Monthly Archives

September 2021

କରୋନା ନେଲା ପୁଣି ୮ ଜୀବନ

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୦୯ ଜଣ କୋଭିଡ୍ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୦୫୫ଜଣକୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ
Read More...

ଓଜେଇଇ ପରୀକ୍ଷା ଆରମ୍ଭ

ଭୁବନେଶ୍ବର: ଆଜି ଠାରୁ ଆରମ୍ଭ ହୋଇଛି ଓଜେଇଇ ପରୀକ୍ଷା । କମ୍ପ୍ୟୁଟର ବେସଡ୍ ଟେଷ୍ଟ ମାଧ୍ୟମରେ ପରୀକ୍ଷା ହେଉଛି । ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ । ୩ଟି ସିଫ୍ଟରେ ଚଳିତ ଥର ପରୀକ୍ଷା କରାଯାଉଛି । ପ୍ରଥମ ଦିନରେ ବି.ଫାର୍ମା ପରୀକ୍ଷା ଆରମ୍ଭ ହୋଇଛି ।ପ୍ରଥମ ସିଫ୍ଟି ସକାଳ
Read More...

ଦାରିଙ୍ଗବାଡିକୁ ଏନଏସି ମାନ୍ୟତା ଦାବି

ଦାରିଙ୍ଗବାଡି,୫/୯ : ଦାରିଙ୍ଗବାଡିକୁ ବିଜ୍ଞାପିତ ଅଂଚଳ ପରିଷଦ (ଏନଏସି ) ଘୋଷଣା କରିବା ପାଇଁ ଦାରିଙ୍ଗବାଡି ବ୍ଲକ ସଭାଗୃହ ଠାରେ ଏକ ବୈଠକ ଆୟୋଜନ ହୋଇଯାଇଛି । ଏନେଇ ବୈଠକରେ ବିଜ୍ଞାପିତ ଅଂଚଳ ପରିଷଦ ଗଠନ ନିମନ୍ତେ ଏକ ୧୫ ଜଣିଆ କମିଟି ଗଠିତ ହୋଇଥିବା ବେଳେ କନ୍ଧମାଳ ଜିଲ୍ଲାପାଳ ଓ
Read More...

ପୁଣି ରାୟଗଡ ଜିଲ୍ଲା ଅବକାରୀ ବିଭାଗରେ କେଳେଙ୍କାରୀ ଅଭିଯୋଗ

ରାୟଗଡ/୫/୯/୨୧; ପୁଣି ରାୟଗଡ ଜିଲ୍ଳା ଅବକାରୀ ବିଭାଗରେ କେଳାଙ୍କାରୀ ଅଭିଯୋଗ । ଏବେ ରାୟଗଡ ଜିଲ୍ଳାରେ ଅବକାରୀ ରାଜସ୍ୱ ଲକ୍ଷ୍ୟ ଧାର୍ଯ୍ୟ ନାମରେ ଜଣେ ନିର୍ଦ୍ଧିଷ୍ଟ ମଦ ବ୍ୟବସାୟୀଙ୍କୁ ଅହେତୁକ ଅନୁଗ୍ରହ ଦେଖାଇ ସମସ୍ତ ଅବକାରୀ ଆଇନକୁ ଉଲଂଘନ କରି ଗୁଣପୁର ପୈାରାଚଂଳର ମରାଠିଗୁଡା,ଟିକିରିର
Read More...

ସ୍କୁଟିକୁ ଧକ୍କା ଦେଲା ହାଇୱା, ଜଣେ ମୃତ

ଆଠମଲ୍ଲିକ,୫/୯- ଆଜି ଅପରାହ୍ନ ପାଞ୍ଚଟା ସମୟରେ ଆଠମଲ୍ଲିକର ଠାକୁରଗଡ଼ ଆମ୍ବସରମୁଣ୍ଡା ନବଦୀପପୁର ଛକରେ ଏକ ଦୁର୍ଘଟଣା ଘଟିଯାଇଛି । ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ପ୍ରାପ୍ତ ଖବରରୁ ପ୍ରକାଶ ଯେ ଅନୁଗୁଳରୁ ନିଜ ବାପାଙ୍କ ସହିତ ଦେଖାକରି କିଶୋରନଗର ହିମିତିରା ପଂଚାୟତର
Read More...

