Monthly Archives

August 2020

ଆସନ୍ତାକାଲିି ରାମ ମନ୍ଦିର ଭୂମି ପୂଜନ

ଅଯୋଧ୍ୟା : ଆସନ୍ତାକାଲି ଏଠାରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ ଅନୁଷ୍ଠିତ ହେବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି । ଏହି ବିଶାଳ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଶାଇ ମୋଟ ୧୭୫ଜଣ ଅତିଥି ଯୋଗ ଦେବେ । ଅତିଥିମାନଙ୍କ ଲାଗି ବିଶେଷ ବ୍ୟବସ୍ଥା
Read More...

ସପ୍ତାହକରେ ତିନି ଲକ୍ଷରୁ ଊଦ୍ଧ୍ୱର୍ ସଂକ୍ରମିତ

ନୂଆଦିଲ୍ଲୀ : ଭାରତରେ କରୋନା ଭାଇରସ୍‌ର ସଂକ୍ରମଣ ଗତି ଅଧିକ ତୀବ୍ର ହେଉଛି । ଦୈନିକ ସଂକ୍ରମଣ ଗତ କିଛିଦିନ ଧରି ଲଗାତାର ଭାବେ ୫୦ ହଜାରରୁ ଅଧିକ ରହୁଛି । ବିଶେଷତଃ ଗତ ସପ୍ତାହରୁ ସଂକ୍ରମଣ ସବୁଠୁ ଭୟଙ୍କର ରୂପ ଧାରଣ କରିଛି । ଗତ ସପ୍ତାହକରେ ୩ ଲକ୍ଷ ୭୦ ହଜାର ନୂଆ ସଂକ୍ରମିତ ଚିହ୍ନଟ
Read More...

ଡମ୍ଫର୍ ଧକ୍କାରେ ଓଲଟିଲା ବୋଲେରୋ ପିକଅପ୍

ବୌଦ୍ଧ - ଜାତୀୟ ରାଜପଥ ନମ୍ବର୍ 57 ର ସିଙ୍ଗାରୀ ଛକ ନିକଟରେ ଗୋଟିଏ ଡମ୍ଫର୍ ବିପରିତ ଦିଗରୁ ଆସୁଥିବା ଗୋଟିଏ ବୋଲେରୋ ପିକଅପ୍ କୁ ଧକ୍କା ଦେବାରୁ ଦୁର୍ଘଟଣା ହୋଇଛି | ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାହ୍ନ ପ୍ରାୟ 4 ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର୍ 57 ର ସିଙ୍ଗାରୀ ଛକ ନିକଟରେ
Read More...

ଭୀମସାର ୯ ଡାକ୍ତର ପଜିଟିଭ ଚିହ୍ନଟ

ସମ୍ବଲପୁର,୪ ।୮: ଆଜି ଭୀମସାର ୯ଜଣ ଡାକ୍ତର କରୋନା ପଜିଟିଭ ଚିହ୍ନଟ ହେବା ପରେ ମେଡିକାଲରେ ହଇଚଇ ସୃଷ୍ଟି ହୋଇଛି । ଏହି ଡାକ୍ତରମାନେ ସମସ୍ତେ ମେଡିସିନ ବିଭାଗର ବୋଲି ଜଣାପଡିଛି । ପଜିଟିଭ ଚିହ୍ନଟ ହେବା ପରେ ମେଡିସିନ ବିଭାଗର ଓପିଡିକୁ ଆଜି ଦିନକ ପାଇଁ ବନ୍ଦ ରଖାଯାଇଛି ବୋଲି ଭୀମସାର
Read More...

ସିଭିଲ ସର୍ଭିସ ପରୀକ୍ଷା : ଟପ୍‌-୧୦ରେ ୨ ଓଡିଆ

ଭୁବନେଶ୍ୱର ୪ ।୮: ୨୦୧୯ବର୍ଷର ୟୁନିୟନ ପବ୍ଲିକ ସର୍ଭିସ କମିଶନ ତଥା ସିଭିଲ ସର୍ଭିସ ପରୀକ୍ଷାର ଫଳ ଆଜି ପ୍ରକାଶ ପାଇଛି । ଏହି ପରୀକ୍ଷାର ଟପ୍‌-୧୦ ତାଲିକାରେ ଓଡିଶାର ଦୁଇ ଜଣ ପରୀକ୍ଷାର୍ଥୀ ସ୍ଥାନ ପାଇଛନ୍ତି । ସେମାନେ ହେଉଛନ୍ତି ଅଭିଶେକ ସରାଫ ଅଷ୍ଟମ ସ୍ଥାନରେ ସ୍ଥାନ ପାଇଥିବା ବେଳେ
Read More...

