Yearly Archives

2021

ଶ୍ରୀମନ୍ଦିରେ ମହାପ୍ରଭୁଙ୍କ ଲକ୍ଷ୍ମୀନୃସିଂହ ବେଶ

ପୁରୀ : ଆଜି ଶ୍ରୀମନ୍ଦିରେ ମହାପ୍ରଭୁଙ୍କର ଲକ୍ଷ୍ମୀନୃସିଂହ ବେଶ । ପଞ୍ଚକର ଚତୁର୍ଥ ଦିବସ ଅର୍ଥାତ କାର୍ତ୍ତିକମାସ ଶୁକ୍ଳପକ୍ଷ ବୈକୁଣ୍ଠ ଚତୁର୍ଦ୍ଦଶୀ ତିଥି ଦିନ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କୁ ଡାଳିକିଆ ବା ଲକ୍ଷ୍ମୀନୃସିଂହ ବେଶରେ ସଜ୍ଜିତ କରାଯାଇଥାଏ । ଏହି ଦିନ ଚକ୍ରନୃସିଂହଙ୍କ
Read More...

ଛାତ୍ର କଂଗ୍ରେସ କର୍ମୀଙ୍କୁ ବିଜେଡି କର୍ମୀଙ୍କ ଆକ୍ରମଣ ଘଟଣା,ସୁବର୍ଣ୍ଣପୁର ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ପ୍ରତିବାଦ

ସୁବର୍ଣ୍ଣପୁର : ଓଡ଼ିଶାର ଛାତ୍ର କଂଗ୍ରେସ ପକ୍ଷରୁ ଗଣତାନ୍ତ୍ରିକ ପଦ୍ଧତିରେ ଓଡିଶାର ବିଭିନ୍ନ ସ୍ଥାନମାନଙ୍କରେ ମନ୍ତ୍ରୀ ମାନଙ୍କୁ ବିରୋଧ ପ୍ରଦର୍ଶନ କରାଯାଉଛି । ମମିତାଙ୍କୁ ନ୍ୟାୟ ପାଇଁ ସାରାରାଜ୍ୟରେ କଂଗ୍ରେସ ପକ୍ଷରୁ ଗଣତାନ୍ତ୍ରିକ ପଦ୍ଧତିରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ମାତ୍ର
Read More...

ଗୁମ୍ମା ସରକାରୀ ବିଦ୍ୟାଳୟ ପରିଦର୍ଶନ କଲେ କାଶୀନଗର ବିଡିଓ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି କାଶୀନଗର ବିଡିଓ । କାଶୀନଗର ବିଡିଓଙ୍କ ସହିତ ସହକରୀ ନିର୍ବାହୀ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀ ୫-ଟି ମାଧ୍ୟମରେ ଗୁମ୍ମା ସରକାରୀ ଉଚ୍ଚ ବିଦ୍ୟାଳୟ ସ୍ମାର୍ଟ କ୍ଲାସ ସକାଶେ ସ୍କୁଲର
Read More...

ସ୍ୱାସ୍ଥ୍ୟବୀମା କାର୍ଡ ବଣ୍ଟନ କଲେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହାକୁମା ପାରଳାଖେମୁଣ୍ଡିଠାରେ ଥିବା ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟଠାରେ ଆଜି ଜିଲ୍ଲା ସୂଚନା ଲୋକ ଓ ସଂପର୍କ ଅଧିକାରୀ ସ୍ୱରାଜ୍ୟ ଶୀଶା କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସ୍ୱାସ୍ଥ୍ୟ ବୀମା କାର୍ଡ ବଣ୍ଟନ କରିଛନ୍ତି ।
Read More...

ଦେଉଲଗାରେ ପ୍ରକଳ୍ପ ପ୍ରାରମ୍ଭିକ ସଭା,କାର୍ଯ୍ୟରେ ସ୍ୱଚ୍ଛତା ସହିତ ଶ୍ରମିକମାନଙ୍କୁ ଅଧିକାର ମିଳିବା ଜରୁରୀ

ପାଟଣାଗଡ: ପାଟଣାଗଡ଼ ବ୍ଲକ ଦେଉଲଗାଠାରେ ମହତ୍ମାଗାନ୍ଧୀ ଜାତୀୟ ଗ୍ରାମିଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ହେବାକୁ ଥିବା ହରିଜନ ମୁଣ୍ଡା ବନ୍ଧର ଉନ୍ନତିକରଣ କାମର ପ୍ରକଳ୍ପ ପ୍ରାରମ୍ଭିକ ସଭା ସ୍ଥାନୀୟ ସରପଞ୍ଚ ପ୍ରତିମା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମୁଖ୍ୟ
Read More...

