନୁମୋଦିତ କାର୍ଯ୍ୟ ଖସଡ଼ା ମୁତାବକ ବହୁତ ଗୁଡିଏ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ଜିଲ୍ଲାରେ
Read More...

ମାସ୍କ ବିକି ସଚେତନତାର ବାର୍ତ୍ତା ଦେଉଛନ୍ତି ମହିଳା

ବୌଦ୍ଧ : ସ୍ଥାନୀୟ ବସଷ୍ଟାଣ୍ଡ ନିକଟ ଶନିମନ୍ଦିର ନିକଟରେ ଓରମାସ୍ ଓ ଜିଲ୍ଲା ପ୍ରଶାସନର ସହାୟତାରେ ମାସ୍କ ବିକ୍ରି କରିବାସହ କରୋନାପାଇଁ ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି ମହିଳା ସ୍ୱେଚ୍ଛାସେବୀ । ବୌଦ୍ଧବ୍ଲକ ମୁର୍ଷୁଣ୍ଢି ଗ୍ରାମପଞ୍ଚାୟତର ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ପାଇଁ ସି.ଆର.ପି
Read More...

ଝାଡଖଣ୍ଡ ଫେରିଲେ ବୌଦ୍ଧରେ ଫସିଥିବା ନବୋଦୟ ଛାତ୍ରଛାତ୍ରୀ

ବୌଦ୍ଧ,୩/୫(ହୀ.ପ୍ର)- ପାଲଝାରସ୍ଥିତ ଜବାହର ନବୋଦୟ ବିଦ୍ୟାଳୟରେ ପାଠ ପଢୁଥିବା ୨୩ଜଣ ଛାତ୍ରଛାତ୍ରୀ ଆଜି ତାଙ୍କ ଘରକୁ ଯିବାପାଇଁ ବୌଦ୍ଧରୁ ବାହାରିଛନ୍ତି । ଲକଡାଉନ ଯୋଗୁଁ ଏମାନେ ନିଜଘରକୁ ଫେରିବା ସମ୍ଭବ ହୋଇନଥିଲା । ସ୍କୁଲ ଛୁଟି ଘୋଷଣା ହୋଇଯିବାରୁ ହଷ୍ଟେଲରେ ପ୍ରାୟ ଦେଢମାସ ଧରି ଫସି
Read More...

କରୋନା ମୁକାବିଲା : ପିଏମ୍ କେୟାର୍ସକୁ ଏକଲକ୍ଷ ଟଙ୍କା ପ୍ରଦାନ କଲେ ଯୁବ ଶିଳ୍ପପତି ସଂଜୀବ ଅଗ୍ରୱାଲ

ବୌଦ୍ଧ : ଦେଶରେ ମହାମାରୀ କରୋନା ତା'ର କାୟ ବିସ୍ତାର କରିଚାଲିଥିବା ବେଳେ ସରକାର ଏହାକୁ ପ୍ରତିହତ କରିବାକୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଥିପାଇଁ ଅର୍ଥର ଆବଶ୍ୟକତା ରହିଛି । ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ମୁକ୍ତ ହସ୍ତରେ ଦାନ କରିବାକୁ
Read More...