Yearly Archives

2020

ଆରପାରିରେ ଅଭିନେତା ଇର୍ଫାନ୍ ଖାଁନ୍‌

ନୂଆଦିଲ୍ଲୀ : ଫିଲ୍ମ ଦୁନିଆରେ ନିଜର ଆଧିପତ୍ୟ ବିସ୍ତାର କରିଥିବା ଇର୍ଫାନ୍ ଖାଁନଙ୍କ ଆଜି ଏଠାକାର କୋକିଳବେନ୍ ଡାକ୍ତରଖାନାରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୫୩ ବର୍ଷ ବୟସ ହୋଇଥିଲା । ସେ ଅସୁସ୍ଥ ଥିବାରୁ ଜୟପୁର ଯାଇ ପାରି ନଥିଲେ ଏବଂ ଭିଡ଼ିଓ କଲ୍ ଜରିଆରେ ଜୟପୁରରେ ଥିବା
Read More...

ଆଜି ପୁଣି ୩ କରୋନା ଆକ୍ରାନ୍ତ ଚିହ୍ନଟ, ଏହି 3 ଜିଲ୍ଲାକୁ ବ୍ୟାପିଲା

ଭୁବନେଶ୍ୱର : ଆଜି ପୁଣି ଆଉ ୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥି ସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୨ରେ ପହଞ୍ଚିଛି । ଏହି ୩ ଆକ୍ରାନ୍ତ କେନ୍ଦୁଝର, ଝାରସୁଗୁଡା. ଓ ଦେବଗଡ ଜିଲ୍ଲାର ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜି କରୋନା
Read More...

ଜୁଆ ଆଡ୍ଡାରେ ଚଢ଼ାଉ : ୬ ଜୁଆଡ଼ି ଗିରଫ

ବାଲିଗୁଡ଼ା: ଜୁଆ ଆଡ୍ଡାରେ ତୁମୁଡ଼ିବନ୍ଧ ପୋଲିସ୍ ପକ୍ଷରୁ ଚଢ଼ାଉ । ନଗଦ ୧୪ହଜାର ୩୫୦ଟଙ୍କା ଜବତସହ ଛ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି ପୋଲିସ୍ । କରୋନା ମୁକାବିଲା ପାଇଁ ସରକାର ଆପ୍ରାଣ ଉଦ୍ୟମ ଚଳାଇଛନ୍ତି । ସାରା ରାଜ୍ୟରେ ଲକ୍ ଡାଉନ୍ ଘୋଷଣା କରିଛନ୍ତି ସରକାର । ସଂକ୍ରମଣ ରୋକିବା ପାଇଁ
Read More...

ପ୍ରଧାନମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିକୁ ସହାୟତା କଲେ କେ.ତାତେୟା

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା କାର୍ଯ୍ୟାଳୟକୁ ଯାଇ ପାରଳା ବିଧାୟକ କେ ନାରାୟଣ ରାଓଙ୍କୁ ସାକ୍ଷାତ କରି କେ. ତାତେୟାଙ୍କ ଝିଅ 5000 ଟଙ୍କାର ଚେକ ତାଙ୍କ ପରିବାର ପକ୍ଷରୁ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ କୋରନା ମୁକାବିଲା ସକାଶେ କେ ନାରାୟଣ ରାଓଙ୍କ
Read More...

ଟେଲି ମେଡିସିନ ସେବା ୪ ଜିଲ୍ଲାରେ ଆରମ୍ଭ କଲେ ରାଜ୍ୟ ସରକାର

ଭୁବନେଶ୍ୱର : ରାଜ୍ୟ ସରକାର ଆଜିଠୁ ରାଜ୍ୟର ୪ଟି ଜିଲ୍ଲାରେ ଟେଲି ମେଡିସିନ ସେବା ଆରମ୍ଭ କରିଛନ୍ତି । ଏହି ଜିଲ୍ଲାଗୁଡିକ ଯଥାକ୍ରମେ ବାଲେଶ୍ୱର, ମୟୁରଭଞ୍ଜ, କୋରାପୁଟ ଓ ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱର । ଲକଡାଉନ ସମୟରେ ଜନସାଧାରଣ ଘରେ ନିରାପଦରେ ରହି ଡାକ୍ତରଙ୍କଠାରୁ ରୋଗର ନିଦାନ
Read More...

ସରକାର୍ କା ମାଲ୍… ଭ୍ରାମ୍ୟମାଣ ବ୍ୟାଙ୍କିଂ ସେବା କେବେ ଆସିବ କାମରେ ?

