Monthly Archives

October 2021

କରୋନା ନେଲା ଆଉ ୫ ଜଣଙ୍କ ଜୀବନ

ଭୁବନେଶ୍ୱର : ରାଜ୍ୟରେ ୫ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ବରଗଡ଼, ଝାରସୁଗୁଡ଼ା, ଖୋର୍ଦ୍ଧା ଜିଲ୍ଲାରୁ ଜଣେ ଲେଖାଏଁ ରହିଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାରୁ ୨ଜଣ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୨୯୦ ବୃଦ୍ଧି ପାଇଛି
Read More...

ବରମୁଣ୍ଡାରେ ଅର୍ଥୋ, ସ୍ପାଇନ୍‍ କେୟାର କ୍ଲିନିକ୍‍ ଉଦ୍‍ଘାଟିତ

ଭୁବନେଶ୍ୱର : ରାଜ୍ୟ ରାଜଧାନୀର ବରମୁଣ୍ଡାଠାରେ ଅର୍ଥୋ, ସ୍ପାଇନ୍‍ କେୟାର ନାମକ ଏକ ଅତ୍ୟାଧୁନିକ ଚିକିତ୍ସା ସୁବିଧା ସମ୍ପନ୍ନ କ୍ଲିନିକ୍‍ ଉଦ୍‍ଘାଟିତ ହୋଇଯାଇଛି । ଏଠାରେ ଆଣ୍ଠୁ, ଗଣ୍ଠି, ମଜ୍ଜା ଏବଂ ମେରୁଦଣ୍ଡ ସମ୍ପର୍କୀୟ ବିଭିନ୍ନ ରୋଗର ବିଶ୍ୱସ୍ତରୀୟ ଚିକିତ୍ସା ଉପଲବ୍ଧ ହେବ ବୋଲି
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୪୦ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୪୦ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୯୯ ଜଣ କ୍ୱାରେଣ୍ଟାଇନ୍‌ରୁ ହୋଇଥିବା ବେଳେ ୧୪୧ ଜଣ ଲୋକାଲ୍‌
Read More...

ବୌଦ୍ଧ ସହକାରୀ (ଏକ୍ସ କ୍ୟାଡର) ଓ ଗଣଶିକ୍ଷକ ମହାସଂଘର ଜିଲ୍ଲାସ୍ତରୀୟ ଶିକ୍ଷକ ସମ୍ମିଳନୀ

ବୌଦ୍ଧ,୧୭/୧୦- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକର ବାମଣ୍ଡାଠାରେ ଜିଲ୍ଲାସ୍ତରୀୟ ସହକାରୀ (ଏକ୍ସ କ୍ୟାଡର) ଓ ଗଣଶିକ୍ଷକ ସଂଘର ଜିଲ୍ଲାସ୍ତରୀୟ ଶିକ୍ଷକ ସମ୍ମିଳନୀ ଜିଲ୍ଲା ସଭାପତି ବିରେନ ଦାସିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର
Read More...

ଆଞ୍ଚଳିକ ବିକାଶ ପରିଷଦ ପୁରୁଣାକଟକ ଗଠିତ

ହରଭଙ୍ଗା,୧୭/୧୦- ପୁରୁଣାକଟକ ଅଞ୍ଚଳର ବିକାଶପାଇଁ ସ୍ଥାନୀୟ ଅଂଚଳର ସଚେତନ ନାଗରିକ ମାନଙ୍କୁ ନେଇ ଆଞ୍ଚଳିକ ବିକାଶ ପରିଷଦ ଭଳି ଏକ ସଂଗଠନ ଆରମ୍ଭ କରାଯାଇଥିବା ଜଣାପଡିଛି । ଏନେଇ ସ୍ଥାନୀୟ ସତ୍ୟନାରାୟଣ ମନ୍ଦିରରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ କମିଟିର କର୍ମକର୍ତ୍ତା ମନୋନୟନ
Read More...

