Yearly Archives

2021

ଆକାଂକ୍ଷା ମହିଳା ସଙ୍ଗଠନ ପକ୍ଷରୁ ଶିଶୁ ଦିବସ ପାଳନ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର ଅଗ୍ରଣୀ ମହିଳା ସଙ୍ଗଠନ "ଆକାଂକ୍ଷା' ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ରାମନଗର ଠାରେ ଶିଶୁ ଦିବସ ପାଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ଦୁଇ ବର୍ଷ ହେଲା ଶିଶୁମାନେ ସେମାନଙ୍କ ସାଙ୍ଗ ସାଥିଙ୍କଠାରୁ ଦୂରେଇ ରହି ମାନସିକ କ୍ଷେତ୍ରରେ ଚାପରେ ରହିଥିବାରୁ
Read More...

ଲଗାଣ ବର୍ଷାରେ ଉଜୁଡିଗଲା ଧାନ ଚାଷ, ଚାଷୀକୁଳ ହତାଶ

ଗଞ୍ଜାମ : ଦୁଇ ଦିନିଆ ଲଘୁଚାପଜନିତ ଲଗାଣ ବର୍ଷାର ପ୍ରଭାବ ବିଶେଷ ଭାବେ ଗଞ୍ଜାମ ଜିଲ୍ଲାର କବିସୂର୍ଯ୍ୟନଗର ବ୍ଲକ ର ବିଭିନ୍ନ ଅଞ୍ଚଳରେ ଦେଖିବାକୁ ମିଳିଛି । ଏକ ବର୍ଷ ର ପରିଶ୍ରମ ଧୋଇହେଇଗଲା ବର୍ଷା ଜଳରେ, ବର୍ଷା କାରଣରୁ ବିଭିନ୍ନ ସ୍ଥାନରେ ଜନଜୀବନ ବେହାଲ ହୋଇ ପଡ଼ିଥିବା ବେଳେ ଧାନ ଚାଷ
Read More...

୧ମାସରୁ ଉର୍ଦ୍ଧ୍ୱ ଦିନ ହେଲା ସିମନବାଡ଼ି ଗ୍ରାମରେ ପାନୀୟ ଜଳ ଯୋଗାଣ ବନ୍ଦ, ଆନ୍ଦୋଳନ ଚେତାବନୀ ଦେଲେ ଅଞ୍ଚଳବାସୀ

ଦାରିଙ୍ଗବାଡି: ଦାରିଙ୍ଗବାଡି ବ୍ଲକ ସିମନବାଡ଼ି ଗ୍ରାମରେ ଗତ ୧ମାସରୁ ଅଧିକ ଦିନ ହେବ ବସୁଧା ଯୋଜନାରେ ଘରକୁ ଘର ଦିଆ ଯାଉଥିବା ପାଇପ ଯୋଗେ ପାନୀୟ ଜଳ ଯୋଗାଣ ବନ୍ଦ ରହିଛି । ଯାହା ଫଳରେ ଗ୍ରାମବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗ୍ରାମର ସଲାବାଡ଼ି ଠାରେ ବସୁଧା ଯୋଜନାରେ
Read More...

ଗାଈଙ୍କ ଆମ୍ବୁଲାନ୍ସ ସେବା ଆରମ୍ଭ କରିବ ଏହି ରାଜ୍ୟ

ମଥୁରା: ସାଙ୍ଘାତିକ ରୋଗରେ ପୀଡ଼ିତ ଗାଈମାନଙ୍କ ପାଇଁ ଆମ୍ବୁଲାନ୍ସ୍‌ ସେବା ଆରମ୍ଭ କରିବା ଲାଗି ଉତ୍ତର ପ୍ରଦେଶ ସରକାର ସମସ୍ତ ପ୍ରସ୍ତୁତି କରିଥିବା କଥା ରବିବାର ଦିନ ରାଜ୍ୟ ଦୁଗ୍ଧଜାତ ସାମଗ୍ରୀ ବିକାଶ, ପ୍ରାଣୀ ପାଳନ ଓ ମତ୍ସ୍ୟ ବିଭାଗ ମନ୍ତ୍ରୀ ଲକ୍ଷ୍ମୀନାରାୟଣ ଚୌଧୁରୀ କହିଛନ୍ତି।ଦେଶରେ
Read More...

