ମନାଇପାଦ ଠାରେ ଆାଦିବାସୀ ସଂଘର ନୂଆଖାଇ ଭେଟଘାଟ
ପାଟଣାଗଡ଼ : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଳକ ମନାଇପାଦ ହାଇସ୍କୁଲ ପଡିଆଠାରେ ଜିଲ୍ଲା ଆଦୀବାସୀ କଲ୍ୟାଣ ସଂଘ ପକ୍ଷରୁ ନୁଆଖାଇ ଭେଟଘାଟ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ସଂଘର ବ୍ଳକ ସଭାପତି ଅଷ୍ଟରତ୍ନ ବରିହାଙ୍କ ଅଧକ୍ଷତାରେ ଅନୁଷ୍ଠିତ ନୁଆଖାଇ ଭେଟଘାଟ ମହାସଭାରେ ମୁଖ୍ଯ ଅତିଥି ଭାବରେ!-->…
Read More...
Read More...