Yearly Archives

2020

ଗାଇଡ୍‌ଲାଇନ୍ ଜାରି କଲେ ବୌଦ୍ଧ ଜିଲ୍ଲାପାଳ : ଚା, ପାନ, ବୁଲା ଖାଦ୍ୟବିକାଳି ଓ ମଦ ଦୋକାନକୁ ନା

ବୌଦ୍ଧ : ତୃତୀୟ ପର୍ଯ୍ୟାୟ ଲକଡାଉନ ସମୟରେ କେନ୍ଦ୍ର ସରକାର କେତେକ ଦୋକାନ ଖୋଲିବା ପାଇଁ ନିୟମ କୋହଳ କରିଥିଲେ । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ବୌଦ୍ଧ ଜିଲ୍ଲାକୁ ଗ୍ରୀନ୍ ଜୋନରେ ସାମିଲ କରିଛି । ଜାତୀୟ ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ ଅନୁଯାୟୀ ଜିଲ୍ଲାପାଳ କୋହଳ କରି ଆଜି
Read More...

ବୋଲିଂ କୋଚ୍ ଦାୟିତ୍ୱ ଦେଲେ ଭାରତରେ ଏକାଧିକ ବୋଲର ସୃଷ୍ଟି କରିପାରିବି

ଇସଲାମାବାଦ :ପାକିସ୍ତାନର ପୂର୍ବତନ ପେସର୍ ଶୋଏବ୍ ଅଖ୍‌ତର ଭାରତୀୟ ଦଳର ବୋଲିଂ କୋଚ୍ ହେବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ଏକ ସୋସିଆଲ୍ ନେଟ୍‌ୱର୍କ ସହ ସାକ୍ଷାତକାର କାର୍ଯ୍ୟକ୍ରମରେ ଅଖତର କହିଛନ୍ତି ଯେ ପେସର୍ ଭାବେ ସେ ସବୁବେଳେ ଯୁବପିଢ଼ି ବୋଲର୍‌ଙ୍କ ସହ ତାଙ୍କ ଜ୍ଞାନ ବାଣ୍ଟିବା ସକାଶେ
Read More...

ଦୈନିକ ପରୀକ୍ଷଣ ୧୫ହଜାରକୁ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡ଼ିଓ କନଫରେନ୍ସିଂ ଜରିଆରେ ରାଜ୍ୟରେ କରୋନା ସଂକ୍ରମଣ ଏବଂ ତଦ୍‌ଜନିତ ପରିସ୍ଥିତି ସଂପର୍କରେ ବରିଷ୍ଠ ଅଧିକାରୀମାନଙ୍କ ସହିତ ସମୀକ୍ଷା କରିଥିଲେ । ଏଥିରେ ମୁଖ୍ୟତଃ ବାହାରୁ ଆସୁଥିବା ଶ୍ରମିକମାନଙ୍କ ପାଇଁ ଆବଶ୍ୟକୀୟ ବ୍ୟବସ୍ଥା, ଅସ୍ଥାୟୀ ସ୍ୱାସ୍ଥ୍ୟ
Read More...

ବିପଦ ବେଳେ ପଡ଼ନ୍ତି ଖୋଜା ଏହି ଖେଳାଳି

ନୂଆଦିଲ୍ଲୀ: ଟେଷ୍ଟ ହେଉ କି ଦିନିକିଆ ଧୈର୍ଯ୍ୟର ସହ ଖେଳି ନିଜ ନାମକୁ "ଦ ୱାଲ୍‌' ଭାବେ ବିବେଚିତ କରିଥିବା ରାହୁଲ ଦ୍ରାବିଡ଼ଙ୍କ ପରେ ଭାରତୀୟ ଟିମ୍‌ରେ ଆଉଜଣେ ତାଙ୍କରି ଭଳି ଧୈର୍ଯ୍ୟଶୀଳ ବ୍ୟାଟ୍ସମ୍ୟାନ୍ ଚେତେଶ୍ୱର ପୂଜାରା ଦଳରେ ବିପଦ ବେଳେ ଡକରା ପଡ଼ିଥାନ୍ତି ବୋଲି '୧୦୦ ଆୱାର୍ସ ୧୦୦
Read More...

11 ମାସର ଦରମା ନ ପାଇ BSNL କାଜୁଆଲ କର୍ମଚାରୀ ହନ୍ତସନ୍ତ

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା BSNL ଉପଖଣ୍ଡ କାର୍ଯ୍ୟାଳୟରେ କାର୍ଯ୍ୟରତ କାଜୁଆଲ BSNL କର୍ମଚାରୀ ମାନେ 11 ମାସର ଦରମା ପାଇନଥିବା ଅଭିଯୋଗ ହୋଇଛି।ଏହି ବିଷୟରେ SDOଙ୍କୁ ଲିଖିତ ଆକାରରେ ଜଣାଇଲେ ମଧ୍ଯ କିଛି ପଦକ୍ଷେପ ନେଉନାହାନ୍ତି। ଏବଂ ସରଳ ଭାବରେ କହୁଛନ୍ତି
Read More...

