Monthly Archives

June 2021

ତୃତୀୟ ଲହର ପାଇଁ ପୂରା ପ୍ରସ୍ତୁତ ଅଛି ଓଡ଼ିଶା : ଡିଏମ୍‌ଇଟି

ଭୁବନେଶ୍ୱର : ମହାରାଷ୍ଟ୍ର ସରକାରଙ୍କ ଚେତାବନୀ ପରେ ତୃତୀୟ ଲହର ପାଇଁ ଓଡ଼ିଶା ସରକାରଙ୍କ ଜୋରଦାର ପ୍ରସ୍ତୁତି ଆରମ୍ଭ । ଏସଓପି ଜାରି ସହ ଭିତ୍ତିଭୂମି ପ୍ରସ୍ତୁତ ଅଛି ବୋଲି କହିଛନ୍ତି ଡିଏମ୍‌ଇଟି ସିବିକେ ମହାନ୍ତି । ଡିଏମଇଟି କହିଛନ୍ତି ଯେ,  ତୃତୀୟ ଲହର ପାଇଁ ପୂରା ପ୍ରସ୍ତୁତ ଅଛି
Read More...

ହାଇଓ୍ୱା ଧକ୍କାରେ ଯୁବକଙ୍କ ମୃତ୍ୟୁ

ଯାଜପୁର : ହାଇଓ୍ୱା ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ନାରାୟଣ ପରିଡ଼ା ବୋଲି ଜଣାପଡିଛି । ଯାଜପୁର ଜିଲ୍ଲା ସଦର ଥାନା ବରମୁଣ୍ଡା ଛକ ନିକଟରେ ଘଟିଛି ଦୁର୍ଘଟଣା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ଖବର ଅନୁଯାୟୀ, ନାରାୟଣ ପରିଡ଼ା ନିଜ ଗାଁ ଛକରୁ ଘରକୁ ଫେରୁଥିବା
Read More...

ସୁବର୍ଣ୍ଣପୁରରେ ୧୮/୪୪ ବର୍ଷୀୟ ହିତାଧିକାରୀଙ୍କୁ ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ସ୍ଲଟ ବୁକିଂ ଆଜି

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ତା ୧୯/୦୬/୨୧ ରୁ ତା ୨୧/୦୬/୨୧ ପର୍ଯ୍ୟନ୍ତ ସୋନପୁର ମ୍ୟୁନିସିପାଲିଟିର ୫ଗୋଟି ସ୍ଥାନରେ ବ୍ୟବସ୍ଥିତ ୬ଟି ଟିକାକରଣ କେନ୍ଦ୍ର ଯଥା- କଲ୍ୟାଣ ମଣ୍ଡପ, ସୋନପୁର -ମଝୀପଡ଼ା (ଗୋଟିଏ କେନ୍ଦ୍ର ), ଟାଉନ ହଲ
Read More...

ଦୁର୍ଦ୍ଦିନରେ ବାଉଁଶ କାରିଗର:ସହାୟତାର ହାତବଢ଼ାଇଲା କନ୍ଧମାଳ ଜିଲ୍ଲା ସବୁଜ ବୈଦ୍ୟ ସଂଗଠନ

ଦାରିଙ୍ଗବାଡି,୧୮/୬ : କରୋନା ମହାମାରୀ ବାଉଁଶ କାରିଗରମାନଙ୍କ ଜୀବିକା ଛଡାଇ ନେଇଛି । ଉତ୍ପାଦିତ ସାମଗ୍ରୀ ବିକ୍ରି ହୋଇପାରୁନି କଣ କରିବେ କେମିତି ଚଳିବେ ସେ ଚିନ୍ତାରେ ବାଉଁଶ କାରିଗର । ଗତବର୍ଷ କରୋନା ସଂକ୍ରମଣର ପ୍ରଥମ ଲହରକୁ ବ୍ରେକ ଦେବା ପାଇଁ ଦୀର୍ଘ ମାସ ଧରି ଲକଡାଉନ, ସଟଡାଉନ ଜାରି
Read More...

