Monthly Archives

October 2021

ନଭେମ୍ବର ମାସରେ ୧୭ ଦିନ ବନ୍ଦ ରହିବ ବ୍ୟାଙ୍କ

ଆଗକୁ ଆପଣଙ୍କୁ ଜରୁରୀ ବ୍ୟାଙ୍କ କାମ ରହିଛି କି ? ଯଦି ଆପଣଙ୍କର ବହୁତ ଜରୁରୀ ବ୍ୟାଙ୍କ କାମ ରହିଛି, ତେବେ ଆପଣ ଏହି ଖବର ନିଶ୍ଚିତ ପଢନ୍ତୁ। ବ୍ୟାଙ୍କିଂ ସେବାରେ ଯେଭଳି କୌଣସି ବାଧା ନ ଉପୁଜେ, ତେଣୁ ବ୍ୟାଙ୍କ ପ୍ରତି ମାସରେ ଛୁଟି ତାଲିକା ପୂର୍ବରୁ ହିଁ ଘୋଷଣା କରିଥାଏ। ଅକ୍ଟୋବର ମାସ
Read More...

ପିୟୂଷ ଗୋଏଲଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ଭୁବନେଶ୍ବର:  ବୟନ ଶିଳ୍ପ କ୍ଷେତ୍ରରେ ଅପାର ସମ୍ଭାବନା ଥିବା ଓଡିଶା ରାଜ୍ୟରେ ପିଏମ୍ ମିତ୍ର ଯୋଜନାରେ ଏକ ଗ୍ରୀନ୍ ଫିଲ୍ଡ ମେଗା ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା କରିବା ପାଇଁ ବିଚାର କରିବାକୁ କେନ୍ଦ୍ର ବୟନ ଶିଳ୍ପ, ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ପତ୍ର ଲେଖି ଅନୁରୋଧ
Read More...

ଦଶପଲ୍ଲାକୁ ଛୁଇଁଲା ଶୀତ

ଦଶପଲ୍ଲା : ଦଶପଲ୍ଲା ଅଂଚଳରେ ପହିଲି ଶୀତ ଅନୁଭୂତ ହୋଇଛି । ହଠାତ୍‌ ଶୀତ ଆସିଥିବାରୁ ଲୋକମାନଙ୍କ ଭିତରେ ଖୁସି ଦେଖିବାକୁ ମିଳିଛି । ଦିନବେଳେ ପାଗ ଶୁଖିଲା ରହୁଥିବାବେଳେ ସନ୍ଧ୍ୟାବେଳୁ ଶୀତ ଆରମ୍ଭ ହୋଇ ସକାଳ ୮ଟା ପର୍ଯ୍ୟନ୍ତ ରହୁଛି । ଶୀତ ସହ ଥଣ୍ଡା ଲାଗୁଥିବାରୁ ପ୍ରାତଃଭ୍ରମଣକାରୀମାନେ
Read More...

୨୮ରେ ଏସ୍‌. ପି. ଅଫିସ ଘେରଉ କରିବ ବୌଦ୍ଧ ଜିଲ୍ଲା ବିଜେପି ଓ ୩୦ରେ ବନ୍ଦ୍‌ ଡାକରା

ବୌଦ୍ଧ,୨୬/୧୦- ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟାରେ ସଂପୃକ୍ତ ରାଜ୍ୟ ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ତୁରନ୍ତ ବହିଷ୍କାର, ଗିରଫ ଓ ସିବିଆଇ ତଦନ୍ତ ଦାବିରେ ଆସନ୍ତା ୨୮ ତାରିଖ ଗୁରୁବାରଦିନ ବୌଦ୍ଧଜିଲ୍ଲା ବିଜେପି ତରଫରୁ ଏସ୍‌. ପି. ଅଫିସ ଘେରାଉ କରାଯିବ । ରାମମନ୍ଦିର ପଡିଆ ଠାରୁ
Read More...

ପାଣ୍ଡ୍ୟା ଫିଟ୍‌, ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବେ

ନୁଆଦିଲ୍ଲୀ:   ଟି୨୦ ବିଶ୍ୱକପରେ ନିଜର ପ୍ରଥମ ମୁକାବିଲାରେ ଭାରତ ପାକିସ୍ତାନଠୁ ଶୋଚନୀୟ ଭାବେ ପରାସ୍ତ ହୋଇଛି । ଦଳର ଖରାପ ପ୍ରଦର୍ଶନକୁ ଟ୍ରୋଲ କରାଯାଉଛି । ଦଳ ନିଜର ଆଗାମୀ ମୁକାବିଲାରେ ନ୍ୟୁଜିଲାଣ୍ଡକୁ ଭେଟିବ । ଏହି ମୁକାବିଲା ପୂର୍ବରୁ ଭାରତୀୟ ଦଳ ପାଇଁ ଏକ ଭଲ ଖବର ଆସିଛି । ଷ୍ଟାର
Read More...

