Monthly Archives

September 2021

ବେଆଇନ ନିର୍ମାଣକୁ ଉଚ୍ଛେଦ କଲା ପ୍ରଶାସନ

କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲାର ବ୍ୟବସାୟିକ କେନ୍ଦ୍ର କଣ୍ଟାବାଞ୍ଜିରେ ଦିନକୁ ଦିନ ବଢ଼ି ଚାଲିଛି ସରକାରୀ ଜମି ଜବରଦଖଲ ଓ ନିର୍ମାଣ କାର୍ଯ୍ୟ । ଏହାକୁ ନେଇ ଜନସାଧାରଣ ପ୍ରଶାସନକୁ ଅଭିଯୋଗ କରିବା ପରେ ଆଜି ପ୍ରଶାସନ ପକ୍ଷରୁ ଜେସିବି ସାହାଯ୍ୟରେ ଉଚ୍ଛେଦ ଆରମ୍ଭ କରିଛି । ସହରର ମୁଖ୍ୟ
Read More...

ଆସିଲା ଶାସ୍ତ୍ରୀଙ୍କ ଆର୍‌ଟି-ପିସିଆର୍‌ ଟେଷ୍ଟ ରିପୋର୍ଟ

ନୂଆଦିଲ୍ଲୀ : ଗତକାଲି କରୋନା ପିଜିଟିଭ ଚିହ୍ନଟ ହୋଇଥିବା ଭାରତୀୟ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀଙ୍କ ଆରଟି-ପିସିଆର ରିପୋର୍ଟ ଆଜି ଆସିଛି । ରିପୋର୍ଟରେ ସେ କରୋନା ପିଜିଟିଭ ହୋଇଥିବା ଦର୍ଶାଯାଇଛି । ଏଥି ସହିତ ଶାସ୍ତ୍ରୀ ଆଗାମୀ ୧୦ ଦିନ କ୍ୱାରେଣ୍ଟାଇନରେ ରହିବେ ବୋଲି ଜଣାପଡିଛି । ଫଳରେ
Read More...

ଜିଲ୍ଲା କିଷାନ ମହାସଂଘ ପକ୍ଷରୁ ଆତ୍ମହତ୍ୟା କରିଥିବା ଚାଷୀଙ୍କ ପରିବାରକୁ ସମବେଦନା

ବଲାଙ୍ଗୀର: ଜିଲ୍ଲା କୃଷକ ମହାସଂଘର ଏକ ପ୍ରତିନିଧି ଦଳ ମୃତଚାଷୀ ରିଚେକ ବନଛୋରଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆତ୍ମହତ୍ୟାର କାରଣ ସଂପର୍କରେ ବିଭିନ୍ନ ଲୋକଙ୍କୁ ପଚାରି ବୁଝିଥିଲେ । ସୂଚାଇ ଦିଆଯାଏ ଯେ, ତୁରେକେଲା ବ୍ଳକ ଘୁନେଶ ପଞ୍ଚାୟତ କାଦୋବେଡା ଗାଁ ଭାଗଚାଷୀ ରିଚେକ ବିଷପିଇ
Read More...

ରାଜ୍ୟସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଭାଗ ନେବାପାଇଁ ସୁବର୍ଣ୍ଣପୁରରୁ ଗଲେ ୧୫ଜଣିଆ ଟିମ୍‌

ସୁବର୍ଣ୍ଣପୁର : ଭୁବନେଶ୍ୱରଠାରେ ଆୟୋଜିତ ହେବାକୁଥିବା ୬୮ତମ ରାଜ୍ୟସ୍ତରୀୟ କ୍ରୀଡା ପ୍ରତିଯୋଗିତାରେ ଭାଗନେବା ପାଇଁ ଆଜି ସୁବର୍ଣ୍ଣପୁର ଜିଲ୍ଲାରୁ ମହିଳା ବର୍ଗରୁ ୬ ଓ ପୁରୁଷ ବର୍ଗରୁ ୯ ଜଣ ଗସ୍ତ କରିଛନ୍ତି । ଏଥିପାଇଁ ଜିଲ୍ଲା କ୍ଳୀଡ଼ା ସଂଘ ପକ୍ଷରୁ ଏକ ଚୟନ ଶିବିର ଆୟୋଜନ କରି ଜିଲ୍ଲାର
Read More...