କେବେ ସଂପୂର୍ଣ୍ଣ ହେବ ଚଣ୍ଡିଗଡ ସେତୁ ନିର୍ମାଣ ?

ବୌଦ୍ଧ,୧୮/୬ - ବୌଦ୍ଧବ୍ଲକ୍‌ ଖୁଣ୍ଟବନ୍ଧ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚଣ୍ଡିଗଡ ଗ୍ରାମ ନିକଟରେ ନିର୍ମାଣାଧିନ ପୋଲ କାମ ସଂପୂର୍ଣ୍ଣ ହୋଇ ନଥିବା ହେତୁ ଲୋକେ ଯାତାୟତରେ ହଇରାଣ ହେଉଥିବା ଅଭିଯୋଗ ହେଉଛି । ମିଳିଥିବା ସୂଚନା ଅନୁଯାୟୀ ଜାତୀୟ ରାଜପଥ ନମ୍ବର୍‌ ୫୭ର ଖୁଣ୍ଟବନ୍ଧ ଛକଠାରୁ ଚଣ୍ଡିଗଡ
Read More...

ସ୍ମୃତି ଇରାନୀଙ୍କ ସଫଳ ଯାତ୍ରା: ମିସ୍ ଇଣ୍ଡିଆର ଫାଇନାଲରେ ପହଂଚିଥିଲେ କିନ୍ତୁ…

ନୂଆଦିଲ୍ଲୀ : କେନ୍ଦ୍ର ମନ୍ତ୍ରୀ ତଥା ପୂର୍ବତନ ଟିଭି ଅଭିନେତ୍ରୀ ସ୍ମୃତି ଇରାନୀ ଆଜିର ଦିନରେ ମୋଟାପଣ କମାଇବା କାରଣରୁ ଚର୍ଚ୍ଚାରେ ଅଛନ୍ତି । ସୋସିଆଲ ମିଡିଆରେ ଆସିଥିବା ଚିତ୍ରଗୁଡ଼ିକରେ ସ୍ମୃତିଙ୍କ ଓଜନ ବହୁତ କମ୍‌ ଥିବା ଦେଖିବାକୁ ମିଳୁଛି । ଆସନ୍ତୁ ଜାଣିବା ସ୍ମୃତିଙ୍କ ଜୀବନର କିଛି
Read More...

ଆଜିଠୁ ଡବ୍ଲ୍ୟୁଟିସି ଫାଇନାଲ, ମୁହାଁମୁହିଁ ହେବେ ନ୍ୟୁଜିଲାଣ୍ଡ-ଭାରତ

ସାଉଥମ୍ପଟନ : ଆଜିଠୁ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ବ ଟେଷ୍ଟ ଚାମ୍ପିୟନସିପ ଫାଇନାଲ ମ୍ୟାଚ। ଏହି ଲଢ଼େଇ ଆଇସିସି ଟେଷ୍ଟ୍ ମାନ୍ୟତାର ପ୍ରଥମ ଦୁଇ ସ୍ଥାନରେ ଥିବା ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ହେବ। ୧୮ରୁ ୨୨ ପର୍ଯ୍ୟନ୍ତ ଇଂଲଣ୍ଡର ସାଉଥମ୍ପଟନରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ
Read More...

ପୁଣି ୩୭ଜଣଙ୍କ ଜୀବନ ନେଲା କରୋନା, ୩୫୦୮ ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା କମୁଥିବା ବେଳେ ମୃତ୍ୟୁସଂଖ୍ୟା କମିବାର ନାଁ ନେଉନି । ଗତ ୨୪ ଘଣ୍ଟା ମଧ୍ୟରେ ୩୮୦୬ ଜଣ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନାଜନିତ ମୃତ୍ୟୁ
Read More...