ଅଷ୍ଟ୍ରେଲିଆ ଟି-୨୦ ବିଶ୍ୱ ବିଜେତା

ଦୁବାଇ: ନ୍ୟୁଜିଲାଣ୍ଡକୁ ୮ ଉଇକେଟରେ ହରାଇ ଅଷ୍ଟ୍ରେଲିଆ ଜିତିଲା ତା'ର ପ୍ରଥମ ଟି-୨୦ ବିଶ୍ୱକପ ଟ୍ରଫି । ଏଥି ସହିତ ପୁଣିଥରେ ନିରାଶ ହୋଇଛି ନ୍ୟୁଜିଲାଣ୍ଡ । ଡେଭିଡ ୱାର୍ଣ୍ଣର ଓ ମାର୍ଶ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଦଳ ମାତ୍ର ୧୮.୫ ଓଭରରେ ୨ ଉଇକେଟ ହରାଇ ଆବଶ୍ୟକ ରନ୍‌ ସଂଗ୍ରହ କରିନେଇଛି ।
Read More...

ଆସନ୍ତାକାଲି ଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହେଉଛି ମହାପ୍ରଭୁଙ୍କ ପଞ୍ଚୁକ ନୀତି

ପୁରୀ,୧୪/୧୧- ଆସନ୍ତାକାଲି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଞ୍ଚୁକ ନୀତି ଆରମ୍ଭ ହେଉଥିବାରୁ ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ମର୍ଚ୍ଚିକୋଟ ଛକ ଠାରୁ ଅସ୍ଥାୟୀ ବ୍ୟାରିକେଡ଼ର ବ୍ୟବସ୍ଥା ହୋଇଛି । ପୋଲିସ ପକ୍ଷରୁ
Read More...

ବୌଦ୍ଧ: ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଉଦଯାପିତ

ବୌଦ୍ଧ,୧୪/୧୧:- ଆଜି ସ୍ଥାନୀୟ ଟାଉନହଲ ଠାରେ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ 'ସୁରଭି' ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ପ୍ରକଳ୍ପ ସଂଯୋଜକ ତଥା ଜିଲ୍ଲା ଶିକ୍ଷା ଅଧିକାରୀ ଡ଼ଃ ଉଦୟନାଥ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା
Read More...

ମା ମାହେଶ୍ୱରୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ: ସାହାଜପାଲ ଚମ୍ପିୟାନ

ଜହ୍ନାପଙ୍କ,୧୪/୧୧ : ବୌଦ୍ଧ ବ୍ଳକ ଖୁଂଟବନ୍ଧ ପଞ୍ଚାୟତ ବୁରକଟା ଗଦବସା ପଡ଼ିଆରେ ମା ମ ।ହେଶ୍ୱରୀ ଫୁଟବଲ ଏସୋସିଏସନ ପକ୍ଷରୁ ୨ଦିନ ଧରି ଚାଲିଥିବା ୧୨ ତମ ମା ମାହେଶ୍ୱରୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଫାଇନାଲ ଖେଳସହ ଉଦଯାପିତ ହୋଇଯାଇଛି । ପ୍ରଥମ ସେମିଫାଇନାଲ ସରସରା ଓ ସାହାଜପ ।ଲ ମଧ୍ୟରେ
Read More...

ନଟରାଜ କଳା ମନ୍ଦିରରେ ଶିଶୁ ଦିବସ ପାଳିତ

ଫୁଲବାଣୀ,୧୪/୧୧- କନ୍ଧମାଳ ଜିଲ୍ଲାର ଜଣାଶୁଣା ଘରେ ଘରେ ପରିଚିତ ନୃତ୍ୟଗୁରୁ ବିନୋଦ ସାହୁଙ୍କ ନଟରାଜ କଳା ମନ୍ଦିରରେ ସ୍ୱର୍ଗତ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମ ତିଥିରେ କୁନିକୁନି ଶିଶୁଙ୍କ ଗହଣରେ ଶିଶୁ ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠାନର ନୃତ୍ୟ ଶିକ୍ଷକ ବିନୋଦ ଚନ୍ଦ୍ର ସାହୁ ଓ
Read More...

ବାଉଁଶୁଣୀରେ ଉଡାନ୍‌-୨୦୨୧ ଉଦଯାପିତ

କଣ୍ଟାମାଳ,୧୪/୧୧ - ଗତକାଲି ଠାରୁ ବାଉଁଶୁଣୀଠାରେ ଆୟୋଜିତ କୈଶୋର ସମ୍ମେଳନ (ଉଡାନ-୨୦୨୧) ଆଜି ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି । ଗତକାଲି ଏହି କାର୍ଯ୍ୟକ୍ରମର ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗଦେଇ ଶିଶୁ ସୁରକ୍ଷା, ଶିଶୁ ଅଧିକାର ସହିତ ରାଜ୍ୟ
Read More...