Yearly Archives

2021

ପ୍ରକାଶ ପାଇଲା ଯୁକ୍ତ ଦୁଇ ଅଫଲାଇନ୍ ପରୀକ୍ଷା ଫଳ, ପାସ୍ କରିଛନ୍ତି ଏତିକି

ଭୁବନେଶ୍ବର ୨୦।୧୧ : ପ୍ରକାଶ ପାଇଛି ଯୁକ୍ତ ଦୁଇ ପରୀକ୍ଷା ଫଳ । ଚଳିତବର୍ଷର ଯୁକ୍ତ ଦୁଇ ଅଫଲାଇନ୍ ପରୀକ୍ଷା ଫଳ ପ୍ରକାଶ ପାଇଛି । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଫଳ ପ୍ରକାଶ କରାଯାଇଛି । ଚଳିତବର୍ଷ ଅଫଲାଇନ୍ ପରୀକ୍ଷାରେ ୬୮.୬୬ ପ୍ରତିଶତ ପାସ୍ ହାର ରହିଛି । ମୋଟ୍ ୮ ହଜାର ୪୬୦
Read More...

କରଣ ସାହିରେ ନାମ ସଂକୀର୍ତ୍ତନ ଅନୁଷ୍ଠିତ

ଗଜପତି ୨୦।୧୧ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ତ୍ରିନାଥ ମନ୍ଦିର ପରିସରରେ ନାମ ସଂକୀର୍ତ୍ତନ ବିଶ୍ଵନାଥ ପଟ୍ଟନାୟକଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଅଜି କାର୍ତ୍ତିକ ପୂର୍ଣ୍ଣିମା ହୋଇଥିବାରୁ ନାମ ସଂକୀର୍ତ୍ତନ କରାଯାଇଛି । ମହାମନ୍ତ୍ର କରିବା ଦ୍ୱାରା ପୂଣ୍ୟ ମିଳେ 
Read More...

ପୁଣି ନଷ୍ଟ ହେଲା ୧୨୫ ଏକର ବେଆଇନ୍ ଗଞ୍ଜେଇ ଚାଷ

ବାଲିଗୁଡ଼ା ୨୦।୧୧ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସ ଓ ଅବକାରୀ ବିଭାଗର ଅପରେସନ୍ ନୀଳ ଜହର । ପୁଣି ନଷ୍ଟ ହେଲା ୧୨କୋଟି ୫୦ଲକ୍ଷ ଟଙ୍କାର ବେଆଇନ୍ ଗଞ୍ଜେଇ ଗଛ । ରେବିଙ୍ଗିଆ ପଞ୍ଚାୟତର ସଲାକିଆ ଓ ଗଡ଼ପିଞ୍ଜା ଅଞ୍ଚଳରେ ୧୨୫ ଏକର ଜଙ୍ଗଲ ଜମିରେ ହୋଇଥିଲା ବେଆଇନ୍ ଗଞ୍ଜେଇ ଚାଷ । ଥାନା
Read More...

କରୋନା ନେଲା ଆଉ ୨ ଜଣଙ୍କ ଜୀବନ

ଭୁବନେଶ୍ୱର ୨୦।୧୧ : ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୩୯ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ୱରର ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩୯୧ ବୃଦ୍ଧି ପାଇଛି । ଏନେଇ
Read More...

ରାଜ୍ୟରେ ୨୪ ଘଣ୍ଟାରେ ବାହାରିଲେ ୨୩୯ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର ୨୦।୧୧ : ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି ସଂକ୍ରମଣର ପାରା । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ କମୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୩୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୪୦ଜଣ
Read More...

ରାହୁଲ ଓ ରୋହିତଙ୍କ ଅର୍ଦ୍ଧଶତକ, ଦ୍ୱିତୀୟ ଟି-୨୦ ଜିତିଲା ଭାରତ

ରାଞ୍ଚି: ପୁଣି ନ୍ୟୁଜିଲାଣ୍ଡକୁ ହରାଇଲା ଭରତ । ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ଭାରତ ୭ ଉଇକେଟରେ ନ୍ୟୁଜିଲାଣ୍ଡକୁ ହରାଇଛି । ଏଥି ସହିତ ୩ ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ଆଗୁଆ ରହିଛ ଭାରତ । କେଏଲ ରାହୁଲ ଓ ରୋହିତ ଶର୍ମାଙ୍କ ଅର୍ଦ୍ଧଶତକୀୟ ଇନିଂସ ବଳରେ ନ୍ୟୁଜିଲାଣ୍ଡ ଦେଇଥିବା ୧୫୪ ରନର
Read More...

ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ଦୁଇ ଅଫଲାଇନ ପରୀକ୍ଷା ଫଳ

ଭୁବନେଶ୍ବର: ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ଦୁଇ ଅଫଲାଇନ ପରୀକ୍ଷା ଫଳ। ଆସନ୍ତାକାଲି ୱେବସାଇଟ www.orissaresults.nic.in ରେ ପରୀକ୍ଷା ଫଳ ଉପଲବ୍ଧ ହେବ। ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି।  ଅକ୍ଟୋବର ୧ରୁ ୧୧ ତାରିଖ ଯାଏ ଅଫ ଲାଇନ ପରୀକ୍ଷା ଅନୁଷ୍ଠିତ ହୋଇଥିଲା।
Read More...

ଭାରତକୁ ୧୫୪ ରନର ଟାର୍ଗେଟ୍‌ ଦେଲା ନ୍ୟୁଜିଲାଣ୍ଡ

ରାଞ୍ଚି : ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ଟି -୨୦ ସିରିଜର ଦ୍ୱିତୀୟ ମ୍ୟାଚ୍‌ ଆଜି ରାଞ୍ଚିର ଜେଏସସିଏ ଆନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଉଛି । ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲ୍ୟାଣ୍ଡ ୬ ଟି ୱିକେଟ୍‌ ହରାଇ ୨୦ ଓଭରରେ ୧୫୩ ରନ୍‌ ସଂଗ୍ରହ କରିଥିଲା ।
Read More...

ସୁବର୍ଣ୍ଣପୁର ତ୍ରିବେଣୀ ସଙ୍ଗମରେ ଗଙ୍ଗା ଆରତୀ ସମାରୋହ

ସୁବର୍ଣ୍ଣପୁର : ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ସୁବର୍ଣ୍ଣପୁର ସଙ୍ଗମ ଆଳତୀ କମିଟି ପକ୍ଷରୁ ସନ୍ଧ୍ୟା ୭ ଘଣ୍ଟା ସମୟରେ ମହାନଦୀ ତ୍ରିବେଣୀ ସଙ୍ଗମରେ ସଙ୍ଗମ ଆରତୀ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଡଙ୍ଗରଗଡ଼ ମଠର ମଠାଧୀଶ ମହନ୍ତ ଶ୍ରୀ ଶ୍ରୀ ଗିରିବର ଦାସ ମୁଖ୍ୟ ଅତିଥି
Read More...

ଚାଇଲ୍ଡ଼ ଲାଇନ ବୌଦ୍ଧ ପକ୍ଷରୁ ବନ୍ଧୁତା ଦିବସ ପାଳିତ

ବୌଦ୍ଧ : ଚାଇଲ୍ଡ଼ ଲାଇନ ବୌଦ୍ଧ ପକ୍ଷରୁ ଆଦର୍ଶ ପୋଲିସ ଥାନାରେ ଶିଶୁ ଦିବସ ଉପଲକ୍ଷେ ଚାଇଲ୍ଡ଼ଲାଇନେ ସହ ବନ୍ଧୁତା ଦିବସ ପାଳନ କରାଯାଇଛି । ଏହି ସମୟରେ ଶିଶୁମାନଙ୍କୁ ସୁରକ୍ଷା ଦେଇ ଆସୁଥିବା ବୌଦ୍ଧର ଆଇଆଇସି ତାପସ୍ୱିନୀ କହଁରଏବଂ ଅନ୍ୟାନ୍ୟ ପୋଲିସ କର୍ମଚାରୀମାନଙ୍କୁ ଚାଇଲ୍ଡ଼ ଲାଇନର
Read More...