Monthly Archives

June 2021

କୋଭାକ୍ସିନ୍‌ ଅପେକ୍ଷା କୋଭାଶିଲ୍ଡ ଅଧିକ ଫଳପ୍ରଦ,କିନ୍ତୁ…

ନୂଆଦିଲ୍ଲୀ : ଏକ ଅଧ୍ୟୟନ ଦାବି କରିଛି ଯେ ସ୍ୱଦେଶୀ କରୋନା ଟିକା କୋଭାକ୍ସିନ ଅପେକ୍ଷା ପ୍ରଥମ ଡୋଜ ପରେ କୋଭିଶିଲ୍ଡ ଅଧିକ ଆଣ୍ଟିବଡି ଉତ୍ପାଦନ କରିବାରେ ସକ୍ଷମ ହେଉଛି । କରୋନା ଭାଇରସ୍‌ ଭ୍ୟାକ୍ସିନ୍‌-ପ୍ରେରିତ ଆଣ୍ଟିବଡି ଟାଇଟ୍ରେ (ସିଓଭିଏଟି) ଦ୍ୱାରା କରାଯାଇଥିବା ପ୍ରାରମ୍ଭିକ
Read More...

ଡବ୍ଲୁଟିସି ଫାଇନାଲରେ ଏକ୍ସ-ଫ୍ୟାକ୍ଟର ହେବେ ଜାଡେଜା

ନୂଆଦିଲ୍ଲୀ : ପାକିସ୍ତାନର ପୂର୍ବତନ ଲେଗ ସ୍ପିନର ଡାନିସ କାନେରିଆ ନିଜର ୟୁଟ୍ୟୁବ ଚ୍ୟାନେଲରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲୁଟିସି ଫାଇନାଲ) ବିଷୟରେ ଏକ ବଡ କଥା କହିଛନ୍ତି । ନ୍ୟୁଜିଲାଣ୍ଡ ବିପକ୍ଷ ଏହି ଐତିହାସିକ ଫାଇନାଲରେ ରବିନ୍ଦ୍ର ଜାଡେଜା ଭାରତ ପାଇଁ ଏକ୍ସ ଫ୍ୟାକ୍ଟର ହେବେ
Read More...

ସୁଧୁରୁଛି ଦେଶର କୋରନା ସ୍ଥିତି : କମୁଛି ସଂକ୍ରମଣ ଓ ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ : ଦେଶରେ କରୋନାର ଦୈନିକ ସଂକ୍ରମଣ ଓ ମୃତକଙ୍କ ସଂଖ୍ୟା ହ୍ରାସ ପାଉଛି। ୨୪ ଘଣ୍ଟାରେ ଆଉ ୧ ଲକ୍ଷ ୬୩୬ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୮୯,୦୯,୯୭୫କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ଆଉ ୨ ହଜାର ୪୨୭ଆକ୍ରାନ୍ତଙ୍କ ମୃତ୍ୟୁ
Read More...

ଏହି ମନ୍ଦିରରେ ସନ୍ଧ୍ୟା ହେଲେ ଲୋକେ ରୁହନ୍ତି ନାହିଁ, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଆମ ଦେଶରେ ଏଭଳି ବହୁ ମନ୍ଦିର ରହିଛି, ଯାହା ରହସ୍ୟମୟ ଓ ଖୁବ ପ୍ରାଚୀନ। ଏପରି ହିଁ ଏକ ମନ୍ଦିର ରାଜସ୍ଥାନରେ ରହିଛି। ଏହି ମନ୍ଦିରରେ ସନ୍ଧ୍ୟା ହେବା ମାତ୍ରେ କୌଣସି ଲୋକେ ଏଠାରେ ରୁହନ୍ତି ନାହିଁ। ଏହାର କାରଣ ପଛରେ ଏକ ରହସ୍ୟ ରହିଛି। ଲୋକେ ବିଶ୍ୱାସ କରନ୍ତି, ରାତିରେ ଏଠାରେ ରହିବା ଦ୍ୱାରା
Read More...

୨ ଯାତ୍ରୀବାହୀ ଟ୍ରେନ୍‌ ମୁହାଁମୁହିଁ ଧକ୍କା : ୩୦ ମୃତ, ୫୦ରୁ ଅଧିକ ଆହତ

କରାଚୀ : ସୋମବାର ସକାଳେ ପାକିସ୍ତାନରେ ଏକ ବଡ଼ ଟ୍ରେନ୍‌ ଦୁର୍ଘଟଣା ଘଟିଛି । ସିନ୍ଧର ଦହରକି ଅଞ୍ଚଳରେ ଦୁଇଟି ଟ୍ରେନ୍‌ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣାରେ ପ୍ରାୟ ୩୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି । ସୂଚନା ଅନୁଯାୟୀ, ମିଲାଟ
Read More...

ରାଜ୍ୟରେ ପୁଣି ୪୧ଜଣଙ୍କ ମୁଣ୍ଡ ନେଲା କରୋନା, ଚିହ୍ନଟ ହେଲେ ୬୧୧୮ ନୂଆ ସଂକ୍ରମିତ

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ କରୋନା ଜନିତ ମୃତ୍ୟୁସଂଖ୍ୟା କମିବାର ନାଁ ନେଉନି । ଗତ ୨୪ ଘଣ୍ଟା ମଧ୍ୟରେ ୬୧୧୮ ଜଣ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୧ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍‌
Read More...

ଦୁର୍ଗମ ଅଞ୍ଚଳରେ ରାସନ ସାମଗ୍ରୀ ବଣ୍ଟନ କଲେ ଓୟୁଜେ ଗଣମାଧ୍ୟମ ପ୍ରତିନିଧି

ଫୁଲବାଣୀ,୬/୬: କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକରେ କାର୍ଯ୍ୟରତ ଓୟୁଜେ ସଂଘ ଗଣମାଧ୍ୟମ ପ୍ରତିନିଧି ମାନେ ଆଜି ଖଜୁରୀପଡା ବ୍ଲକର ଅପହଞ୍ଚ ଇଲାକା କୁନ୍ଦା, ଦାରେଜୁ,ମୁଣ୍ଡାବ୍ରଡି ଆଦି ଗ୍ରାମକୁ ଯାଇ ସେଠାରେ ବସବାସ କରୁଥିବା ୬୨ ପରିବାରଙ୍କୁ ଆଜି ରାସନ ସାମଗ୍ରୀ ସହ ସାବୁନ ମାସ୍କ ସାନିଟାଇଜର
Read More...

ସୁବର୍ଣ୍ଣପୁର ଜିଲ୍ଲାରେ 18 ରୁ 44 ବର୍ଷ ପାଇଁ ଟୀକାକରଣ

ସୁବର୍ଣ୍ଣପୁର ୬/୬-ପ୍ରଥମ ପର୍ଯ୍ୟାୟରେ ସୋନପୁର ମୁନିସିପାଲିଟି 4ଟି ସ୍ଥାନରେ ବ୍ୟବସ୍ଥିତ 7ଟି ଟୀକାକରଣ କେନ୍ଦ୍ରରେ ପଂଜିକୃତ ହିତାଧିକାରୀଙ୍କୁ ଟୀକାକରଣ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ତା 08/06/21 ଓ ତା 09/06/21 ରେ ସୋନପୁର ମୁନିସିପାଲିଟି
Read More...