Yearly Archives

2021

ନଦୀ ସୁଅରେ ଭାସିଗଲେ ମହିଳା

ଉଦଳା : ଲଗାଣ ବର୍ଷା କାରଣରୁ ନଦୀ ଫୁଲୁଛି । ନଦୀରେ ଭାସିଗଲେ ମହିଳା । ମୟୁରଭଞ୍ଜ ଜିଲ୍ଲା ଉଦଳା ନାଲୁହା ନଦୀରେ ଭାସିଯାଇଛନ୍ତି ମହିଳା । ନିଖୋଜ ମହିଳାଙ୍କୁ ନାମ ସାବିତ୍ରୀ ବିଶ୍ୱାଳ ବୋଲି ଜଣାପଡିଛି । ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।
Read More...

ହୀରାକୁଦର ଆଉ ୪ ଗେଟ୍‌ ଖୋଲିବ

ସମ୍ବଲପୁର : ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇଛି । ଏହାକୁ ନିୟନ୍ତ୍ରଣ କରିବା ପାଇଁ ଆଉ ୪ଟି ଗେଟ ଖୋଲାଯିବ ବୋଲି ଜଳଭଣ୍ଡାର କର୍ତ୍ତୃପକ୍ଷ କହିଛନ୍ତି । ବର୍ତ୍ତମାନ ୨୪ ଗେଟ୍‌ ଦେଇ ଜଳ ନିଷ୍କାସନ ହେଉଛି ।
Read More...

ନାଳରେ ଭାସି ବୃଦ୍ଧ ନିଖୋଜ

ଖଣ୍ଡପଡା : ଲଗାଣ ବର୍ଷା ଯୋଗୁଁ ନଦୀ ନାଳଗୁଡିକର ଜଳସ୍ତର ବୃଦ୍ଧି ପାଉଛି । ଖଣ୍ଡପଡା ଅଞ୍ଚଳରେ ସବୁ ଛୋଟ ବଡ ଜଳାଶୟଗୁଡିକର ପାଣି ବଢିଥିବା ଦେଖାଦେଇଛି । ତେବେ ମଙ୍ଗଳବାର ମାଛ ଧରିବାକୁ ଯାଇ ଗଭୀର ଜଳରେ ଭାସି ନିଖୋଜ ହୋଇ ଯାଇଛନ୍ତି ବୃଦ୍ଧ । ତାଙ୍କ ବୟସ ୬୦ ବର୍ଷ । ଏଭଳି ଅଭାବନୀୟ ଘଟଣା
Read More...

ଇଂଜିନିୟରିଂ ଦିବସ ପାଳନ

ଗୁମ୍ମା : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ସଭାଗୃହରେ ଆଜି ଓଡିଶା ଡିପ୍ଲୋମା ଇଂଜିନିୟରିଂ ସେବା ସଂଘ ଗଜପତି ଶାଖା ଏବଂ ରାମକୋ ସିମେଣ୍ଟ ସହଯୋଗରେ ଇଂଜିନିୟରିଂ ଦିବସ ପାଳନ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଗୁମ୍ମା ବିଡ଼ିଓ ନଟବର ଗରଡ଼ ଯୋଗ ଦେଇ ଥିବା ବେଳେ ଜିଲ୍ଲା ଇଂଜିନିୟରିଂ ସଙ୍ଘର
Read More...

ପୂର୍ଣ୍ଣଗର୍ଭା ମହାନଦୀ ଯୋଗୁଁ ସମ୍ବଲପୁରରେ ସ୍ଥିତି ଟଳମଳ

ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ଏକସଙ୍ଗେ ୨୪ଟି ଗେଟ ଖୋଲି ପ୍ରାୟ ୪ଲକ୍ଷ ଘନଫୁଟ ପ୍ରତି ସେକେଣ୍ଡରୁ ଅଧିକ ବନ୍ୟାଜଳ ନିଷ୍କାସନ ଯୋଗୁଁ ସମ୍ବଲପୁର ଠାରେ ମହାନଦୀ ପୂର୍ଣ୍ଣଗର୍ଭା ହୋଇ ନିଜ ବିକରାଳ ରୂପ ଦେଖାଉଛି । ଏହା ଫଳରେ ମହାନଦୀ ଉପରେ ଆଶ୍ରିତ ଲୋକେ ଅତି ଅସୁରକ୍ଷିତ ଅବସ୍ଥାରେ ସତର୍କତା
Read More...