ଆର୍ଯ୍ୟନଙ୍କ ହ୍ୱାଟ୍ସଆପ୍‌ରୁ ନୂଆ ଖୁଲାସା, ଅନନ୍ୟାଙ୍କ ସହ କରିଥିଲେ ଏମିତି ଚାଟ୍‌

ମୁମ୍ବାଇ : ଡ୍ରଗ୍ସ ମାମଲାରେ ଫସି ଯାଇଛନ୍ତି ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ । ଏବେ ତାଙ୍କର ଜାମିନ ଆବେଦନର ଶୁଣାଣୀ ଚାଲିଥିବାବେଳେ ଆଉ ଏକ ହ୍ୱାଟସଆପ ଚାଟ ସାମ୍ନାକୁ ଆସିଛି । ୨୦୧୯ ଜୁଲାଇରେ ଆର୍ଯ୍ୟନ ଓ ଅନନ୍ୟାଙ୍କ ମଧ୍ୟରେ ହ୍ୱାଟସଆପ ଚାଟ ହୋଇଥିଲା ।
Read More...

କରଡ଼ା ଅଞ୍ଚଳରେ ଧାନ ଚାଷ ନଷ୍ଟ କଲେ ହାତୀପଲ

ଇନ୍ଦ୍ରଗଡ଼-କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅନ୍ତର୍ଗତ କରଡା ପଞ୍ଚାୟତ ସୁନାପୋଲି ଗ୍ରାମରେ ପ୍ରାୟ ୮ ରୁ ୧୦ ଟି ହାତୀ ପଲ ପଶି ଧାନ ଫସଲ ନଷ୍ଟ କରିବା ସହିତ ଶତାଧିକ ଜମିର ଫସଲ ନଷ୍ଟ କରିଦେଇଛନ୍ତି ବୋଲି ଅଭିଯୋଗ ହୋଇଛି । ବର୍ତ୍ତମାନ ଜମିରେ ଧାନ ଫଳି ଆସିଥିବା ବେଳେ ହାତୀ ପଲ ପ୍ରବେଶ ଯୋଗୁ
Read More...

ତାଲିବାନଙ୍କୁ ଆଉ ଆତଙ୍କି କହିବ ନାହିଁ ରୁଷ : ପୁଟିନ

ମସ୍କୋ: ଆଫଗାନିସ୍ତାନରେ ବନ୍ଧୁକ ମୁନରେ ଶାସନ କ୍ଷମତା ଦଖଲ କରିଥିବା ତାଲିବାନ ଆତଙ୍କି ଗୋଷ୍ଠୀକୁ ରୁଷ ଆଉ ଆତଙ୍କି ବୋଲି କହିବ ନାହିଁ । ଏକଥା କହିଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ । ଏଠାର ଇଣ୍ଟରନ୍ୟାସନାଲ ଭାଲଡାଇ କ୍ଲବରେ ଆୟୋଜିତ ଏକ ସଭାରେ ଉଦବୋଧନ ଦେଇ ସେ କହିଛନ୍ତି ଯେ
Read More...

ଭଉଣୀ ଗଲେ ଭାଇ ଆସିଲେ, ବିଜେଡିରେ ସାମିଲ ହେଲେ ଅଶୋକ ନାୟକ

ହିନ୍ଦୋଳ : ଯାହା ଚର୍ଚ୍ଚା ଚାଲିଥିଲା, ତାହା ସତ୍ୟ ପ୍ରମାଣିତ ହେଲା । ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା ବିଜେପିରେ ଯୋଗଦେବା ପରେ ତାଙ୍କ ସାନଭାଇ ଅଶୋକ ନାୟକ ସୋମବାର ଦିନ ଦଳରୁ ଇସ୍ତଫା ଦେଇଛନ୍ତି । ଇସ୍ତଫା ଦେବାର ଠିକ ପରେପରେ ବିଜେଡିରେ ଯୋଗଦେଇଛନ୍ତି । ବିଜେଡି ନେତା ପ୍ରଣବ ପ୍ରକାଶ
Read More...

ରଜନୀକାନ୍ତଙ୍କୁ ଭିକାରୀ ଭାବି ମହିଳା ଦେଇଥିଲେ ୧୦ଟଙ୍କା, ତା ପରେ ଯାହା ହେଲେ…

ନୂଆଦିଲ୍ଲୀ : ୬୭ତମ ରାଷ୍ଟ୍ରୀୟ ଫିଲ୍ମ ପୁରସ୍କାର ସମାରୋହରେ ସୁପରଷ୍ଟାର ରଜନୀକାନ୍ତଙ୍କୁ ସମ୍ମାନଜନକ ଦାଦା ସାହବ ଫାଲକେ ପୁରସ୍କାରରେ ସମ୍ମାନିତ କରାଯାଇଛି । ଫିଲ୍ମ ଦୁନିଆରେ ୫ ଦଶକ ପର୍ଯ୍ୟନ୍ତ ତାଙ୍କର ଯୋଗଦାନ ପାଇଁ ତାଙ୍କୁ ଏହି ସମ୍ମାନ ଦିଆଯାଇଛି । ଆଜି ଆମେ ଆପଣଙ୍କୁ ସପରଷ୍ଟାର
Read More...