Yearly Archives

2021

ଆଜି ଲଘୁଚାପର ରୂପ ନେବ ଘୁର୍ଣ୍ଣିବଳୟ

ଭୁବନେଶ୍ୱର: ହାଲକା ବର୍ଷାରେ ଭିଜୁଛି ଓଡ଼ିଶା । ଟ୍ରପ ଲାଇନ୍ ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେଉଛି । ଆଜି ଲଘୁଚାପର ରୂପ ନେବ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ଘୁର୍ଣ୍ଣିବଳୟ । ଲଘୁଚାପର ସିଧାସଳଖ ଓଡ଼ିଶା ଉପରେ ପ୍ରଭାବ ପଡ଼ିବ ନାହିଁ । କିନ୍ତୁ
Read More...

ପୂର୍ବତନ ବିଧାୟକ ଉମେଶ ସ୍ୱାଇଁଙ୍କ ପରଲୋକ, ପିସିସି ସଭାପତିଙ୍କ ଶୋକ

ଭୁବନେଶ୍ୱର: ଆଉ ନାହାନ୍ତି ଉମେଶ ସ୍ୱାଇଁ । ପୂର୍ବତନ ବିଧାୟକ ଉମେଶ ସ୍ୱାଇଁଙ୍କ ପରଲୋକ । ହୃଦଘାତରେ ୭୬ ବର୍ଷ ବୟସରେ ପୂର୍ବତନ ବାଲିକୁଦା ବିଧାୟକଙ୍କ ଦେହାନ୍ତ । ଜଗତସିଂହପୁର ବାଲିକୁଦାରୁ ୪ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଭୁବନେଶ୍ୱର ସ୍ଥିତ ବାସଭବନରେ ତାଙ୍କର ପରଲୋକ ହୋଇଛି ।
Read More...

ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ରାଜ୍ୟସ୍ତରୀୟ ଜାତୀୟ ପ୍ରେସ୍‌ ଦିବସ ପାଳିତ

ଭୁବନେଶ୍ୱର:- କୋଭିଡ୍‌-୧୯ ମହାମାରୀ ସମୟରେ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ସୁଦୂରପ୍ରସାରୀ ଓ ପ୍ରଭାବଶାଳୀ ରହିଥିଲା । ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଜାତୀୟ ପ୍ରେସ୍‌ ଦିବସରେ “ମହାମାରୀ ମସୟରେ ଗଣମାଧ୍ୟମ : ଏକ ନୂତନ ଆହ୍ୱାନ’’ ବିଷୟବସ୍ତୁ ଉପରେ
Read More...

ଆସନ୍ତାକାଲିଠାରୁ ଆରମ୍ଭ ହେବ ନ୍ୟୁଜିଲାଣ୍ଡ-ଭାରତ ଟି-୨୦ ସିରିଜ

ଜୟପୁର : ବିଶ୍ୱକପ ପରାଜୟ ଭୁଲି ପାରିନାହାନ୍ତି ଭାରତୀୟ ପ୍ରଶଂସକ । ଯେଉଁ ନ୍ୟୁଜିଲାଣ୍ଡ ଦଳଠାରୁ ହାରି ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଥିଲା ଭାରତ ତା'ର ବିପକ୍ଷରେ ଆସନ୍ତାକାଲି ଟି-୨୦ ସିରିଜ ଖେଳିବ । ଆସନ୍ତାକାଲି ଘରୋଇ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍‌
Read More...

ଏନସିବିର ନୂଆ ଡିଜି ଭାବରେ ଦାୟିତ୍ୱ ନେଲେ ଓଡ଼ିଆ ଆଇପିଏସ୍‌ ଅଫିସର ସତ୍ୟ ନାରାୟଣ ପ୍ରଧାନ

ନୂଆଦିଲ୍ଲୀ:ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବା ଏନସିବିର ନୂଆ ଡିଜି ଭାବରେ ଦାୟିତ୍ୱ ନେଲେ ଓଡ଼ିଆ ଆଇପିଏସ୍‌ ଅଫିସର ସତ୍ୟ ନାରାୟଣ ପ୍ରଧାନ । ଆଜି ସେ ବିଧିବଦ୍ଧ ଭାବରେ କାର୍ଯ୍ୟଭାର ସମ୍ଭାଳିଛନ୍ତି । ଡ୍ରଗ୍‌ ଫ୍ରି ଇଣ୍ଡିଆ ଲକ୍ଷ୍ୟରେ କାମ କରିବେ ବୋଲି ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି
Read More...