କାରଖାନାରେ ବଡଧରଣର ଅଗ୍ନିକାଣ୍ଡ

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ମାୟାପୁରୀ ଅଞ୍ଚଳରେ ଥିବା ଏକ କାରଖାନାରେ ନିଆଁ ଲାଗିଥିବାର ଖବର ଆସିଛି । ମାୟାପୁରୀର ଫେଜ-୨ରେ ଥିବା ଏକ କାରଖାନାରେ ନିଆଁ ଲାଗିଯାଇଥିଲା । ଘଟଣାର ସୂଚନା ପାଇବା ପରେ ଅଗ୍ନିଶମ ବିଭାଗର ୧୨ ଟି ଗାଡି, ଦିଲ୍ଲୀ ପୋଲିସ ଏବଂ ସ୍ଥାନୀୟ ପ୍ରଶାସନିକ ଅଧିକାରୀ
Read More...

ରାଜ୍ୟରେ ପୁଣି ୫୮୦ କରୋନା ପଜିଟିଭ ଚିହ୍ନଟ, ୪ ମୃତ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୮୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୭୭ ଜଣ ୧୮ ବର୍ଷରୁ କମ୍ ବର୍ଗର। ୫୮୦ ଆକ୍ରାନ୍ତଙ୍କ ମଧ୍ୟରୁ ୩୩୬ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି ୨୪୪ଟି ହେଉଛି ଲୋକାଲ୍ କେସ୍। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୬୧ ଜଣ ଚିହ୍ନଟ
Read More...

ବାନ୍ଧବୀ ସହ ଭୁବନେଶ୍ୱର ଫେରିଲା ଚିକୁନ, କରିଥିଲା ଏହି ଯୋଜନା

ଭୁବନେଶ୍ୱର: ୮ ମାସ ତଳେ ଗଢ଼ିଥିଲେ ସଂସାର। ଦୀର୍ଘ ଦିନର ପ୍ରେମିକାକୁ ପତ୍ନୀ କରି ଘରକୁ ଆଣିଥିଲେ। ହେଲେ ପତ୍ନୀ ଥାଉ ଥାଉ ପୁରୁଣା ବାନ୍ଧବୀଙ୍କ ଆଡ଼କୁ ଢଳିଲା ମନ। ଶେଷରେ ବାନ୍ଧବୀଙ୍କ ସହ ଦିଲ୍ଲୀ ଯାଇ ନୂଆ ସଂସାର ଗଢ଼ିବାକୁ କରିଥିଲେ ଯୋଜନା। ହେଲେ ସବୁ ଫସର ଫାଟିଗଲା। ଗତ ଶନିବାର ରାତିରୁ
Read More...

ବାଲିଗୁଡ଼ା ବିଜେଡ଼ି ପକ୍ଷରୁ ମନ୍ତ୍ରୀ ପ୍ରତାପ ଜେନାଙ୍କ ଆଶୁ ଆରୋଗ୍ୟ କାମନା, ମା’ପାଟ୍ଟଖଣ୍ଡା ମନ୍ଦିରରେ ସମୂହ…

ବାଲିଗୁଡ଼ା: ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ,ନଗର ଉନ୍ନୟନ, ପାନୀୟଜଳ, ଆଇନ୍‌ ମନ୍ତ୍ରୀ ତଥା କନ୍ଧମାଳ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରତାପ ଜେନାଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ବାଲିଗୁଡ଼ାର ଆରାଧ୍ୟ ଦେବୀ ମା'ପାଟ୍ଟଖଣ୍ଡାଙ୍କ ନିକଟରେ ନଗର ବିଜେଡ଼ି ପକ୍ଷରୁ ସମୁହ ଦୀପଦାନ କରାଯାଇଛି । ନଗର
Read More...

ପାତାଳି ଶ୍ରୀକ୍ଷେତ୍ରରୁ ଚୋରି, ଜିଲ୍ଲାସାରା ତୀବ୍ର ପ୍ରତିକ୍ରିୟା

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାର କୋଟସମଲାଇ ଅନ୍ତର୍ଗତ ପାତାଳି ଶ୍ରୀକ୍ଷେତ୍ରର ମୁଖ୍ୟ ମନ୍ଦିରରୁ ଚୋରି ହୋଇଥିବାର ଜଣାଯାଇଛି । ଗତକାଲି ପୂଜାକରିବାକୁ ସକାଳୁ ମନ୍ଦିର ପୂଜକ ଚିତ୍ତରଞ୍ଜନ ପାଢ଼ୀ, ଗୁଣ ସାଗର ପଣ୍ଡା ଆସିବା ପରେ ମୁଖ୍ୟ ମନ୍ଦିରର ତାଲା ଭଙ୍ଗାଯାଇଥିବା ଦେଖିବାକୁ ପାଇଥିଲେ
Read More...