Yearly Archives

2021

ଗଣ ଶିକ୍ଷା ମନ୍ତ୍ରୀଙ୍କୁ ବିଜେପି ପକ୍ଷରୁ କଳା ପତାକା ପ୍ରଦର୍ଶନ

ପୁରୀ :ଭାରତୀୟ ଜନତା ପାର୍ଟି ତରଫରୁ ମମିତା ମେହେରଙ୍କକୁ ନ୍ୟାୟ ପ୍ରଦାନ ପାଇଁ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କୁ କଳା ପତାକା ପ୍ରଦର୍ଶନ କରାଯାଇଛି । ଆଜି ମନ୍ତ୍ରୀ ଗୋପ ମେଡିକାଲର ଚକ୍ଷୁ ବିଭାଗ କେନ୍ଦ୍ର ଉଦଘାଟନ କରିବାକୁ ଯିବା ସମୟରେ ଗୋପ ବଜାରରେ ବିଜେପି ପକ୍ଷରୁ କଳାପତାକା ପ୍ରଦର୍ଶନ
Read More...

ଗ୍ରାମବାସୀଙ୍କ ଦ୍ଵାରା ଶିବଲିଙ୍ଗ ଆକୃତି କଇଁଛ ଉଦ୍ଧାର

ମୟୂରଭଞ୍ଜ: ମୟୂରଭଂଜ ଜିଲ୍ଲା ବହଳଦା ବନାଞ୍ଚଳ ଅନ୍ତର୍ଗତ ଜାମଦା ବ୍ଲକର ରାଙ୍ଗାମାଟିଆ ଗ୍ରାମବାସୀ ରବିବାର ସକାଳେ ଶୌଚ କରିବାକୁ ଯାଇ ଖଡଖାଈ ନଦୀକୂଳରୁ ଏକ ବିଶାଳ ବୟସ୍କ ଶିବଲିଙ୍ଗ ଆକୃତି କଇଁଛକୁ ଉଦ୍ଧାର କରି ବନବିଭାଗକୁ ହସ୍ତାନ୍ତର କରିଛନ୍ତି । ଏହି ଶିବଲିଙ୍ଗ ଆକୃତି କଇଁଛକୁ ଦେଖିବାକୁ
Read More...

ସିପାଞ୍ଜିରୀରେ ଏମ୍‌ଏଲ୍‌ଏ ଫୁଟବଲ୍‌ କପ୍‌ର ଶୁଭାରମ୍ଭ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ବୁଡ୍ରୁକିଆ ଗ୍ରାମ ପଞ୍ଚାୟତର ସିପାଞ୍ଜିରୀଠାରେ ଏମ୍‌ଏଲ୍‌ଏ ଫୁଟବଲ୍‌ କପ୍‌ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଯାଇଛି । ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ କରିଥିବା
Read More...

ଶଙ୍ଖ ଫୁଙ୍କିଲେ ପ୍ରଦୀପ

ଖୋର୍ଦ୍ଧା:  ଗତ ନିର୍ବାଚନରେ ବେଗୁନିଆରୁ କଂଗ୍ରେସର ବିଧାୟକ ପ୍ରାର୍ଥୀ ହୋଇଥିବା ପ୍ରଦୀପ ସାହୁ ଆଜି ବିଜେଡିରେ ଯୋଗଦେଇଛନ୍ତି। ନିଜ ସମର୍ଥକଙ୍କ ସହ ବିଜେଡିର ମିଶିଛନ୍ତି ପ୍ରଦୀପ। ୨୦୧୯ ବିଧାନସଭା ନିର୍ବାଚନରେ ବେଗୁନିଆରେ କଂଗ୍ରେସ ପ୍ରାର୍ଥୀ ଭାବେ ସେ ୫୪ ହଜାରରୁ ଅଧିକ ଭୋଟ ପାଇଥିଲେ।
Read More...

କେନ୍ଦ୍ରୀୟ ଟିମର ଆରଜିଏଚ ପରିଦର୍ଶନ

ରାଉରକେଲା : ଜାତୀୟ ସ୍ୱାସ୍ଥ୍ୟ ମିଶନ ଅନ୍ତର୍ଗତ ସିଆରଏମ୍‌ ଟିମ୍‌ ରାଉରକେଲା ସରକାରୀ ହସ୍ପିଟାଲ ପରିଦର୍ଶନ କରିଛନ୍ତି । ଏହା ସହ ଏହି ଟିମ ଆର୍‌ଜିଏଚ୍‌ ରେ ସ୍ୱାସ୍ଥ୍ୟସେବା ତଦାରଖ କରିଛନ୍ତି । ଯୁଗ୍ମ ସଚିବ ଡାକ୍ତର ରଘୁରାମ ରାଓଙ୍କ ନେତୃତ୍ୱରେ ଏହି ଟିମରେ ଡାକ୍ତର ରାମଚନ୍ଦ୍ର, ଅନୀଲ
Read More...