ଧୋନିଙ୍କୁ କପି କରିବା ଅସମ୍ଭବ

ନୂଆଦିଲ୍ଲୀ : ଧୋନିଙ୍କ ଭଳି ମହାନ୍ ବ୍ୟାଟ୍ସମ୍ୟାନ୍ ଓ ୱିକେଟ୍ କିପରି ତାଙ୍କର ବ୍ୟାଟିଂ ଶୈଳୀ ଓ ଅନ୍ୟାନ୍ୟ ନୀତିକୁ କପି କରିବା ଅସମ୍ଭବ ବୋଲି ବର୍ତ୍ତମାନର ଯୁବ ୱିକେଟ୍ କିପର ତଥା ବ୍ୟାଟ୍ସମ୍ୟାନ୍ ସଞ୍ଜୁ ସାମସନ୍ କହିଛନ୍ତି । ସେ ପୁଣି କହିଛନ୍ତି ଯେ, ସେ ଅର୍ନ୍ତଜାତୀୟ ମ୍ୟାଚରେ
Read More...

ପାଦରେ ଚାଲିଚାଲି ୧୮ଶହ କି.ମି ଅତିକ୍ରମ: ଘରବାହୁଡା ବିକଳରେ ହ୍ରାଇଦ୍ରାବାଦରୁ ବାହାରିଛନ୍ତି ୫୦ଜଣ ଶ୍ରମିକ

ସମ୍ବଲପୁର:କରୋନା ସଙ୍କଟକାଳରେ କିଛି ଲୋକେ ଅସମ୍ଭବକୁ ମଧ୍ୟ ସମ୍ଭବ କରିବାରେ ସମର୍ଥ ହେଉଛନ୍ତି ଯାହାକି ସାଧାରଣତଃ ଆଶା କରାଯାଇନପାରେ । ଏଠାରେ ଆଜି ଏହିପରି ୫୦ଜଣ ଶ୍ରମିକ ସୁଦୂର ହାଇଦ୍ରାବାଦରୁ ପ୍ରାୟ ୧୮ଶହ କି.ମି ପାଦରେ ଚାଲି ଆସି ପହଞ୍ଚିଛନ୍ତି । ସେମାନେ ନଗର ବାହାରେ ଜାତୀୟ ରାଜମାର୍ଗ
Read More...

କଟକଣାରେ କୋହଳ ପରେ ଜନଗହଳି ବଢିଲା

ସମ୍ବଲପୁର : ଆଜି ସକାଳୁ ସମ୍ବଲପୁରରେ ଚାରିଆଡେ ଜନଗହଳି ଦେଖି ଲାଗିଲା ସତେଯେମିତି ଏଠାକାର ସ୍ଥିତି ସାମାନ୍ୟ ହୋଇଆସିଲାଣି । ଲକଡାଉନର ତୃତୀୟ ପର୍ଯ୍ୟାୟ ଗତକାଲି ସୋମବାର ଦିନଠାରୁ ଆରମ୍ଭ ହୋଇଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ କୋହଳନୀତି ଘୋଷଣା ହୋଇନଥିିିିବାରୁ ଅଧିକାଂଶ ଲୋକ
Read More...

କରାମାଡ ଯୋଗୁଁ ଫୁଲଚାଷ କ୍ଷତିଗ୍ରସ୍ତ

ସମ୍ବଲପୁର: ପାରଂପରିକ ଚାଷର ଏକ ବିଶ୍ୱସନୀୟ ବିକଳ୍ପଭାବେ ବର୍ତ୍ତମାନ ଅନେକ ଚାଷୀ ବିଭିନ୍ନ ଫୁଲଚାଷକୁ ଆପଣେଇଛନ୍ତି ଓ ଏହା ଜନ ଆଦର ପାଉଥିବାରୁ ବେଶ କିଛି ଉପାର୍ଜନ କରୁଛନ୍ତି । ସେମାନଙ୍କ ପାଇଁ କିନ୍ତୁ ଏଥର କାଳବୈଶାଖୀର ତାଣ୍ଡବଲୀଳା ଯୋଗୁଁ କ୍ଷତିର ସମ୍ମୁଖୀନ ହେବା ଆଶଙ୍କା ଦେଖାଦେଇଛି ।
Read More...

ପ୍ରିୟଙ୍କାଙ୍କ ଝିଆରୀ ହେଲେ ମେକଅପ୍ ଆର୍ଟିଷ୍ଟ, ପିସିଙ୍କୁ ଦେଲେ ରାଜକୁମାରୀ ଲୁକ୍‌

କରୋନା ଭାଇରସ କାରଣରୁ ବହୁତ ଗୁଡିଏ ଇଣ୍ଟରନ୍ୟାସନାଲ କାର୍ଯ୍ୟକ୍ରମ ବାତିଲ ହୋଇଛି । ଏହି କାର୍ଯ୍ୟକ୍ରମ ଭିତରେ ମେଟ ଗାଲା ଇଭେଣ୍ଟ ମଧ୍ୟ ଅନ୍ୟତମ । ଯଦି ବିଶ୍ୱରେ କରୋନା ଭାଇରାସ ମହାମାରୀ ପରିସ୍ଥିତି ଉପୁଜିନଥାନ୍ତା ତେବେ ମଇ ୪ ତାରିଖ ଦିନ ଏହି ଇଭେଣ୍ଟ ଆୟୋଜିତ ହୋଇଥାନ୍ତା । ଏହି ମେଟ
Read More...