Monthly Archives

September 2021

ଜବତ ହେଲା ବ୍ରାଉନସୁଗର

ଜଳେଶ୍ୱର:ପୁଣି ଜବତ ହେଲା ବ୍ରାଉନସୁଗର । ୨ ବେପାରୀ ଗିରଫ । ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ରାଜପୁର ବସ୍ତିରେ ପୋଲିସର ଚଢ଼ାଉ । ଚଢଉ ବେଳେ ୩୦୦ ଗ୍ରାମ୍‌ ବ୍ରାଉନସୁଗର ସହ ୨ ଜଣଙ୍କୁ ଗିରଫ କଲା ପୋଲିସ । ଜବତ ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ ।
Read More...

ତିନି ଦିନ ଭକ୍ତଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର

ପୁରୀ : ଆଜିଠାରୁ ତିନି ଦିନ ଭକ୍ତଙ୍କ ପାଇଁ ବନ୍ଦ ରହିବ ଶ୍ରୀମନ୍ଦିର । ଗଣେଶ ପୂଜା ଥିବାରୁ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ବନ୍ଦ ରଖାଯାଇଛି । ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ପୂର୍ବ ଏସଓପି ଅନୁଯାୟୀ ଶନିବାର ଓ ରବିବାର ବି ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ
Read More...

ଆସୁଛି ଆଉ ଏକ ଲଘୁଚାପ

ଭୁବନେଶ୍ୱର : ଆସନ୍ତା ୧୮ ତାରିଖ ବେଳକୁ ରାଜ୍ୟରେ ଆଉ ଏକ ଲଘୁଚାପ ହେବାର ସମ୍ଭାବନା ରହିଛି । ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହା ୨୪ ଘଣ୍ଟାରେ ଲଘୁଚାପରେ ପରିଣତ ହେବ । ଫଳରେ ସାରା ରାଜ୍ୟରେ ପ୍ରବଳ ବର୍ଷା ହେବା ବୋଲି
Read More...

କରୋନା ନେଲା ଆଉ ୬ ଜଣଙ୍କ ଜୀବନ

ଭୁବନେଶ୍ୱର : ରାଜ୍ୟରେ ୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଅନୁଗୁଳ, କଟକ, ଜଗତସିଂହପୁର,କେନ୍ଦ୍ରପଡ଼ା, ମୟୂରଭଞ୍ଜ ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୦୮୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ
Read More...

ଖସିଲା କରୋନା ଗ୍ରାଫ୍‌, ରାଜ୍ୟରେ ୨୪ ଘଣ୍ଟାରେ ୭୪୫ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୪୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୪୩୫ ଓ ଲୋକାଲ କେସ ୩୧୦ଜଣ ଚିହ୍ନଟ ହୋଇଛନ୍ତି
Read More...

ଆଜି ପବିତ୍ର ଶ୍ରୀଗଣେଶ ଚତୁର୍ଥୀ, କରୋନା କଟକଣା ପାଇଁ ଫିକା ପଡିଛି ବିଘ୍ନ ବିନାଶକଙ୍କ ପୂଜା

ଭୁବନେଶ୍ୱର : ଆଜି ପବିତ୍ର ଗଣେଶ ଚତୁର୍ଥୀ । ପୂଜା ପାଉଛନ୍ତି ବିଘ୍ନ ବିନାଶକ । କୋଭିଡ୍‌ କଟକଣାରେ ପୂଜା କରାଯାଉଛି ଗଜାନନଙ୍କୁ । ଘରେ ଓ ମଣ୍ଡପରେ ପୂଜା ପାଇଛନ୍ତି ବିଘ୍ନ ବିନାଶକ । ଜାକଜମକ ନୁହେଁ ନିରାଡମ୍ବର ଭାବେ ପୂଜା କରାଯାଉଛି । ମଣ୍ଡପ ନିକଟକୁ ଭକ୍ତଙ୍କୁ ବାରଣ କରାଯାଇଛି ।
Read More...

ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲୁକା ଚିତ୍ରକଳା ମାଧ୍ୟମରେ ଗଣେଶ ପୂଜା ଶୁଭେଚ୍ଛା

ପୁରୀ, ୯/୯- ପବିତ୍ର ଗଣେଶ ପୂଜା ଅବସରରେ ବିଶିଷ୍ଟ ବାଲୁକା ଚିତ ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ବାଲୁକା ଚିତ୍ରକଳା ମାଧ୍ୟମରେ ଗଣେଶ ପୂଜା ର ଅଭିନନ୍ଦନ ଦେଇଛନ୍ତି । ପୁରୀ ବେଳାଭୂମିରେ ସେ ଏକ ସୁନ୍ଦର ବାଲୁକା ଚିତ୍ରକଳା କରି ଶୁଭେଚ୍‌ଛା ଦେଇ ଥିବା ବେଳେ ୭ ହଜାର ରୁ ଅଧିକ କଉଡ଼ି ,
Read More...

ଡକ୍ଟର ସଦାଶିବ ତ୍ରିପାଠୀଙ୍କ ଶ୍ରାଦ୍ଧ ଦିବସ ପାଳିତ

ନବରଙ୍ଗପୁର ,୯/୯ - ନବରଙ୍ଗପୁର ମାଟିର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ସଦାଶିବ ତ୍ରିପାଠୀଙ୍କ ଶ୍ରାଦ୍ଧ ଦିବସ ଆଜି ପାଳନ କରାଯାଇଅଛି । ଜିଲ୍ଲାପ୍ରଶାସନ, ପୌରପାଳିକା ନବରଙ୍ଗପୁର ଆନୁକୁଲ୍ୟରେ ସଦାଶିବ ତ୍ରିପାଠୀ ପାର୍କ ଠାରେ ଅନୁଷ୍ଠିତ ଏହି
Read More...

ଦିିଆସିଲି କାଠି ସାହାଯ୍ୟରେ ପ୍ରଭୁ ଗଣେଶ ପ୍ରତିମୂର୍ତ୍ତି

ପୁରୀ, ୯/୯- ଗଣେଶ ପୂଜା ଅବସରରେ ପୁରୀର ଯୁବ ଆର୍ଟିଷ୍ଟ ଶାଶ୍ୱତ ରଂଜନ ସାହୁ ଦିିଆସିଲି କାଠି ସାହାଯ୍ୟରେ ପ୍ରଭୁ ଗଣେଶ ପ୍ରତିମୂର୍ତ୍ତି ତିଆରି କରି ଗଣେଶ ପୂଜାର ଶୁଭେଚ୍ଛା ସମସ୍ତଙ୍କୁ ଦେଇଛନ୍ତି । ୫ ହଜାର ୬ ଶହ ୨୧ ଟି ଦିିଆସିଲି କାଠି ଏଥିରେ ତିଆରି ପାଇଁ ବ୍ୟବହାର ହୋଇଛି । ଦିିଆସିଲି
Read More...

ହିିନ୍ଦୁରାଷ୍ଟ୍ର ଘୋଷଣା ଦାବିରେ ସାଧୁସନ୍ଥ ଦେଲେ ଦାବିପତ୍ର

ଦଶପଲ୍ଲା,୯/୯- ସର୍ବଭାରତୀୟ ସାଧୁସନ୍ଥ ସମ୍ମିଳନୀ ପକ୍ଷରୁ ଭାରତକୁ ଏକ ହିନ୍ଦୁରାଷ୍ଟ୍ର ଘୋଷଣା କରିବା ଦାବିରେ ଆଜି ଏକ ଦାବିପତ୍ର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ପ୍ରଦାନ କରାଯାଇଛି । ଦଶପଲ୍ଲାର ପୁରାତନ କୈବଲ୍ୟଗିରି ମଠରେ ପୂର୍ବାହ୍ନରେ ଶତାଧିକ ସାଧୁସନ୍ଥ ଏକତ୍ର
Read More...