ଗୁରୁଦିବସ ଅବସରରେ ‘ସଂକଳ୍ପ’ ପକ୍ଷରୁ ୫୦ ଜଣ ଗୁରୁଙ୍କୁ ସମ୍ବର୍ଦ୍ଧନା

ସମ୍ବଲପୁର;ସ୍ଥାନୀୟ ସାମାଜିକ ଅନୁଷ୍ଠାନ ‘ସଂକଳ୍ପ' ପକ୍ଷରୁ ପବିତ୍ର ଶିକ୍ଷକ ଦିବସ ଅବସରରେ ଗତ ବିଳମ୍ବିତ ସନ୍ଧ୍ୟାରେ ସମ୍ବଲପୁରର ୫୦ ଜଣ ଆଦର୍ଶ ଶିକ୍ଷକଙ୍କୁ ଓଡିଶା ସାଂସ୍କୃତିକ ସମାଜ ଭବନ ସ୍ଥିତ ସ୍ୱାଧୀନତା ସଂଗ୍ରାମୀ ସଭାଗୃହରେ ସମ୍ମାନିତ କରାଯାଇଛି । ପ୍ରାରମ୍ଭରେ ସଂକଳ୍ପ ସଭାପତି
Read More...

ସେପ୍ଟେମ୍ବର ୧୨ରେ ହେବ ନିଟ୍‌ ପରୀକ୍ଷା, ସ୍ଥଗିତ ରଖିବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ସୋମବାର ସୁପ୍ରିମକୋର୍ଟ ସିବିଏସ୍‌ଇ ସଂସ୍କାର ଏବଂ କମ୍ପାର୍ଟମେଣ୍ଟ ପରୀକ୍ଷା ସୂଚୀ ସହ ସେପ୍ଟେମ୍ବର ୧୨ ରେ ଅନୁଷ୍ଠିତ ହେବାକୁ ଥିବା ନିଟ୍‌ ପରୀକ୍ଷାର ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ କରୁଥିବା ଦୁଇଟି ଆବେଦନର ଶୁଣାଣି କରିଛନ୍ତି । ଏହି ଅବସରରେ ନିଟ୍‌ ପରୀକ୍ଷା ସ୍ଥଗିତ ରହିବ
Read More...

କୃଷି କାର୍ଯ୍ୟାଳୟ କର୍ମଚାରୀ କରିପାରିବେନି ମୋବାଇଲ ସ୍ୱିଚ୍ ଅଫ

ଭୁବନେଶ୍ୱର : ମୋବାଇଲ ସ୍ୱିଚ ଅଫ କରିପାରିବେ ନାହିଁ କୃଷି କାର୍ଯ୍ୟାଳୟ ଅଧିକାରୀ, କର୍ମଚାରୀ । ଯେକୌଣସି ସ୍ଥିତିର ମୁକାବିଲା ପାଇଁ ସପ୍ତାହରେ ସାତ ଦିନ କାର୍ଯ୍ୟାଳୟ ଖୋଲିବା ପାଇଁ ନିଦେ୍ର୍ଧଶ ଦେଇଛନ୍ତି କୃଷି ମନ୍ତ୍ରୀ ଡ. ଅରୁଣ ସାହୁ । ଅନାବୃଷ୍ଟି ଯୋଗୁଁ ହେଉଥିବା ଫସଲ ନଷ୍ଟ ନେଇ
Read More...

ଛେଳି ଚରାଉଥିଲେ, ଏବେ ରାଜସ୍ଥାନ ପାଇଁ କ୍ରିକେଟ ଖେଳିବେ ଅନୀଶା

ଜୟପୁର : ଚ୍ୟାଲେଞ୍ଜର କ୍ରିକେଟ୍‌ ଟ୍ରଫି -୧୯ ପାଇଁ ବାଡମେର ଜିଲ୍ଲାର ଏକ ଛୋଟ ଗାଁ କାନସରର ଅନୀଶା ବାନୋ ମେହତଙ୍କୁ ଚୟନ କରାଯାଇଛି । ୨୭ ଅଗଷ୍ଟରେ ଜୟପୁରର ସବାଇ ମାନ୍‌ ସିଂ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିବା ଟ୍ରାଏଲରେ ସେ ବୋଲର ଭାବରେ ମନୋନୀତ ହୋଇଥିଲେ । ଅନିଶା ସମାଜ ତଥା ଜିଲ୍ଲାର
Read More...