Monthly Archives

September 2021

ଆସନ୍ତାକାଲି ୧୧ ଜିଲ୍ଲାରେ ସ୍କୁଲ ଛୁଟି

ଭୁବନେଶ୍ୱର: ଆସନ୍ତାକାଲି ବାତ୍ୟା ପ୍ରଭାବିତ ହେବାକୁ ଥିବା ୧୧ ଜିଲ୍ଲାରେ ସ୍କୁଲ ଛୁଟି ରହିବ । ମଙ୍ଗଳବାର ସ୍ଥିତିକୁ ଦେଖି ଜିଲ୍ଲାପାଳ ସ୍କୁଲ ବାବଦରେ ନିଷ୍ପତି ନେବେ । ବାତ୍ୟା ମୁକାବିଲା ସମୀକ୍ଷା ବେଳେ ସୂଚନା ଦେଇଛନ୍ତି ଏସଆରସି । ଏହି ବାତ୍ୟା ଦ୍ବାରା ଗଞ୍ଜାମ, ଗଜପତି, ରାୟଗଡା ଓ
Read More...

ମାଓ ମୁକାବିଲା ପାଇଁ ନବୀନଙ୍କ ୫ ସୂତ୍ରୀ ପ୍ରସ୍ତାବ

ଭୁବନେଶ୍ୱର:ମାଓ ଦମନ ନେଇ ଆଜି କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ  ହୋଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଗୃହ ମନ୍ତ୍ରାଳୟର ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ  ହୋଇଛି । ବୈଠକରେ ଉପସ୍ଥିତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଓ ମୁକାବିଲା
Read More...

ଭୋଜନାଳୟ ଖୋଲିବା ପାଇଁ ଐତିହ୍ୟସମ୍ପନ୍ନ ରାନୀବଖରୀକୁ ଦିଆ ନଯାଉ: ଜନମତ

ସମ୍ବଲପୁର:ସମ୍ବଲପୁରର ସମୃଦ୍ଧ ଇତିହାସର ମୂକ ସାକ୍ଷୀ ରାନୀବଖରୀର ପୁନରୁଦ୍ଧାର ସ୍ୱାଗତେୟ, କିନ୍ତୁ ତାହାକୁ ଏକ ଆଧୁନିକ ଭୋଜନାଳୟ ପାଇଁ ବ୍ୟବହାର ସମ୍ବନ୍ଧରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ବିରୁଦ୍ଧରେ ପ୍ରବଳ ଜନମତ ଗଢିଉଠିଛି ଓ ଆଜି ଏହାକୁ ନେଇ ସେଠାରେ ପ୍ରଦର୍ଶନ କରାଯାଇଥିଲା ।
Read More...

୧୧ ଦିନ ପରେ ବି ମିଳୁନି ବଡ ନଦୀରେ ଭାସି ଯାଇଥିବା ପ୍ରଶାନ୍ତର ଠିକଣା

ଗଞ୍ଜାମ :ଏଗାର ଦିନ ହେଲା ନଦୀରେ ଭାସି ଯାଇଥିବା ପୁଅକୁ ଖୋଜି ପାଉନାହାନ୍ତି ପରିବାର ଲୋକ । ଏଭଳି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବେଳଗୁଣ୍ଠାରେ । ଏଗାର ଦିନ ହେବ ଘରେ ଚୁଲି ଜଳୁନି । ଗତ ୧୫ ତାରିଖ ଅପରାହ୍ନ ଚାରିଟାରେ ବଡ ନଦୀକୁ ଗାଧୋଇବାକୁ ଯାଇ ନଦୀରେ ଭାସି ଯାଇଥିବା ବେଲଗୁଣ୍ଠା
Read More...

ସୁଧାରିପାରିଲେନି ଭୁଲ, ପୁଣି ୨୪ ଲକ୍ଷ ଜରିମାନା ଗଣିବେ ସାମସନ

ଦୁବାଇ : ଆଇପିଏଲ-୧୪ର ଏକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ରାଜସ୍ଥାନ ରୟାଲ୍ସ ମୁହାଁମୁହିଁ ହୋଇଥିଲେ । ଏହି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ରାଜସ୍ଥାନକୁ ୩୩ ରନରେ ହରାଇ ପଏଣ୍ଟ ଟେବୁଲର ଶୀର୍ଷକୁ ଉଠିଥିବା ବେଳେ ରାଜସ୍ଥାନ ପ୍ଲେ ଅଫ୍‌ରେ ପ୍ରବେଶ କରିବା ଆଶା କ୍ଷଣ ହୋଇଛି । ସେହିପରି
Read More...

