Yearly Archives

2020

ରେଳଜମି ଅଧିଗ୍ରହଣ କାମରେ ଆସିଥିବା କର୍ମଚାରୀଙ୍କୁ ଗ୍ରାମରୁ ଘଉଡାଇଦେଲେ ଲୋକେ

ବୌଦ୍ଧ:ବୌଦ୍ଧ-ଖୋର୍ଦ୍ଧାରୋଡ-ବଲାଙ୍ଗୀର ରେଳପଥ ପାଇଁ ଜମି ଅଧିଗ୍ରହଣ କାମରେ ଗ୍ରାମକୁ ଆସିଥିବା କିଛି କର୍ମଚାରୀଙ୍କୁ କ୍ଷତିଗ୍ରସ୍ତ ପ୍ରଜାମାନେ ଗ୍ରାମରୁ ଘଉଡାଇ ଦେଇଥିବା ଭଳି ଘଟଣା ଘଟିଛି କଣ୍ଟାମାଳ ତହସିଲ ବିଚଣାପାଟି ଗ୍ରାମରେ । ମିଳିଥିବା ସୂଚନା ଅନୁଯାୟୀ ମନମୁଣ୍ଡା ଗ୍ରାମପଞ୍ଚାୟତର
Read More...

ବୌଦ୍ଧର ପ୍ରବାସୀ ଶ୍ରମିକଙ୍କ ସହାୟତା ପାଇଁ ହେଲପଲାଇନ ନମ୍ବର

ବୌଦ୍ଧ :ଅନ୍ୟରାଜ୍ୟରେ ଲକଡାଉନ ସମୟରେ ଅଟକି ରହିଥିବା ଶ୍ରମିକମାନଙ୍କ ପାଇଁ ଜିଲ୍ଲାପ୍ରଶାସନ ଏକ ହେଲପ ଲାଇନ ନମ୍ବର ଜାରିକରିଛି । ଯେଉଁ ପ୍ରବାସୀ ଶ୍ରମିକମାନେ ଘରକୁ ଫେରିବାକୁ ଚାହୁଁଛନ୍ତି ସେମାନେ ବୌଦ୍ଧଜିଲ୍ଲା ପାଇଁ କୋଭିଡ-୧୯ର ନୋଡାଲ ଅଫିସର ତଥା ସହକାରୀ ଜିଲ୍ଲାପାଳ ଅବନୀକାନ୍ତ
Read More...

ବାହାର ରାଜ୍ୟର ପଦଯାତ୍ରୀ ଶ୍ରମିକଙ୍କ ବିରୁଦ୍ଧରେ ପୁଲିସ କାର୍ଯ୍ୟାନୁଷ୍ଠାନ : କ୍ୱାରେଣ୍ଟାଇନ କେନ୍ଦ୍ରକୁ ଗଲେ ୧୦ଜଣ ଓ…

ସମ୍ବଲପୁର: ପଡୋଶୀ ଛତିଶଗଡରୁ ଚାଲିଚାଲି ପଶ୍ଚିମବଙ୍ଗ ଯାଉଥିବା ୧୨ଜଣ ଶ୍ରମିକଙ୍କ ମଧ୍ୟରୁ ୧୦ଜଣଙ୍କୁ ସଙ୍ଗରୋଧ କେନ୍ଦ୍ରରେ ଅଟକ ରଖାଯାଇଛି ଓ ୨ଜଣ ଫେରାର ହୋଇଯାଇଛନ୍ତି । ପ୍ରାପ୍ତ ସୂଚନା ଅନୁସାରେ ୭ଦିନ ପୂର୍ବେ ଛତିଶଗଡର ରାଜଧାନୀ ରାୟପୁରରୁ ବାହାରି ଚାଲିଚାଲି ପଶ୍ଚିମବଙ୍ଗର ପୂର୍ବ
Read More...

ମାଲବାହୀ ଟ୍ରକ ଯୋଗେ ଶ୍ରମିକ ଚାଲାଣ ଅବ୍ୟାହତ

ସମ୍ବଲପୁର: ପୁଲିସ ପକ୍ଷରୁ କଟକଣା ଓ ତଦାରଖ ସତ୍ତ୍ୱେ ଟ୍ରକ ଯୋଗେ ଅନ୍ୟ ରାଜ୍ୟରୁ ଏଠାକୁ ଶ୍ରମିକ ଚାଲାଣ ବନ୍ଦ ହୋଇପାରୁନାହିଁ । ଏଥିପାଇଁ ମାଲବାହୀ ଟ୍ରକ ବ୍ୟବହାର କରାଯାଉଛି କାରଣ ଖାଦ୍ୟ ସଙ୍କଟ ଭୟରେ ଏମାନଙ୍କୁ କଟକଣାର ଉର୍ଦ୍ଧ୍ୱରେ ରଖାଯାଇଛି ଓ ଏପରି କୋହଳର ସୁଯୋଗନେଇ ଟ୍ରକ ଚାଳକମାନେ
Read More...

