Monthly Archives

May 2021

ବୌଦ୍ଧ : ଆଜିବି କଲା ରେକର୍ଡ, ଜିଲ୍ଲାରେ ୩୬୫ କରୋନା ପଜିଟିଭ ଚିହ୍ନଟ, ରାୟପୁର ଗ୍ରାମରୁ ସର୍ବାଧିକ ୭୧ ଜଣ

ବୌଦ୍ଧ,୨୧/୫ - ଆଜି ପୁଣି ଉପରକୁ ଉଠିଛି କରୋନା ଗ୍ରାଫ । ଜିଲ୍ଲାରେ ଆଜି ୩୬୫ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ
Read More...

ଗଜପତିରେ ପୁଣି ୫୩ ଜଣ କରୋନା ପଜିଟିଭ ଚିହ୍ନଟ

ଗଜପତି,୨୧/୫- ଜିଲ୍ଲାରେ ଆଜି ପୁଣି ୫୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛି ବୋଲି ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ସେମାନଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରରେ ୧୪ ଜଣ, ଗୋଶାଣି ବ୍ଳକରେ ୧୦ ଜଣ, ଗୁମ୍ମା ବ୍ଳକରୁ ୬ ଜଣ, କାଶୀ ନଗର ବ୍ଳକରୁ ୪ ଜଣ, ମୋହନା ବ୍ଳକରୁ ୯ ଜଣ, ଆର
Read More...

କ୍ୱାକ କ୍ଲିନିକକୁ ସିଲ କଲା ପ୍ରଶାସନ

ଦାରିଙ୍ଗବାଡି, ୨୧/୫ - ଦାରିଙ୍ଗବାଡିର ଏକ କ୍ୱାକ କ୍ଲିନିକକୁ ସିଲ୍‌କରିଛି ଦାରିଙ୍ଗବାଡି ପ୍ରଶାସନ । ଦାରିଙ୍ଗବାଡି ବ୍ଲକ ରୋଡ ସାଇଟରେ ରହିଥିବା ଏକ କ୍ୱାକ କ୍ଲିନିକ ଉପରେ ଦାରିଙ୍ଗବାଡି ତହସିଲଦାର କଳାକୃଷ୍ଣ ପ୍ରଧାନ, ଥାନା ଅଧିକାରୀ କୌଶିକ ମାଝୀ, ମେଡିକାଲ ଇନଚାର୍ଜ ଡାକ୍ତର ଜାକେଶ
Read More...

ପାରିବାରିକ ବିବାଦକୁ ନେଇ ସାନଭାଇକୁ ହତ୍ୟାକଲା ବଡଭାଇ

ବୌଦ୍ଧ,୨୧/୫ - ପାରିବାରିକ ବିବାଦକୁ ନେଇ ମନମୁଣ୍ଡା ଥାନା ଶୁଣ୍ଢିପଦର ଗ୍ରାମ ପଞ୍ଚାୟତ ମନୋହରପୁର ଗ୍ରାମରେ ଏକ ହତ୍ୟାକାଣ୍ଡ ଗତକାଲି ରାତିରେ ଘଟିଯାଇଛି । ବଡଭାଇର ଟାଙ୍ଗିଆ ଚୋଟରେ ସାନଭାଇର ମୃତ୍ୟୁ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ମନମୁଣ୍ଡା ଥାନା ମନୋହରପୁର ଗ୍ରାମର
Read More...

ରାଜେନ୍ଦ୍ର ନଗର ସେବାକମିଟି ପକ୍ଷରୁ ରନ୍ଧାଖାଦ୍ୟ ବଣ୍ଟନ

କଣ୍ଟାବାଞ୍ଜି,୨୦/୫- ମହାମାରୀ କରୋନା ସମୟରେ ଲକ ଡାଉନ ଓ ସଟ ଡାଉନ ଭଳି ସମସ୍ୟାରୁ ନିଜନିଜ ଜୀବିକା ହରେଇଥିବା ଗରିବ, ଅସହାୟ ମାନଙ୍କ ପାଇଁ ସହଯୋଗର ହାତ ବଢେଇଛି ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରାଜେନ୍ଦ୍ର ନଗର ସେବା କମିଟି । ସହରର ହସ୍ପିଟାଲ, ରେଳଷ୍ଟେସନ, ବସଷ୍ଟାଣ୍ଡ ଓ ସହରର
Read More...

ଦୁଇଟି ବାଲ୍ୟବିବାହ ବନ୍ଦ କଲା ଗଜପତି ଜିଲ୍ଲା ପ୍ରଶାସନ

ଗଜପତି,୨୦/୫- ଗଜପତି ଜିଲ୍ଲା କାଶୀନଗର ବ୍ଳକର କେ. ସୀତାପୁର ଗ୍ରାମରେ ଆଗାମୀ ଦିନରେ ହେବାକୁ ଥିବା ଦୁଇଟି ବାଲ୍ୟବିବାହକୁ ବନ୍ଦ କଲା ଜିଲ୍ଲାପ୍ରଶାସନ । ଉକ୍ତ ବାଲ୍ୟ ବିବାହ ସମ୍ପର୍କରେ ଚାଇଲଡ଼ ଲାଇନର ଟିମ ମେମ୍ବର ଖବରପାଇ କାଶୀନଗର ବାଲ୍ୟବିବାହ ନିଷେଧ ଅଧିକାରିଣୀ ଶ୍ରୀମତୀ କନକଲତା
Read More...

ସରପଞ୍ଚ ଦେଖାଇଲେ ଜିଲ୍ଲାପାଳ କ୍ଷମତା, ଦୈନିକ ବଜାର ଅନିର୍ଦ୍ଦିିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ

ବୌଦ୍ଧ/ ଜହ୍ନାପଙ୍କ,୨୦/୫- ଗ୍ରାମାଞ୍ଚଳରେ ବର୍ତ୍ତମାନ କରୋନାର ଦ୍ୱିତୀୟ ଲହର ଦ୍ରୁତ ଗତିରେ ବଢିଚାଲିଥିବାବେଳେ ସାପ୍ତାହିକ ଓ ଦୈନିକ ବଜାରରେ କ୍ରେତା ଓ ବିକ୍ରେତାଙ୍କ ମଧ୍ୟରେ ସାମାଜିକ ଦୂରତା ନରହିବା, ମାସ୍କ ନପିନ୍ଧିବା ଆଦି କରୋନା କଟକଣାକୁ ଲୋକମାନେ ମାନୁନଥିବା ଯୋଗୁଁ ବୌଦ୍ଧବ୍ଳକ
Read More...

କୋଭିଡ୍‌ ହସପିଟାଲରେ ମୃତ୍ୟୁବରଣ କଲେ ସ୍ୱେଚ୍ଛାସେବୀ ସନ୍ତୋଷ ସାହୁ

ବୌଦ୍ଧ/ ଜହ୍ନାପଙ୍କ,୨୦/୫- ବୌଦ୍ଧ ଜିଲ୍ଲାର ଜଣାଶୁଣା ସ୍ୱେଚ୍ଛାସେବୀ ବୌଦ୍ଧବ୍ଲକ୍‌ ଲକ୍ଷ୍ମୀପ୍ରସାଦ ଗ୍ରାମର ସନ୍ତୋଷ କୁମାର ସାହୁ ଗତକାଲି ବୁଧବାର ରାତି ପ୍ରାୟ ୧୦ ଘଣ୍ଟା ସମୟରେ ବୌଦ୍ଧସ୍ଥିତ କୋଭିଡ୍‌ ହସପିଟାଲରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଆଜକୁ
Read More...