Yearly Archives

2021

ରାସ୍ତା ସଂପ୍ରସାରଣ ସଂପର୍କିତ ଦ୍ୱିତୀୟ ଦିନ ଜନଶୁଣାଣି

ପୁରୀ: ଡାକ୍ତରଖାନା ଛକ ଠାରୁ ବାଟଗାଁ ପର୍ଯ୍ୟନ୍ତ ରାସ୍ତା ସଂପ୍ରସାରଣ ସଂପର୍କରେ ଆଜି ପୂର୍ବାହ୍ନରେ କାଶିହରିପୁର, ସିରେଇକୋଣପାଟଣା, ଭାରଥିପୁର, କଦଳୀବାରୀ ପାଟଣା, ଆଳିକିଆ ଓ ଚକ୍ରବର୍ତ୍ତୀ ଗ୍ରାମ ପାଇଁ ମା' ବସନ୍ତେଇ ମନ୍ଦିର ନିକଟରେ ଏବଂ ଅପରାହ୍ନ ସମୟରେ ବାଟଗାଁ ନିମନ୍ତେ ହରେକୃଷ୍ଣପୁର
Read More...

ବୌଦ୍ଧ ବ୍ଲକସ୍ତରୀୟ ଶିକ୍ଷା ସମୀକ୍ଷା ବୈଠକ

ବୌଦ୍ଧ,୧୭/୧୧- ବୌଦ୍ଧ ବ୍ଲକ ନଭେମ୍ବର ମାସର ପ୍ରଥମ ଶିକ୍ଷା ସମୀକ୍ଷା ବୈଠକ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ସଭାଗୃହରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଧ୍ରୁବଚରଣ ଘିବେଲାଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସମସ୍ତ ବିଦ୍ୟାଳୟର ଶିକ୍ଷକ ଓ ଛାତ୍ର ସଂଖ୍ୟା ୩ଦିନ
Read More...

ବୌଦ୍ଧ: ଜିଲ୍ଲାସ୍ତରୀୟ ଧାନକ୍ରୟ କମିଟି ବୈଠକ

ବୌଦ୍ଧ,୧୭/୧୧- ବୌଦ୍ଧ ଜିଲ୍ଲାସ୍ତରୀୟ ଧାନକ୍ରୟ ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଆସନ୍ତା ଡିସେମ୍ବର ୭ ତାରିଖରୁ କଣ୍ଟାମାଳ ବ୍ଲକରେ ଏବଂ ଡିସେମ୍ବର ୨୧ ତାରିଖରୁ ବୌଦ୍ଧ
Read More...

ସୁର ରାଉତରାୟଙ୍କୁ କରୋନା

ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ କରୋନାରେ ପୀଡିତ ହୋଇଥିବା ତାଙ୍କ ପରିବାର ସୂତ୍ରରୁ ଜଣାପଡିଛି । ସୁରଙ୍କ ସହିତ ତାଙ୍କ ପତ୍ନୀ ମଧ୍ୟ କରୋନାରେ ପୀଡିତ ହୋଇଛନ୍ତି । ଶ୍ରୀ ରାଉତରାୟ କହିଛନ୍ତି ସେ ସାଧାରଣ ଜୀବନରେ ଥିବାରୁ ତାଙ୍କ ସହିତ ଗତ ସପ୍ତାହ
Read More...

ଶିଶୁ ମାନଙ୍କର ମାନସିକ ଏବଂ ମନୋସାମାଜିକ ସ୍ୱାସ୍ଥ୍ୟର ଉନ୍ନତି ନିମନ୍ତେ କାର୍ଯ୍ୟକ୍ରମ

ବୌଦ୍ଧ,୧୭/୧- ୱାଇସିଡିଏ ଏବଂ ଚାଇଲଡ଼ ଲାଇନ ବୌଦ୍ଧ ପକ୍ଷରୁ ଜିଲ୍ଲା ମ୍ୟୁଜିଅମରେ ଆଜି ଶିଶୁମାନଙ୍କ ନିମନ୍ତେ କୋଭିଡ-୧୯ ସମୟରେ ଶିଶୁ ମାନଙ୍କର ମାନସିକ ଏବଂ ମନୋସାମାଜିକ ସ୍ୱାସ୍ଥ୍ୟର ଉନ୍ନତି ନିମନ୍ତେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଡେ଼ପୁଟି
Read More...