ବିଜେପି ନେତା କେଦାର ଦାଶଙ୍କ ମାତୃ ବିୟୋଗ

ସୋନପୁର:ସୋନପୁର ବ୍ଲକ ମଲ୍ଲିକମୁଣ୍ଡା ଗ୍ରାମ ନିବାସୀ ବରିଷ୍ଠ ବିଜେପି ନେତା କେଦାର ଦାଶଙ୍କ ମାଁ ଆମ୍ବୋଦିନୀ ଦାଶଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁ ସମୟରେ ତାଙ୍କୁ ୭୦ ବର୍ଷ ହେଉଥିଲା । ଗତକାଲି ସକାଳୁ ସେ ସୁସ୍ଥ ଥିଲେ । ହଠାତ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ଓ ହୃତଘାତରେ ତାଙ୍କ ପରଲୋକ
Read More...

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଋଣ ମେଳା ଅନୁଷ୍ଠିତ

ଫୁଲବାଣୀ :ମହିଳାମାନଙ୍କୁ ସଶକ୍ତିକରଣ କରିବା ନିମନ୍ତେ ଫୁଲବାଣୀ ଗାନ୍ଧିସ୍ମୃତି ଭବନ ଠାରେ ଏକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଋଣ ମେଳା ଅନୁଷ୍ଠିତ ହୋଇଥିଲା । ଉକ୍ତ ମେଳାରେ ସମଗ୍ର କନ୍ଧମାଳ ଜିଲ୍ଲାର ୧୫୧୨ ଟି ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ରୋଜଗାରକ୍ଷମ ଆତ୍ମ ନିର୍ଭରଶୀଳ ହେବା ନିମନ୍ତେ ୩୧
Read More...

ସୂର୍ଯ୍ୟକୁମାରଙ୍କ ଅର୍ଦ୍ଧଶତକ, ଭାରତ ଜିତିଲା ପ୍ରଥମ ଟି-୨୦

ଜୟପୁର: ବିଶ୍ୱକପର ବଦଲା ନେଲା ଟିମ୍‌ ଇଣ୍ଡିଆ । ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ରୋମାଞ୍ଚକର ଭାବେ ନ୍ୟୁଜିଲାଣ୍ଡକୁ ୫ ଉଇକେଟ ହରାଇଛି ଭାରତ । ରୋହିତ ଶର୍ମା ଓ ସୂର୍ଯ୍ୟକୁମାର ଯାଦବ ଙ୍କ ଧୁଆଁଧାରୀ ଇନିଂସ ବଳରେ ଭାରତ ନୁଜିଲାଣ୍ଡର ୧୬୪ରନ ଟାର୍ଗେଟକୁ ୧୯.୪ ବଲରେ ହାସଲ କରିଥିଲା । ଭାରତ
Read More...

ଆସନ୍ତାବର୍ଷ ପାଇଁ ସରକାରୀ ଛୁଟି ତାଲିକା ଜାରି, କର୍ମଚାରୀଙ୍କୁ ମିଳିବ ୧୦୪ଦିନ ଛୁଟି

ଭୁବନେଶ୍ୱର ରାଜ୍ୟ ସରକାର ୨୦୨୨ ମସିହା ପାଇଁ ଆଜି ସରକାରୀ କର୍ମଚାରୀଙ୍କ ପାଇଁ ଛୁଟି ତାଲିକା ଘୋଷଣା କରିଛନ୍ତି । ରବିବାର, ଦ୍ୱିତୀୟ ଓ ଚତୁର୍ଥ ଶନିବାରକୁ ମିଶାଇ ଜଣେ କର୍ମଚାରୀ ନିଶ୍ଚିତ ୧୦୪ଦିନ ଛୁଟି ପାଇପାରିବେ । ଅବଶ୍ୟ କର୍ମଚାରୀ ଚାହିଁଲେ ଏହାଠୁ ଅଧିକ ଛୁଟି ବ୍ୟକ୍ତିଗତ ଭାବେ
Read More...

ଆଇପିଏସସ୍ତରରେ ଅଦଳବଦଳ,ଜାଣନ୍ତୁ କାହାକୁ ମିଳିଲା କେଉଁ ଦାୟିତ୍ୱ

ଭୁବନେଶ୍ୱର: ରାଜ୍ୟ ସରକାର ଆଜି ଆଇପିଏସସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି। ଡିଜି ପାହ୍ୟାକୁ ପଦୋନ୍ନତିରୁ ବଂଚିତ ଥିବା ବରିଷ୍ଠ ଆଇପିଏସ୍ ବିନୟାନନ୍ଦ ଝା’ଙ୍କୁ ଆଜି ଗୃହ ବିଭାଗର ଓଏସଡି ଭାବେ ବଦଳି କରିଥିବାବେଳେ ଦୀର୍ଘ ୫ମାସ ହେଲା ବିନା କାର୍ଯ୍ୟରେ ଗୃହ ବିଭାଗର ଓଏସଡି ଦାୟିତ୍ୱରେ ଥିବା
Read More...