ବାତ୍ୟା ପାଇଁ ଟୋଲ୍ ଫ୍ରୀ ନମ୍ବର ଜାରି

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ସରକାର ଜୋରଦାର ପ୍ରସ୍ତୁତି । ଗଞ୍ଜାମ, ଗଜପତି, ରାୟଗଡ଼ା, ନବରଙ୍ଗପୁର, କୋରାପୁଟ, ମାଲକାନଗିରି, କନ୍ଧମାଳ ଓ ନୟାଗଡ଼ା ଜିଲ୍ଲା ପ୍ରଭାବିତ ହୋଇପାରେ । ଏଥିପାଇଁ ପ୍ରସ୍ତୁତ ରହିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ପ୍ରବଳ ବର୍ଷା
Read More...

ରାଜ୍ୟ ସରକାରଙ୍କ ତରଫରୁ ଅରିନ୍ଦମ ଦାସଙ୍କ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ

କେନ୍ଦୁଝର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଚଳିତ ସେପ୍ଟେମ୍ବର ୨୪ତାରିଖରେ ଏକ ଦୁଃଖଦ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଟିଭିର ଚିଫ୍‌ ରିପୋର୍ଟର ଅରିନ୍ଦମ ଦାସଙ୍କ ପରିବାରକୁ ୪ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା
Read More...

ବାତ୍ୟାରେ ଏହି ଦୁଇ ଜିଲ୍ଲା ଅଧିକ ପ୍ରଭାବିତ ହେବ

ଭୁବନେଶ୍ୱର:ବଙ୍ଗୋପସାଗର ଉପକୂଳକୁ ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ଗୁଲାବ । ୮ଟା ୩୦ ସୁଦ୍ଧା ଗୋପାଳପୁର ଠାରୁ ୧୮୦ କିମି ଦୂରରେ ଗୁଲାବ ରହିଛି । ଆନ୍ଧ୍ର କଳିଙ୍ଗପଟ୍ଟନମ ଠାରୁ ୨୮୦ କିମି ଦୂରରେ ଗୁଲାବ ରହିଛି । ଗତ ୬ଘଣ୍ଟାରେ ଗୁଲାବର ବେଗ ରହିଛି ଘଣ୍ଟା ପ୍ରତି ୧୭ କିଲୋମିଟର । ରାତି ପ୍ରାୟ
Read More...

ଗୁମାପଦରରେ କବାଡି ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ବାଲିଗୁଡ଼ା: ଦୀର୍ଘ ଦିନର ବ୍ୟବଧାନ ପରେ କନ୍ଧମାଳରେ କ୍ରୀଡ଼ା ପ୍ରେମୀଙ୍କ ମନରେ ପୁଣି ଉତ୍ସାହ ଦେଖାଦେଇଛି । କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ୍‌ ଗୁମାପଦର ଗ୍ରାମର ଶ୍ରୀ ଜଗନ୍ନାଥ ଯୁବକ ସଂଘ ଓ ଗ୍ରାମ୍ୟ କମିଟି ଆନୁକୂଲ୍ୟରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଗୁମାପଦରଠାରେ ସାତ ଦିନିଆ କବାଡ଼ି
Read More...

ରାତି ୯ଟା ପରେ ଲ୍ୟାଣ୍ଡଫଲ କରିବ ଗୁଲାବ

ଭୁବନେଶ୍ୱର:ବଙ୍ଗୋପସାଗର ଉପକୂଳକୁ ମାଡ଼ି ଆସୁଛି ସାମୁଦ୍ରିକ ଝଡ଼ ଗୁଲାବ । ୮ଟା ୩୦ ସୁଦ୍ଧା ଗୋପାଳପୁର ଠାରୁ ୧୮୦ କିମି ଦୂରରେ ଗୁଲାବ ରହିଛି ।  ଆନ୍ଧ୍ର କଳିଙ୍ଗପଟ୍ଟନମ ଠାରୁ ୨୮୦ କିମି ଦୂରରେ ଗୁଲାବ ରହିଛି ।  ଗତ ୬ଘଣ୍ଟାରେ ଗୁଲାବର ବେଗ ରହିଛି ଘଣ୍ଟା ପ୍ରତି ୧୭ କିଲୋମିଟର ।   ରାତି
Read More...