୮ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର ୪ ।୮: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇଥିବାରୁ ଏହାର ପ୍ରଭାବରେ ଆସନ୍ତା ୮ ତାରିଖ ଯାଏଁ ରାଜ୍ୟରେ ରହିବା ବୋଲି ଭୂବନେଶ୍ୱର ପାଣିପାଗ ବିଭଗ ପକ୍ଷରୁ ସୂଚନା ଦିଆଯାଇଛି । ଏ ନେଇ ରାଜ୍ୟର କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଅନୁଗୋଳ, ଦେବଗଡ,
Read More...

ଅଗଷ୍ଟରେ ଶୀର୍ଷ ଛୁଇଁବ କରୋନା

ଭୁବନେଶ୍ୱର ୪ ।୮: ମହାମାରୀ କରୋନା ସମଗ୍ର ବିଶ୍ୱକୁ ଆକ୍ରାନ୍ତ କରୁଥିବା ବେଳେ ଆମ ଦେଶ ତଥା ରାଜ୍ୟ କବଳିତ ହୋଇଛି । ରାଜ୍ୟର ସ୍ଥିତି ଦେଶର ଅନ୍ୟ ରାଜ୍ୟ ତୁଳନାରେ ଭଲ ଥିଲେ ମଧ୍ୟ ଗତ ଜୁଲାଇରେ ଏହାର ଗ୍ରାପ୍ ସର୍ବାଧିକ ହୋଇଛି । ତେବେ ଚଳିତ ଅଗଷ୍ଟରେ ରାଜ୍ୟରେ କରୋନା ସ୍ଥିତି ଶୀର୍ଷକୁ
Read More...

ଯାଦବଙ୍କ ବାସନ୍ଦ ଅବଧି ଶେଷ

ନୂଆଦିଲ୍ଲୀ : ଚାରି ବର୍ଷ ତଳେ ଏକ ପ୍ରତିଯୋଗିତାରେ ରେସଲର ନରସିଂହ ଯାଦବ ଓ ସୁଶୀଲ କୁମାରଙ୍କ ମଧ୍ୟରେ ବାକ୍‌ବିତଣ୍ଡା ହୋଇଥିଲା । ବିଶୃଙ୍ଖଳିତ ଆଚରଣ ପାଇଁ ସେତେବେଳେ ଯାଦବଙ୍କୁ ଚାରି ବର୍ଷ ବାସନ୍ଦ ଦଣ୍ଡ ଦିଆଯାଇଥିଲା । ଏବେ ତାହା ଶେଷ ହୋଇଛି । ଅର୍ଥାତ୍‌ ଆଗକୁ ସେ ପୁଣି ସକ୍ରିୟ ଭାବେ
Read More...

ଆଇପିଏଲ୍‌କୁ ନେଇ ୟୁଏଇ ଅତ୍ୟନ୍ତ ଉତ୍ସାହିତ

ମୁମ୍ବାଇ : ଚଳିତ ବର୍ଷର ଆଇପିଏଲ୍‌ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଅନୁଷ୍ଠିତ ହେବ । ଏମିରେଟ୍ସ କ୍ରିକେଟ୍‌ ବୋଡର଼୍ (ଇସିବି) ଏଥିପାଇଁ ଏବେଠାରୁ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିଦେଇଛି । ଏଭଳି ଏକ ମେଗା ଇଭେଣ୍ଟ ଆୟୋଜନ କରିବାର ସୁଯୋଗ ମିଳିଥିବାରୁ ଏମିରେଟ୍ସ ନିଜକୁ ଅତ୍ୟନ୍ତ
Read More...

ଟେଷ୍ଟ ଖେଳିବା ପାଇଁ ଯଥେଷ୍ଟ ଧୈର୍ଯ୍ୟ ରହିଛି

ଗୁର୍‌ଗାଓଁ : ଟେଷ୍ଟ ଡେବ୍ୟୁ ପାଇଁ ଭାରତୀୟ ସ୍ପିନର ଜୁଜୁବେନ୍ଦ୍ର ଚହଲ୍‌ ଅତ୍ୟନ୍ତ ବ୍ୟାକୁଳ ହୋଇ ଉଠିଲେଣି । ଦୀର୍ଘ ସାଢେ଼ ତିନି ମାସ ଧରି କରୋନା ସଂକ୍ରମଣ ଓ ଲକ୍‌ଡାଉନ୍‌ ଯୋଗୁଁ ତାଙ୍କର କ୍ରୀଡ଼ା ଗତିବିଧି ସଂପୂର୍ଣ୍ଣ ଅଚଳ ହୋଇପଡ଼ିଛି । ତେବେ ଗତ କିଛିଦିନ ହେଲା ସେ ପଡ଼ିଆକୁ ଆସୁଛନ୍ତି
Read More...