ସୁନ୍ଦରଗଡରୁ ଆଜି ପୁଣି ଜଣେ ପଜିଟିଭ ଚିହ୍ନଟ

0 107

ଭୁବନେଶ୍ୱର : ସୋମବାର ସକାଳୁ ସୁନ୍ଦରଗଡ ଜିଲ୍ଲାରୁ ଆଉ ଏକ ପଜିଟିଭ ବାହାରିଛି । ଏହାକୁ ମିଶାଇ ସୁନ୍ଦରଗଡରୁ ପଜିଟିଭ ସଂଖ୍ୟା ୧୧ ହୋଇଥିବା ବେଳେ ରାଜ୍ୟରେ ପଜିଟିଭ ସଂଖ୍ୟା ୧୬୩ ପହଞ୍ଚିଛି । ନୂଆ ରୋଗୀଙ୍କ ଗସ୍ତ ଓ ସଂପର୍କ ସୂଚୀ ତଦନ୍ତ ଆରମ୍ଭ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଏଠାରୁ ୫ଜଣ ଅସୁସ୍ଥ ହୋଇଛାଡ ପାଇଛନ୍ତି । ପ୍ରକାଶ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୬୦ଜଣ ସୁସ୍ଥ ହେଲେଣି । ୪୧୧୨୮ ଜଣଙ୍କ ନମୂନା ପରୀକ୍ଷା ହେଲାଣି । ୧୦୨ ଜଣ ଏବେ ଚିକିତ୍ସୀଧୀନ ଅଛନ୍ତି । ଏ ସମସ୍ତ ତଥ୍ୟ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ୱେବସାଇଟରେ ଉପଲବ୍ଧ ।

hiranchal ad1
Leave A Reply

Your email address will not be published.

1 × 3 =