କନ୍ଧମାଳ ଜିଲ୍ଲାର ଡେପୁଟେସନ ନାଁରେ ବିଶେଷଜ୍ଞ ଡାକ୍ତରଙ୍କୁ ଫେରାଇ ଅଣା ନଗଲେ ସିଡିଏମଓଙ୍କ ଅଫିସ ହେବ ଘେରାଉ
ଫୁଲବାଣୀ,୨/୯- କନ୍ଧମାଳ ଜିଲାର ପ୍ରାୟ ଦଶ ଜଣ ଡାକ୍ତରଙ୍କ ଡେପୁଟେସନ ବାତିଲ କରିବାକୁ ଦାବି କରିଛି ମିଳିତ ନାଗରିକ କମିଟି । ଦୀର୍ଘ ବର୍ଷ ହେବ ଦଶଟି ମେଡିସିନ ବିଶେଷଜ୍ଞ ପଦବୀ ଖାଲି ରହିବା ଫଳରେ ଗରିବ ଶ୍ରେଣୀର ଲୋକମାନେ ଖର୍ଚ୍ଚ ବହୁଳ ବାହାର ଡାକ୍ତରଖାନାରେ ଚିକିତ୍ସିତ ହେବାକୁ!-->…
Read More...
Read More...