ଅନ୍ଧାରୁଆରେ ଓଡିଶା ଆଦର୍ଶ ବିଦ୍ୟାଳୟ ସ୍ଥାପନ ପାଇଁ ଭିତ୍ତିପ୍ରସ୍ତର ରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୫/୯- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱର ଉପକଣ୍ଠର ଅନ୍ଧାରୁଆ ଠାରେ ଓଡିଶା ଆଦର୍ଶ ବିଦ୍ୟାଳୟ ସ୍ଥାପନ ପାଇଁ ଭିତ୍ତିପ୍ରସ୍ତର ରଖିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ବିଦ୍ୟାଳୟ ନିର୍ମାଣ ପାଇଁ ୧୦୦ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ଏହା
Read More...

କଣ୍ଟାମାଳବ୍ଲକର ରାସ୍ତାକେ ଦେଖଲେ ଯମ୍‌ ବି ଡରିଯିବା

କଣ୍ଟାମାଳ,୫/୯- ଗ୍ରାମୀଣ ବିକାଶ ପାଇଁ ବିଭିନ୍ନ ଯୋଜନାରୁ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଥିଲେହେଁ ନିମ୍ନମାନର କାର୍ଯ୍ୟ ସହିତ ବୈଷୟିକ ତୃଟି ହେତୁ ରାସ୍ତା ଗୁଡିକର ଦୁରବସ୍ଥା ଦିନକୁ ଦିନ ଶୋଚନୀୟ ହୋଇପଡୁଛି । କଣ୍ଟାମାଳବ୍ଲକର ବିଭିନ୍ନ ଗ୍ରାମକୁ ଯାଇଥିବା ରାସ୍ତା ଗୁଡିକର ଦୁରବସ୍ଥା
Read More...

ମାଁ ଭଣ୍ଡାର ଘରଣୀଙ୍କ ଶକ୍ତି ପୀଠରେ ପୁସ୍ତକ ‘ମୁଁ ଓ ମୁଁ’ ପୁସ୍ତକ ଉନ୍ମୋଚିତ

ନବରଙ୍ଗପୁର.୫/୯: ଅଧ୍ୟାପିକା ନୀହରିକା ମଲ୍ଲିକଙ୍କ ଦ୍ୱାରା ହିନ୍ଦୀ ଲେଖକ ମୃଦୁଳା ଗର୍ଗ ଙ୍କ ‘ମେ ଔର ମେ' ଓଡ଼ିଆ ଅନୁବାଦିତ ହୋଇ ପୁସ୍ତକ 'ମୁଁ ଓ ମୁଁ' ପବିତ୍ର ଶକ୍ତି ପୀଠ ମାଁ ଭଣ୍ଡାର ଘରଣୀଙ୍କ ଠାରେ ସମର୍ପିତ ହୋଇ ଉନ୍ମୋଚିତ ହୋଇଯାଇଛି । ଏଥିରେ ଲେଖିକା ନୀହରିକାଙ୍କ ସହ ଓଡ଼ିଶା
Read More...

ଭାନପୁରରେ ପଞ୍ଚାୟତସ୍ତରୀୟ ପେନସନ ଓ ବୀମାମେଳା ଅନୁଷ୍ଠିତ

ପାଟଣାଗଡ଼,୫/୯- ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକ ଭାନପୁର ପଞ୍ଚାୟତ କାର୍ଯ୍ୟାଳୟରେ ସରକାରଙ୍କ ମିଶନଶକ୍ତି ଆନ୍ୟୁକୂଲ୍ୟରେ ପେନସନ ଓ ବୀମାମେଳା ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ପେନସନ ଓ ବୀମାମେଳା ଉତ୍ସବରେ ଭାନପୁର ସରପଞ୍ଚ ତ୍ରିନାଥ ବାରିକ ମୁଖ୍ୟଅତିଥି ଭାବେ
Read More...

ମିଶନ ପ୍ଲାଣ୍ଟେସନ ସହିତ ଫିଟନେସ ଗ୍ରୁପ୍‌ ଦ୍ୱାରା ଗୁରୁଦିବସ ପାଳିତ

ବେଲପାହାଡ,୫/୯- ଝାରସୁଗୁଡା ଜିଲ୍ଲା ବେଲପାହାଡ଼ର ମିଶନ ପ୍ଲାଣ୍ଟେସନ୍‌ ସହିତ ଫିଟନେସ ଗ୍ରୁପ ଓ ବେଲପାହାଡ଼ ପୌରାଞ୍ଚଳର ସହଯୋଗରେ ପୌରାଞ୍ଚଳର ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ର ପରିସରରେ ଆଜି ଗୁରୁଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ବେଲପାହାଡ଼ ପୌରାଞ୍ଚଳର
Read More...