ଶେଷହେଲା କଂଗ୍ରେସର ୩ ଦିନିଆ ଅହୋରାତ୍ର ଗଣଧାରଣା

ବୌଦ୍ଧ,୧୭/୧୧- ବୌଦ୍ଧଜିଲ୍ଲା କଂଗ୍ରେସ ତରଫରୁ ଗତ ୧୫ ତାରିଖରୁ ଦିଆଯାଇଥିବା ଅହୋରାତ୍ର ଗଣଧାରଣା ଆଜି ସମାପ୍ତ ହୋଇଛି । ବୌଦ୍ଧଗଡ ଏନଏସିକୁ ମ୍ୟୁନିସିପାଲଟି କରିବା, କଣ୍ଟାମାଳ, ମନମୁଣ୍ଡା, ବାଉଁଶୁଣୀ ଓ ପୁରୁଣାକଟକକୁ ଏନଏସି ମାନ୍ୟତା ଦେବା ଏବଂ ବୌଦ୍ଧକୁ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତରେ
Read More...

ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ରାମାୟଣ ପାରାୟଣ

ଜହ୍ନାପଙ୍କ:ବୌଦ୍ଧ ବ୍ଳକ ତେଲିବନ୍ଧ ସଦର ଗ୍ରାମର ନୂତନ ଭାବେ ନିର୍ମାଣ କରାଯାଇଥିବା ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନ ଉତ୍ସବ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି । ଆଜି ଦିତୀୟ ଦିନରେ ରାମାୟଣର ଆରଣ୍ୟକାଣ୍ଡ ପାରାୟଣ ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ୟାସ ଭାବେ ସୀତା ଯୋଶୀ ପାରାୟଣ
Read More...

ଏନ୍‌କାଉଣ୍ଟରରେ ୫ ଆତଙ୍କବାଦୀ ନିହତ

ଜମ୍ମୁ: ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୫ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଜମ୍ମୁ କଶ୍ମୀରିର କୁଲଗାମ ଜିଲ୍ଲା ପୋମ୍ବେ ଏବଂ ଗୋପାଲପୁରା ଅଞ୍ଚଳରେ ଏହି ଏନ୍‌କାଉଣ୍ଟର ହୋଇଥିଲା। ପୋମ୍ବେ ଇଲାକାରେ ୩ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିବା ବେଳେ ଗୋପାଲପୁରା ଅଞ୍ଚଳରେ ୨ ଜଣ ଆତଙ୍କବାଦୀଙ୍କ
Read More...

ମୁଖ୍ୟମନ୍ତ୍ରୀଙ୍କ ଦିନିକିଆ ଫୁଲବାଣୀ ଗସ୍ତକୁ ନେଇ ବିଜେଡିର ବୈଠକ

ଫୁଲବାଣୀ: ଆସନ୍ତା ୨୨ତାରିଖରେ ଫୁଲବାଣୀ ଗସ୍ତରେ ଆସୁଛନ୍ତି ବିଜେଡି ସୁପ୍ରିମୋ ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମିଳିଥିବା ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀ ଦିନିକିଆ ଗସ୍ତରେ ଫୁଲବାଣୀ ଆସିବେ । ହେଲିକପ୍ଟର ଯୋଗେ ଆସି ସ୍ଥାନୀୟ ଷ୍ଟାଡିୟମରେ ଓହ୍ଲାଇବେ । ସେଠାରେ ଆୟୋଜିତ ଏକ
Read More...

ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କଲେ ବୌଦ୍ଧ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ବିଧାୟକ ମହୀଧର ରଣା

ବୌଦ୍ଧ : ବୌଦ୍ଧ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା କଣ୍ଟାମାଳ ବିଧାୟକ ମହୀଧର ରଣା ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଲୁକାପଡାଠାରେ ନିର୍ମାଣ ହେଉଥିବା ୫୦୦ କୋଟି ଟଙ୍କାର ମେଗା ପାନୀୟ ଜଳ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ପ୍ରକଳ୍ପ ଅଧିକାରୀଙ୍କ ସହିତ ସେ ସମୀକ୍ଷା
Read More...