Monthly Archives

September 2021

୧୦ ଦଫା ଦାବିନେଇ ଭାରତୀୟ ମଜଦୁର ସଂଘର ଦାବିପତ୍ର ପ୍ରଦାନ

ବୌଦ୍ଧ,୯/୯- ମୂଲ୍ୟବୃଦ୍ଧି ଉପରେ ରୋକ୍‌ ଲଗାଇବାକୁ ଓ ଅନ୍ୟାନ୍ୟ ଦାବିନେଇ ଆଜି ଭାରତୀୟ ମଜଦୁର ସଂଘ ବୌଦ୍ଧ ତରଫରୁ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରଯାଇଛି । ଦାବିଗୁଡିକ ମଧ୍ୟରେ ଉପଭୋକ୍ତା ଆଇନରେ ସଂଶୋଧନ ଆଣିବା, ପେଟ୍ରୋଲିଅମ ଉତ୍ପାଦର
Read More...

ତାଳସରଡ଼ା କ୍ଲଷ୍ଟରରେ ଶିକ୍ଷକ ସମାବେଶ

ବୌଦ୍ଧ,୯/୯- ବୌଦ୍ଧବ୍ଲକ ତାଳସରଡ଼ା କ୍ଲଷ୍ଟର ଟାଇଞ୍ଜନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ କ୍ଲଷ୍ଟରସ୍ତରୀୟ ଶିକ୍ଷକ ସମାବେଶ ଅନୁଷ୍ଠିତ ହୋଇଯାଇଛି । ସଭା ପ୍ରାରମ୍ଭରେ ପୁଷ୍ପଗୁଚ୍ଛ ଓ ଉପଢୌକନ ଦେଇ ଅତିଥିମାନଙ୍କୁ ସମ୍ମାନୀତ କରାଯାଇଥିଲା । ମୁଖ୍ୟଅତିଥି ଜିଲ୍ଲାଶିକ୍ଷା ଅଧିକାରୀ ଡ. ଉଦୟନାଥ
Read More...

ଆଇଆଇଟି ମାଡ୍ରାସ ଭାରତର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ୨୦୨୧ ବର୍ଷ ପାଇଁ ନ୍ୟାଶନାଲ୍‌ ଇନଷ୍ଟିଚ୍ୟୁଟ୍‌ ରାଙ୍କିଙ୍ଗସ୍‌ ଫ୍‌ରେମୱର୍କ (ଏନ୍‌ଆଇଆର୍‌ଏଫ୍‌) ଜାରି କରିଛନ୍ତି । ଏଥିରେ ଆଇଆଇଟି ମାଡ୍ରାସ ଭାରତର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ବିବେଚିତ ହୋଇଛି । କ୍ରମାଗତ ତୃତୀୟ
Read More...

ରାଜ୍ୟସଭା ଉପନିର୍ବାଚନ ପାଇଁ ତାରିଖ ଘୋଷଣା

ନୂଆଦିଲ୍ଲୀ: ରାଜ୍ୟସଭାର ଖାଲି ପଡ଼ିଥିବା ୬ ଆସନ ପାଇଁ ଉପନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି। ରାଜ୍ୟସଭା ଉପନିର୍ବାଚନ ଅକ୍ଟୋବର ୪ ତାରିଖରେ କରାଇବାକୁ ନିର୍ବାଚନ କମିଶନ ଘୋଷଣା କରିଛନ୍ତି। ରାଜ୍ୟସଭାର ଯେଉଁ ୬ଟି ଆସନ ପାଇଁ ଉପନିର୍ବାଚନ ହେବ, ସେଥିରେ ତାମିଲନାଡୁର ଦୁଇଟି ସିଟ୍‌ ,
Read More...

ଟି-୨୦ ବିଶ୍ୱକପ ପାଇଁ ବାଂଲାଦେଶ ଦଳ ଘୋଷଣା

ଢାକା : ଟି -୨୦ ବିଶ୍ୱକପ ପାଇଁ ବାଂଲାଦେଶ ଦଳ ଘୋଷଣା କରିଛି । ୧୮ ଅକ୍ଟୋବରରେ ଗ୍ରୁପ୍‌ ବିରେ ସ୍କଟଲ୍ୟାଣ୍ଡ ବିପକ୍ଷ ପ୍ରଥମ ରାଉଣ୍ଡରେ ବାଂଲାଦେଶ ଦଳ ଟି -୨୦ ବିଶ୍ୱକପରେ ପ୍ରଥମ ମ୍ୟାଚ୍‌ ଖେଳିବ । ଦଳର ନେତୃତ୍ୱ ଦାୟିତ୍ୱ ମହମୁଦୁଲ୍ଲାଙ୍କୁ ଦିଆଯାଇଛି । ମନୋନୀତ ହୋଇଥିବା ବାଂଲାଦେଶ ଦଳରେ
Read More...