ଉଗାଣ୍ଡାରେ ଭୟଙ୍କର ବିସ୍ଫୋରଣ, ହୋଟେଲରେ ଥିଲେ ଓଡ଼ିଆ ଖେଳାଳି ପ୍ରମୋଦ

କାମ୍ପାଲା: ଉଗାଣ୍ଡାରେ ଘଟିଛି ଭୟଙ୍କର ବିସ୍ଫୋରଣ । ରାଜଧାନୀ କାମ୍ପାଲାରେ ଏକ ନିର୍ଦ୍ଧିଷ୍ଟ ସଂଗଠନ ଏହି ବିସ୍ଫୋରଣ ଘଟାଇଥିବା ସୂଚନା । ସବୁଠାରୁ ବଡ଼ କଥା ହେଉଛି, ବିସ୍ଫୋରଣ ଘଟିଥିବା ସ୍ଥାନ ନିକଟରେ ଥିବା ଏକ ହୋଟେଲରେ ଥିଲେ ଓଡ଼ିଆ ଖେଳାଳି । ଏଥି ମଧ୍ୟରେ ରହିଥିଲେ
Read More...

ଚତୁର୍ଥ ଦିବସରେ ୫ ଜିଲ୍ଲାର ୧୩୦ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟରେ ଚାଲିଛି ସ୍କୁଲ ରୂପାନ୍ତର ପର୍ବ । ୫-ଟି School Transformation କାର୍ଯ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୩୦ଟି ଜିଲ୍ଲାର ୧୦୭୫ଟି ରୂପାନ୍ତରିତ ସ୍କୁଲର ଲୋକାର୍ପଣ ଚାଲିଛି । ସାତ ଦିନର ଏହି କାର୍ଯ୍ୟକ୍ରମରେ ଆଜି ଚତୁର୍ଥ ଦିବସରେ ନୂଆପଡା, ଗଞ୍ଜାମ
Read More...

ବୌଦ୍ଧ ଡିଇଓ ଡ଼ଃ ଉଦୟ ନାଥ ମାଝୀ ସମ୍ୱର୍ଦ୍ଧିତ

ବୌଦ୍ଧ,୧୬/୧୧:- ଓଡିଶା ସାମ୍ବାଦିକ ୟୁନିଅନ ଆଜି ୫୬ତମ ଜାତୀୟ ପ୍ରେସ ଦିବସ ଭୁବନେଶ୍ୱରସ୍ଥିତ କେଶରୀ ହୋଟେଲ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମର ଆୟୋଜିତ ସଭାରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାସ, ଆଳି ବିଧାୟକ ଶ୍ରୀ ପ୍ରତାପ କେଶରୀ ଦେବ,
Read More...

ଅଲ ଓଡିଶା ଇପିଏଫ ପେନସନର ଆସୋସିଏସନ ନବରଙ୍ଗପୁର ଶାଖା ତରଫରୁ ଜିଲ୍ଲାପାଲଙ୍କୁ ଦାବିପତ୍ର

ନବରଙ୍ଗପୁର:ଆଜି ଅଲ ଓଡିଶା ପେନସନର ଆସୋସିଏସନ ନବରଙ୍ଗପୁର ଜିଲ୍ଲା ଶାଖା ତରଫରୁ ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବିପତ୍ର ନବରଙ୍ଗପୁର ଜିଲ୍ଲାପାଲଙ୍କୁ ପ୍ରଦାନ କରାଯାଇଛି । ଜିଲ୍ଲା ଶାଖାର ସଭାପତି ଈଶ୍ୱର ରାଉତ ଓ ଜିଲ୍ଲା ସମ୍ପାଦକ ଳାଚମନ ପାଇକ ନେତୃତ୍ୱରେ ଓଡ଼ିଶା ଉଠାଜଳ ସେଚନରେ କାମ
Read More...

ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଝୁଲିଲା ତାଲା

କଣ୍ଟାମାଳ ୧୬/୧୧- କଣ୍ଟାମାଳ ବ୍ଳକ କୁଲତାଯୋର ପଞ୍ଚାୟତ ବରପଦର ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଆଜି ସକାଳେ ଗ୍ରାମବାସୀ ତାଲା ଠୁଙ୍କି ଜୈନିକ ଶିକ୍ଷକଙ୍କ ବଦଳୀ ପାଇଁ ପ୍ରତିବାଦ କରିଥିବା ଜଣାଯାଇଛି । ସୂଚନା ପ୍ରକାରେ ବିଦ୍ୟାଳୟର ଜୈନିକ ଶିକ୍ଷକଙ୍କ ଶିକ୍ଷାଦାନ ଅବହେଳା ସହିତ ରାଜନୈତିକ
Read More...