Monthly Archives

September 2021

ଉଦ୍ୟାନ ବିଭାଗ ତରଫରୁ ଗୁମ୍ମା ସରକାରୀ ଉଚ୍ଚ଼ ବିଦ୍ୟାଳୟରେ ୫-ଟି ମାଧ୍ୟମରେ ସୌନ୍ଦର୍ଯ୍ୟକରଣ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୁମ୍ମା ସରକାରୀ ଉଚ୍ଚ଼ ବିଦ୍ୟାଳୟରେ ୫ଟି ମାଧ୍ୟମରେ ଉଦ୍ୟାନ ବିଭାଗ ତରଫରୁ ଯୁଦ୍ଧକାଳୀନ ଭିତ୍ତିରେ ସୌନ୍ଦର୍ଯ୍ୟକରଣ ପ୍ରକ୍ରିୟା ଚାଲୁ ରହିଛି । ଏହି ସ୍କୁଲକୁ ମୁଖ୍ୟମନ୍ତ୍ରୀ ଅନୁଷ୍ଠାନିକ ଭାବେ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏଥି ଯୋଗୁଁ
Read More...

ମୁଖ୍ୟମନ୍ତ୍ରୀଙ୍କ ଗଜପତି ଗସ୍ତକୁ ସଫଳ କରିବା ପାଇଁ ବିଜେଡିର ପ୍ରସ୍ତୁତି ବୈଠକ

ପାରଳାଖେମୁଣ୍ଡି : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗଜପତି ଗସ୍ତକୁ ସଫଳ କରିବା ପାଇଁ ଗଜପତି ଜିଲ୍ଲା ବିଜେଡି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ରାଧାରାଣୀ କଲ୍ୟାଣି ମଣ୍ଡପ ଠାରେ ଗଜପତି ଜିଲ୍ଲା ବିଜେଡି ସଭାପତି
Read More...

ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଆଉ ଏକ ଘୂର୍ଣ୍ଣିବଳୟ, ଏହି ସବୁ ଜିଲ୍ଲା ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ବାତ୍ୟା ‘ଗୁଲାବ’ ଯିବା ପରେ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଛି ଆଉ ଏକ ଘୂର୍ଣ୍ଣିବଳୟ। ବଙ୍ଗୋପସାଗର ପୂର୍ବମଧ୍ୟ ବାଂଲାଦେଶ-ମିଆଁମାର ଅଞ୍ଚଳରେ ଏକ ଘୁର୍ଣ୍ଣିବଳୟ ଦାନା ବାନ୍ଧୁଛି। ଏ ନେଇ ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଏହି ଘୂର୍ଣ୍ଣିବଳୟ
Read More...

ରାଜ୍ୟସ୍ତରୀୟ ସନ୍ତରଣ ପ୍ରତିଯୋଗୀତାରେ ପୁରସ୍କୃତ ହୋଇଥିବା ପ୍ରତିଯୋଗୀଙ୍କୁ ବୌଦ୍ଧଜିଲ୍ଲା ପ୍ରଶାସନ ତରଫରୁ…

ବୌଦ୍ଧ,୨୭/୯- ବୌଦ୍ଧ ଜିଲ୍ଲା ପ୍ରଶାସନ ତରଫରୁ ରାଜ୍ୟସ୍ତରୀୟ ସନ୍ତରଣ ପ୍ରତିଯୋଗୀତାରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଆଜି ଜିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର ସମ୍ବର୍ଦ୍ଧିତ କରିଛନ୍ତି । ସୂଚନାଯୋଗ୍ୟ ଯେ ରାଜ୍ୟସ୍ତରୀୟ ସନ୍ତରଣ ପ୍ରତିଯୋଗୀତା ପାଇଁ ବୌଦ୍ଧଜିଲ୍ଲା
Read More...

କନ୍ଧମାଳରେ ଭାରତ ବନ୍ଦ୍‌ର ପ୍ରଭାବ

ଫୁଲବାଣୀ,୨୭/୯- କେନ୍ଦ୍ର ସରକାରଙ୍କ କୃଷକ ଓ ଶ୍ରମିକ ବିରୋଧୀ ଆର୍ଥିକ ନୀତି ଓ କୃଷକ ଆଇନକୁ ବିରୋଧ କରି ସଂଯୁକ୍ତ କିଷାନ ସଙ୍ଗଠନ ପକ୍ଷରୁ ଭାରତ ବନ୍ଦ ଡାକରାରେ କନ୍ଧମାଳ ଜିଲ୍ଲା ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଜିଲ୍ଲା ନବ ନିର୍ମାଣ କୃଷକ ସଙ୍ଗଠନ ଓ ଜିଲ୍ଲା ଯୁବ କଂଗ୍ରେସ ଏବଂ
Read More...