ବୌଦ୍ଧ- ରାଷ୍ଟ୍ରୀୟ କୃଷିବିଭାଗ ଯୋଜନା ଓ ଓଡିଶା ସରକାରଙ୍କ ସହଯୋଗିତାରେ ୩ବର୍ଷ ତଳେ ଗ୍ରାମାଞ୍ଚଳ ଲୋକଙ୍କୁ ଭ୍ରାମ୍ୟମାଣ ବ୍ୟାଙ୍କ ସୁବିଧା ଦେବାକୁ ଯୋଜନା ପ୍ରସ୍ତୁତ ହୋଇଥିଲା । ଏହି ଯୋଜନାରେ ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କକୁ ଦୁଇଟି ବସ୍ ଆସିଥିଲା । ଗ୍ରାମାଞ୍ଚଳରେ ଥିବା
Read More...

ବ୍ରିଜ ମରାମତି ବେଳେ ଅଘଟଣ : ୨ ମୃତ, ଜଣେ ଗୁରୁତର

ପାଟଣାଗଡ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଉପଖଣ୍ଡ ଲରମ୍ଭା ଥାନା ତମିଆଁ ମୁନ୍ଦଲସର ବ୍ରିଜ ଆଜି ମରାମତି ବେଳେ ଭୁଶୁଡି ପଡିଛି । ବ୍ରିଜ୍ ଭୁଶୁଡିବା ପରେ ଏଥିରେ ନିୟୋଜିତ ୨ଜଣ ଶ୍ରମିକ ଚାପି ହୋଇ ମୃତ୍ୟୁବରଣ କରିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି । ଗତ ଦୁଇ ମାସ ପୂର୍ବରୁ ଏହି ବ୍ରିଜର
Read More...

ଗ୍ରାମାଞ୍ଚଳରେ କୋରୋନା ସଚେତନତା କାର୍ଯ୍ୟକ୍ରମ

ପାଟଣାଗଡ -ଖପ୍ରାଖୋଲ ବ୍ଲକ ଅନ୍ତର୍ଗତ ଫୁଲକିମୁଣ୍ଡା ର ଯୁବ ସମାଜସେବୀ ତଥା ଯୋଗ ଚାମ୍ପିଅନ୍ ମୁରଲୀଧର ମେହେର୍ (ମଣ୍ଟୁ) ଙ୍କ ନେତୃତ୍ୱ ରେ ସାହାଜପାଣି ଗ୍ରା.ପ. ଅଧୀନସ୍ଥ ବାଗଡିଆ ଗ୍ରାମ ରେ ଆଜି ବିଶ୍ଵବ୍ୟାପୀ ମହାମାରୀ କୋରୋନା ର ସଂକ୍ରମଣ ରୁ ସୁରକ୍ଷା ପାଇଁ ଘରେ ଘରେ ସଚେତନତା ସହ ଘରେ
Read More...

କଂଗ୍ରେସ ତରଫରୁ ଦାରିଙ୍ଗବାଡ଼ିରେ ସଚେତନତା ସହିତ ମାସ୍କ ବଣ୍ଟନ

ଦାରିଙ୍ଗବାଡ଼ି :ଦାରିଙ୍ଗବାଡ଼ି ବ୍ଲକ କଂଗ୍ରେସ ତରଫରୁ ଦାରିଙ୍ଗ ବାଡ଼ି ଅଂଚଳରେ କରୋନା ଭୁତାଣୁ ଠାରୁ କିପରି ନିଜକୁ ସୁରକ୍ଷିତ ରଖିପାରିବେ ସେ ନେଇ ସଚେତନତା କରାଯିବା ସହିତ ମାସ୍କ ଓ ସାବୁନ ବଣ୍ଟନ କରାଯାଇଛି l ବ୍ଲକ କଂଗ୍ରେସର ଯୁବ କର୍ମକର୍ତା ତଥା ସମାଜସେବୀ କାଳୀ ପ୍ରସାଦ ମଲିକଙ୍କ
Read More...

ଭୁବନେଶ୍ୱରରେ ପୁଣି ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : କିଛି ଦିନର ବ୍ୟବଧାନ ପରେ ଆଜି ପୁଣି ରାଜଧାନୀ ଭୁବନେଶ୍ୱରରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ୧୧୯ରେ ପହଞ୍ଚିଛି । ଭୁବନେଶ୍ୱରରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତ ୭୭ବର୍ଷିୟ ପୁରୁଷ ମଧୁସୂଦନ ନଗର ଅଂଚଳ
Read More...