ବିଜୟ ଖୁସିରେ ମତୁଆଲା ଅଷ୍ଟ୍ରେଲିଆ ଖେଳାଳି, ଜୋତାରେ ପିଇଲେ ବିୟର

ଦୁବାଇ : ଆରୋନ ଫିଞ୍ଚଙ୍କ ଅଧିନାୟକତ୍ୱରେ ଅଷ୍ର୍ଟ୍ରେଲିଆ କ୍ରିକେଟ୍‌ ଦଳ ନ୍ୟୁଜିଲ୍ୟାଣ୍ଡକୁ ୮ ୱିକେଟରେ ପରାସ୍ତ କରି ଟି -୨୦ ବିଶ୍ୱ ୨୦୨୧ ଟ୍ରଫି ଜିତିଛି । ଅଷ୍ର୍ଟ୍ରେଲିଆ ପ୍ରଥମ ଥର ପାଇଁ ଏହି ଟାଇଟଲ୍‌ ଜିତିଛି ।ଏହି ଐତିହାସିକ ବିଜୟ ପରେ ଅଷ୍ର୍ଟ୍ରେଲୀୟ ଖେଳାଳିମାନେ ଅଭିନବ ଉପାୟରେ
Read More...

କାର୍ତ୍ତିକ ସୋମବାରରେ ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ସମାଗମ

ପାରଳାଖେମୁଣ୍ଡି : ଆଜି କାର୍ତ୍ତିକ ମାସ ସେଶ ସୋମବାର ହୋଇ ଥିବାରୁ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଥିବା ବିଭିନ୍ନ ଶୈବ ପୀଠରେ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । କାର୍ତ୍ତିକ ମାସ ଧର୍ମ ହୋଇଥିବାରୁ ଭକ୍ତ ମାନେ ସକାଳୁ ଧୂପ ଦୀପ ନଡିଆ କଦଳୀ ଧରି ଶିବ ମନ୍ଦିରକୁ ଯାଇ
Read More...

ନବରଙ୍ଗପୁରରେ ଫଳିଲା କରୋନା ଆକୃତି କାକୁଡ଼ି

ନବରଙ୍ଗପୁର : ସମୟ ଗଡ଼ିବା ସହିତ ଅଦ୍ଭୁତ ପ୍ରକାରର ଘଟଣାମାନ ଘଟୁଛି । ଆମେ ଏଥିପାଇଁ ଏପରି କହୁଛୁ କାରଣ ମହାମାରୀ କାଳରେ ଦେଖିବାକୁ ମିଳିଛି କୋରୋନା ଭାଇରସ ଆକୃତିର କାକୁଡ଼ି । ଆପଣ ବି ଏହି କଥା ଶୁଣିବା ପରେ ମନରେ ଉକ୍ତ କାକୁଡ଼ିଟିକୁ ଦେଖିବା ପାଇଁ ନିଶ୍ଚୟ ଉତ୍ସୁକତା ଭରି ଯାଇଥିବ ।
Read More...

ବିଭିନ୍ନ ଦାବିନେଇ କଂଗ୍ରେସର ଅହୋରାତ୍ର ଗଣଧାରଣା

ବୌଦ୍ଧ,୧୫/୧୧- ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜିଲ୍ଲା କଂଗ୍ରେସ କମିଟି ତରଫରୁ ବିଭିନ୍ନ ଦାବିନେଇ ଆଜିଠାରୁ ଅହୋରାତ୍ର ଗଣଧାରଣା ଦିଆଯାଇଛି । ଜିଲ୍ଲା ସଭାପତି ନବ କୁମାର ମିଶ୍ରଙ୍କ ନେତୃତ୍ୱରେ କଂଗ୍ରେସ କମିଟିର ସମସ୍ତ କର୍ମକର୍ତ୍ତା, ବ୍ଲକ କଂଗ୍ରେସ କମିଟିର କର୍ମକର୍ତ୍ତା, ଟାଉନ
Read More...

ଅଭିନବ ଉପାୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ବୌଦ୍ଧ,୧୫/୧୧- ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ପରିବାର ଧାରଣାରେ ବସି ଅଭିନବ ଉପାୟରେ ନିଜର ଦାବି ଉପସ୍ଥାପନ କରିଛନ୍ତି । ସେମାନେ ସାଙ୍ଗରେ କିଛି ଗୋମାତାଙ୍କୁ ଧରି ଧାରଣାରେ ବସିଥିବା ଦେଖିବାକୁ ମିଳିଥିଲା । ଘଟଣାଟି ହେଉଛି ବୌଦ୍ଧବ୍ଲକ ଖଲିଆପାଲି ପଞ୍ଚାୟତ ତାଳପଦର ଗ୍ରାମର
Read More...