ନକଲି ପେଟ୍ରୋଲ, ଡିଜେଲ କାରଖାନା ଠାବ, ଅଭିଯୁକ୍ତ ଗିରଫ

ଚଣ୍ଡିଖୋଲ : ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଅନ୍ତର୍ଗତ ବୁଢାକେନ୍ଦୁଆ ବଜାରରେ ନକଲି ପେଟ୍ରୋଲ, ଡିଜେଲ, କାରଖାନା ଠାବ କରିଛି ବୈରୀ ପୋଲିସ । ଉକ୍ତ ନକଲି କରବାରର ମାଷ୍ଟରମାଇଣ୍ଡକୁ ଗିରଫ କରି କୋର୍ଟ ଚାଲାଣ କରିଛି ବୈରି ପୋଲିସ । ସୂଚନାନୁଯାୟୀ ବୁଡ଼ାକେନ୍ଦୁଆ ବଜାରରେ ଜୁମର ଖଟୁଆ ନାମକ
Read More...

ନାବାଳିକାକୁ ଅପହରଣ କରି ୫ ଜାଗାରେ ୪୮ ଘଣ୍ଟା ପର୍ଯ୍ୟନ୍ତ କଲେ ଗଣଦୁଷ୍କର୍ମ, ୧୪ ଗିରଫ

ପୁଣେ : ମହାରାଷ୍ଟ୍ରର ସାଂସ୍କୃତିକ ରାଜଧାନୀ ପୁଣେ ସହରରେ ଘଟିଛି ଏକ ହୃଦୟ ବିଦାରକ ଘଟଣା । ଜଣେ ୧୪ ବର୍ଷିୟ ନାବାଳିକାକୁ ଅପହରଣ କରି ଅଭିଯୁକ୍ତମାନେ ୫ ଜାଗରେ ୪୮ ଘଣ୍ଟା ଧରି ଗଣଦୁଷ୍କର୍ମ କରିଛନ୍ତି । ଝିଅଟିକୁ ପୁଣେ ପୁଲିସ ଉଦ୍ଧାର କରିଛି । ଏହି ଘଟଣାରେ ଏପର୍ଯ୍ୟନ୍ତ ପୁଣେ ପୋଲିସ ୧୪
Read More...

ପୁଣି ମନ୍ତ୍ରୀ ଓ ବିଧାୟକଙ୍କ ହେବ କୋଭିଡ ଟେଷ୍ଟ

ଭୁବନେଶ୍ୱର: କରୋନାର ପ୍ରଥମ ଓ ଦ୍ୱିତୀୟ ଲହର ସମସ୍ତଙ୍କୁ କଲବଲ କରିଦେଇଥିବାବେଳେ ଆଗକୁ ତୃତୀୟ ଲହର ଆସୁଛି । ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଏବେ ଠୁ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଏବେ ପୁଣି ମନ୍ତ୍ରୀ ଓ
Read More...

ମାଙ୍କଡ ଆକ୍ରମଣରେ ଭାଜପା ନେତାଙ୍କ ପତ୍ନୀ ମୃତ

କଇରାନା (ଶାମଲି): ଉତ୍ତର ପ୍ରଦେଶର ଶାମଲି ଜିଲାରେ ମାଙ୍କଡଙ୍କ ଆତଙ୍କରାଜରେ ଜନସାଧାରଣ ତ୍ରାହି ତ୍ରାହି ଡାକୁଛନ୍ତି। ପୂର୍ବରୁ ମାଙ୍କଡଙ୍କ ଆକ୍ରମଣରେ ଅନେକ ଗୁରୁତର ଭାବେ ଆହତ ହେବା ସହିତ କେତେକଙ୍କର ଜୀବନ ଯାଇଥିବାବେଳେ ସଦ୍ୟ ଏମିତି ଏକ ଦୁଃଖଦ ଘଟଣା ଘଟିଛି। ଘର ଛାତ ଉପରେ ଥିବା ଜଣେ
Read More...

ଟି-୨୦ ବିଶ୍ୱକପ ଦଳରେ କାହିଁକି ସ୍ଥାନ ପାଇଲେନି ଶିଖର ଓ ଚହଲ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ : ଗତକାଲି ଟି-୨୦ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳ ଘୋଷିତ ହୋଇଛି । ଏହି ଦଳରେ ଅଭିଜ୍ଞ ଓପନର ଶିଖର ଧାୱନ ଓ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କୁ ସ୍ଥାନ ମିଳିନାହିଁ । ଏହା ସମସ୍ତଙ୍କୁ ଚକିତ କରିଛି । ଦଳକୁ ୪ ବର୍ଷ ପରେ ରବିଚନ୍ଦ୍ରନ ଅଶ୍ୱିନଙ୍କ ଲେଉଟାଣି ହୋଇଛି । ଅଶ୍ୱିନଙ୍କ ସମେତ
Read More...