ବୀରନରସିଂହପୁର ସରପଞ୍ଚଙ୍କ ଚିିଠି : ଦ୍ୱନ୍ଦ୍ୱରେ ହରଭଙ୍ଗା ବ୍ଲକର ଗ୍ରାମ ରୋଜଗାର ସେବକ

ବୌଦ୍ଧ: ବୀରନରସିଂହପୁର ସାଧୁଚରଣ ଉଚ୍ଚ ବିଦ୍ୟାଳୟରେ କରୋନା ପାଇଁ ଖୋଲାଯାଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ପରିଚାଳନାରେ ସ୍ଥାନୀୟ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଜିଆରଏସ ସହଯୋଗ କରୁନଥିବା ସରପଞ୍ଚ ସୁବର୍ଣ୍ଣ ମଲ୍ଲିକ ବିଡିଓଙ୍କ ନିକଟରେ ଅଭିଯୋଗ କରିଥିଲେ । ହରଭଙ୍ଗା ବିଡିଓ କିଛି
Read More...

ମାଛମରା ପାଇଁ ପୋଖରୀ ପାଣିକଟାକୁ ନେଇ ଅସନ୍ତୋଷ

ବୌଦ୍ଧ: କଣ୍ଟାମାଳ ବ୍ଲ ଅନ୍ତର୍ଗତ ବିଳାସପୁର ଗ୍ରାମପଞ୍ଚାୟତର ତାଳପଡା ଗ୍ରାମରେ ପୋଖରୀରୁ ପାଣି କାଟିବାକୁ ନେଇ ଜନଅସନ୍ତୋଷ ଦେଖାଦେଇଛି । ପ୍ରବଳ ଖରାଯୋଗୁଁ ସମସ୍ତ ଜଳଉତ୍ସଗୁଡିକ ଶୁଖି ଯାଉଥିବାବେଳେ ମାଛ ମାରିବାପାଇଁ ପୋଖରୀର ପାଣି କଟାଯିବାକୁ ଗ୍ରାମବାସୀ ପ୍ରତିବାଦ କରିଛନ୍ତି ।
Read More...

ରାଜ୍ୟ ବାହାରୁ ଫେରୁଥିବା ଓଡ଼ିଆଙ୍କ ପାଇଁ ଗଜପତି ଜିଲ୍ଲାପାଳଙ୍କ ଜରୁରୀ ସୂଚନା : ଫେରିବା ଲୋକଙ୍କ ନାମ ଓ ଗାଡିର…

ରାଜ୍ୟ ବାହାରୁ ନିଜ ଜିଲ୍ଲାକୁ ଫେରୁଥିବା ଓଡ଼ିଆ’ଙ୍କ ପାଇଁ ଏଣିକି ସେମାନଙ୍କ ନାମ ଓ ଯେଉଁଥିରେ ଫେରୁଥିବେ ତାର ପଞ୍ଜିକରଣ ହେବା ବାଧ୍ୟତାମୂଳକ ବୋଲି ଗଜପତି ଜିଲ୍ଲାପାଳ ଅନୁପମ ଶାହା ଏକ ଜରୁରୀ ପ୍ରେସ ବିବୃତିରେ ଭିଡିଓ ମାଧ୍ୟମରେ ଜଣାଇଛନ୍ତି । ଜିଲ୍ଲାପାଳ ଶ୍ରୀ ଶାହା କହିଛନ୍ତି ଯେ ,
Read More...

ଭଦ୍ରକରେ ପ୍ରବାସୀ ଓଡ଼ିଆଙ୍କ ଘରବାହୁଡା

ଭଦ୍ରକ : ଆନ୍ଧ୍ର ପ୍ରଦେଶର ଗୁଣ୍ଟୁରରୁ ଟ୍ରେନ ଯୋଗେ ଓଡ଼ିଶା ଆସିଲେ ପ୍ରବାସୀ ଓଡ଼ିଆ । ଏକ ସ୍ୱତନ୍ତ୍ର ଟ୍ରେନ ଯୋଗେ ଓଡ଼ିଶାକୁ ଆସୁଥିବା ଏହି ପ୍ରବାସୀ ଓଡ଼ିଆ ଭଦ୍ରକ ରେଳ ଷ୍ଟେସନ ପୂର୍ବରୁ ଅନ୍ୟ ଷ୍ଟେସନରେ ଅଟକି ସେଠାକାର ନିକଟବର୍ତ୍ତୀ ଜିଲ୍ଲାର ପ୍ରବାସୀଙ୍କୁ ଉହ୍ଲାଇ ଦେଇ ଭଦ୍ରକରେ ପହଞ୍ଚିଲା
Read More...

ରାଜ୍ୟରେ ପୁଣି ୧୦୧ ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣରେ ବ୍ରେକ ଲାଗୁନି । ଆଜି ରାଜ୍ୟରେ ପୁଣି ୧୦୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ନେଇ ରାଜ୍ୟବାସୀଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହେଲାଣି । ରାଜ୍ୟରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୫୩୮ରେ ପହଞ୍ଚିଛି । ଆଜି ଚିହ୍ନଟ ହୋଇଥିବା ୧୦୧
Read More...

୨୦ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କଲେ ପିଏମ ମୋଦି : ଦେଶରେ ନୂଆ ରୂପରେ ଲାଗୁ ହେବ ଲକଡାଉନ ୪.୦

ନୂଆଦିଲ୍ଲୀ : କରୋନା ସଂକଟ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ରାଷ୍ଟ୍ରବାସୀଙ୍କୁ ସମ୍ବୋଧନ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଦେଶ ଗତ ୪ ମାସ ହେଲାଣି ମହାମାରୀ କୋରନା ଲଢେଇ କରୁଛି । ଦେଶରେ କେତେକ ପରିବାର ନିଜ ନିଜର ଆତ୍ମୀୟଙ୍କୁ ହରାଇଛନ୍ତି । ତାଙ୍କର ଅମର ଆତ୍ମାର
Read More...