ରିଲାଏନ୍ସ ଜିଓ ଟାୱାରରେ ନିଆଁ, ସେବା ବ୍ୟାହତ
ଦାରିଙ୍ଗବାଡି : ରବିବାର ସନ୍ଧ୍ୟାରେ ଦାରିଙ୍ଗବାଡି ଚାରିଛକ ନିକଟରେ ଥିବା ରିଲାଏନ୍ସ ଜିଓ ମୋବାଇଲ ଟାୱାରରେ ସଟ୍ ସର୍କିଟ ଯୋଗୁଁ ଡିଜି (ଜେନେରେଟର)ରେ ନିଆଁ ଲାଗିଯାଇଛି । ନିଆଁର ପ୍ରକୋପ ଅଧିକ ହେବାରୁ ସ୍ଥାନୀୟ ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ନିଆଁ!-->…
Read More...
Read More...