ପାଣି ମୋଟର ଚୋରକୁ ଗିରଫ କରିବାରେ ସୋନପୁର ପୋଲିସର ସଫଳତା

ସୁବର୍ଣ୍ଣପୁର,୧୭/୧୦- ସୁବର୍ଣ୍ଣପୁର ସଦର ମହକୁମା ପୋଲିସ ଜଣେ ମୋଟର ଚୋରକୁ ଧରିବାରେ ସଫଳ ହୋଇଛି । ଗତ କିଛିଦିନ ହେଲା ସୋନପୁର ସହର ସମେତ ପାଖଆଖ ଗାଁରୁ କ୍ରମାଗତ ଭାବରେ ଲୋକଙ୍କ ଘରୁ ପାଣି ମୋଟର ଚୋରି ହୋଇଥିବା ଅଭିଯୋଗ କରି ବିଭିନ୍ନ ଲୋକ ସୋନପୁର ଥାନାରେ ଏତାଲା କରିଥିଲେ । ଏପରିକି ସହରର
Read More...

ଓଡ଼ିଶା ମୋ ପରିବାର ତରଫରୁ “ସେବା କାର୍ଯ୍ୟକ୍ରମ”

ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିବସ ପାଳନ ଅବସରରେ ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତଙ୍କ ନିର୍ଦ୍ଦେଶରେ ଓଡ଼ିଶା ମୋ ପରିବାର ତରଫରୁ "ସେବା କାର୍ଯ୍ୟକ୍ରମ" ପୂର୍ବକ ଭୁବନେଶ୍ୱର ଉତ୍ତର ନିର୍ବାଚନ ମଣ୍ଡଳୀ ପଥରବନ୍ଧ ଅଞ୍ଚଳରେ ସଂଯୋଜକ ଡ଼ଃ ପ୍ରକାଶ
Read More...

ସମୁଦ୍ରରୁ ମିଳିଲା ‘ଶ୍ରୀରାମ ଶିଳା’ !

ପୁରୀ: ପୁରୀରେ ସମୁଦ୍ରରୁ ମିଳିଛି ବିରଳ ଭାସମାନ ପଥର। ଏହା ‘ଶ୍ରୀରାମ ଶିଳା’ ବୋଲି କିଛି ବରିଷ୍ଠ ବ୍ୟକ୍ତି ମତ ଦେଇଛନ୍ତି। ଏହା ତ୍ରେତୟା ଯୁଗର ବୋଲି କୁହାଯାଉଛି। ସେତୁବନ୍ଧରେ ଏହି ପ୍ରକାର ଭାସମାନ ପଥର ବ୍ୟବହାର କରାଯାଇଥିଲା। ଗତକାଲି ଦୁର୍ଗାମୂର୍ତ୍ତି ବିସର୍ଜନ ସମୟରେ ପୁରୀର ଜଣେ
Read More...

ଦିଆସିଲି କାଠିରେ ଟି-୨୦ ବିଶ୍ୱକପ ଟ୍ରଫି

ପୁରୀ : ଆଜିଠାରୁ ଆରମ୍ଭ ହେଉଛି ଟି-୨୦ ବିଶ୍ୱ -କପ । ଏଥିପାଇଁ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ରହିଛି ନାହିଁ ନ ଥିବା ଉତ୍ସହ ଦେଖିବାକୁ ମିଳିଛି । ଟିମ ଇଣ୍ଡିଆ ଫ୍ୟାନମାନେ ବିଭିନ୍ନ ତରିକାରେ ଚିଅରଅପ କରିବା ପାଇଁ ପ୍ରସ୍ତୁତ ହୋଇଛନ୍ତି । ଏହି ଅବସରରେ ପୁରୀର ଯୁବ ଚିତ୍ରଶିଳ୍ପୀ ଶ୍ୱାସତ
Read More...

ଶ୍ରୀମନ୍ଦିରରେ ଭକ୍ତଙ୍କ ପାଇଁ ଜାରି ହେଲା ନୂଆ ଏସଓପି

ପୁରୀ : ଶ୍ରୀମନ୍ଦିର ଛତିଶାନିଯୋଗ ବୈଠକ ପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଉଦେ୍ଧଶ୍ୟରେ ପରିବର୍ତ୍ତିତ ଏସଓପି ଜାରି କରିଛି ମନ୍ଦିର ପ୍ରଶାସନ । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହି ନୂଆ ଏସଓପି ବଳବତ୍ତର ରହିବ ବୋଲି ମନ୍ଦିର ପ୍ରଶାସନ ସୂଚନା ଦେଇଛି । ଦର୍ଶନ ପାଇଁ ଜାରି ଏସଓପି
Read More...