କ.ନୂଆଗାଁଠାରେ ଗଜଲକ୍ଷ୍ମୀ ପୂଜା ପାଇଁ ପ୍ରସ୍ତୁତି ବୈଠକ

ବାଲିଗୁଡ଼ା,୨୭/୯: କନ୍ଧମାଳ ଜିଲ୍ଲା କ.ନୂଆଗାଁଠାରେ ଗଜଲକ୍ଷ୍ମୀ ପୂଜା ନିମନ୍ତେ ସ୍ଥାନୀୟ ହନୁମାନ ମନ୍ଦିର ପ୍ରାଙ୍ଗଣରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭା ଆରମ୍ଭରୁ ଓଟିଭିର ଦିବଙ୍ଗତ ଯୁବ ସାମ୍ବାଦିକ ଦିବଙ୍ଗତ ଅରିନ୍ଦମ ଦାସଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍‌
Read More...

ଶେଷ ଦିନରେ ବିଜେଡିର ଜୋରଦାର ପ୍ରଚାର

ପୁରୀ,୨୭/୯- ପିପିଲିରେ ପ୍ରଚାର ଶେଷ ଦିନରେ ବିଜେଡି ଜୋରଦାର ପ୍ରଚାର କରିଛି । ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରତାପ ମହାରଥୀ ସମଗ୍ର ପିପିଲି ଏନ ଏ ସି ରେ ପ୍ରଚାର କରିଥିବା ବେଳେ ବିଜେଡିର ବରିଷ୍ଠ ନେତାମାନେ ପିପିଲି ଡେଲାଙ୍ଗର ବିଭିନ୍ନ ପଞ୍ଚାୟତରେ ସଭା ସମିତି ଅୟୋଜନ ସମେତ ଡୋର ଟୁ ଡୋର
Read More...

ଦୃଷ୍ଟି ଆଢୁଆଳରେ ଦଶପଲ୍ଲାର ପର୍ଯ୍ୟଟନ ସ୍ଥଳ

ଦଶପଲ୍ଲା,୨୭/୯ : - ଆଜି ବିଶ୍ୱ ପର୍ଯ୍ୟଟନ ଦିବସ । ତେବେ ଆମ ରାଜ୍ୟରେ ଏମିତି ଅନେକ ପର୍ଯ୍ୟଟନ ସ୍ଥଳ ରହିଛି ଯାହାକି ଦୃଷ୍ଟି ଆଢୁଆଳରେ ରହିଯାଇଛି । ସେହିପରି ବଣ ପାହାଡ ଘେରା ଦଶପଲ୍ଲାରେ ବହୁ ପ୍ରାକୃତିକ ପର୍ଯ୍ୟଟନସ୍ଥଳ ଥିବାବେଳେ ଅନେକ ସ୍ଥାନ ଦୃଷ୍ଟି ଆଢୁଆଳରେ ରହିଯାଉଥିବା ଜଣାପଡିଛି ।
Read More...

ଘୁ.ଉଦୟଗିରିରେ ଭାରତ ବନ୍ଦ ସଫଳ

ଘୁ.ଉଦୟଗିରି,୨୭/୯- କେନ୍ଦ୍ର ସରକାରଙ୍କ ଜନବିରୋଧି, ଶ୍ରମିକ ବିରୋଧୀ ଓ ଚାଷୀ ବିରୋଧୀ ନୀତି ବିରୁଦ୍ଧରେ ଆଜି ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ୧୦ ଘଣ୍ଟିଆ ଭାରତ ବନ୍ଦ ଡାକରାର ପ୍ରଭାବ କନ୍ଧମାଳ ଜିଲ୍ଲା ଘୁ ଉଦୟଗିରିରେ ମଧ୍ୟ ଦେଖିବାକୁ ମିଳିଛି । ବନ୍ଦକୁ ସମର୍ଥନ ଜଣାଇ କଂଗ୍ରେସ ସମେତ ୧୯
Read More...

ବରିଷ୍ଠ ସାମ୍ବାଦିକ ଅରିନ୍ଦମ ଦାସ ଓ ସୀତାରାମ ମୁର୍ମୁଙ୍କ ଉଦ୍ଦେଶ୍ୟରେ ସ୍ମୃତିସଭା

ଜହ୍ନ ।ପଙ୍କ,୨୭/୦୯- ବୌଦ୍ଧବ୍ଲକ ଜହ୍ନ ।ପଙ୍କ ବସଷ୍ଟାଣ୍ଡଠାରେ ସଚେତନ ଯୁବ ସମାଜ ପକ୍ଷରୁ ବରିଷ୍ଠ ସାମ୍ବାଦିକ ଅରିନ୍ଦମ ଦାସ ଓ ସହିଦ ସୀତାରାମ ମୁର୍ମୁଙ୍କ ଉଦ୍ଦେଶ୍ୟରେ ଏକ ଶୋକସଭା ସାମ୍ବାଦିକ ସୁଧାଂଶୁ ଶେଖର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ସ୍ୱେଚ୍ଛାସେବୀ ସ୍ୱାଧୀନ କୁମାର
Read More...