Yearly Archives

2021

କରୋନା ମହାମାରୀ | ଭର୍ଚୁଆଲ୍‌ ମାଧ୍ୟମରେ କରୋନା ମହାମାରୀ ପାଇଁ ଆଲୋଚନା କଲେ ବିଧାୟକ

ଦଶପଲ୍ଲା : - ଦଶପଲ୍ଲା ବିଧାୟକ,ଦଶପଲ୍ଲା ତଥା ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଆଜି ଦଶପଲ୍ଲା ବିଜୁ ଛାତ୍ର ଜନତା ଦଳ ତରଫରୁ କୋରୋନା ମହାମାରୀକୁ କିଭଳି ଭାବେ ମୁକାବିଲା କରାଯିବ ନେଇ ଏକ ଭର୍ଚୁୁଆଲ ମିଟିଂ ଆୟୋଜିତ ହୋଇଯାଇଛି । ଏଥିରେ ବିଧାୟକ ଯୋଗଦେଇ
Read More...

କନ୍ଧମାଳ ଜିଲ୍ଲାରେ ବୁଲିଲା ଟିକାକରଣ ରଥ

ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ବୁଲିଲା ଟିକା ସଚେତନତା ରଥ । ଯେ ଏସଆଇ, ଏଚ ଏଲ ପିପି ଟି ଆନୁକୂଲ୍ୟରେ ଏହି ରଥ ଫୁଲବାଣୀ ସହରର ବିଭିନ ଅଂଚଳରେ ବୁଲି ସଚେତନ କରିବ । ଲକ୍ଷ ରହିଛି ଜିଲାରେ ୧୦୦ ଶତକଡା ଟୀକା ଦାନ କରିବା । ଜିଲ୍ଲାରେ ପ୍ରଥମ ଡୋଜ ଟୀକା କରଣ ଏବଂ ଦ୍ୱିତୀୟ ଡୋଜ ଟିକାକରଣ ହାର
Read More...

ଝିଅଙ୍କୁ ୧୬ ବର୍ଷରୁ ବିବାହ କରିଦେବା ଉଚିତ୍‌, କାରଣ କହିଲେ ସପା ସାଂସଦ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଝିଅଙ୍କ ବିବାହ ବୟସ ୧୮ରୁ ୨୧ କରିବା ପାଇଁ କେନ୍ଦ୍ର କ୍ୟାବିନେଟରେ ଅନୁମୋଦନ ଦେଇଛନ୍ତି । ଏହାକୁ ସମାଜବାଦୀ ପାର୍ଟି(ସପା)ର ବହୁ ନେତା ବିରୋଧ କରୁଛନ୍ତି । ଗତକାଲି ଅବୁଆଜମୀ, ଶପିକୁରହମାନ ବର୍କଙ୍କ ପରେ ଆଜି ସପା ସାଂସଦ ଏସଟି ହସନ ମଧ୍ୟ କେନ୍ଦ୍ର ସରକାରଙ୍କ
Read More...

ଅଣ୍ଟା ଭିଡୁଛି କଂଗ୍ରେସ , ଗଠିତ ହେଲା କମିଟି

ଦଶପଲ୍ଲା,୧୭/୧୨ : - ଓଡ଼ଗାଁ ବ୍ଲକ କଂଗ୍ରେସର ନୂତନ କମିଟି ଗଠନ କରାଯାଇଛି । ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଏବଂ ଜିଲ୍ଲା ସଭାପତି ରଣଜିତ ଦାସଙ୍କ ଅନୁମୋଦନକ୍ରମେ ୨୫ ଜଣିଆ ଓଡ଼ଗାଁ ବ୍ଲକ କଂଗ୍ରେସ କମିଟି ଘୋଷଣା କରାଯାଇଛି । ଉପସଭାପତି ଭାବେ
Read More...

ଅଣ୍ଡର-୧୯ ଖେଳାଳିଙ୍କୁ କ୍ରିକେଟ ପାଠ ପଢାଇଲେ ରୋହିତ, ଫଟୋ ସେୟାର କଲା ବିସିସିଆଇ

ମୁମ୍ବାଇ : ଟିମ୍‌ ଇଣ୍ଡିଆର ସୀମିତ ଓଭର ଅଧିନାୟକ ରୋହିତ ଶର୍ମା ଆହତରୁ ସୁସ୍ଥ ହେବା ପାଇଁ ନ୍ୟାସନାଲ କ୍ରିକେଟ୍‌ ଏକାଡେମୀରେ ରହିଛନ୍ତି । ଆହତ କାରଣରୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜରୁ ତାଙ୍କୁ ବାଦ ଦିଆଯାଇଛି । ତାଙ୍କ ସହ ଟିମ୍‌ ଇଣ୍ଡିଆର ତାରକା ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା
Read More...

ଲକ୍ଷ୍ମୀପୂଜା ଉପଲକ୍ଷେ ପାରାୟଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ

ଜହ୍ନ ।ପଙ୍କ,୧୭/୧୨ : ବୌଦ୍ଧ ବ୍ଳକ ଖୁଂଟବନ୍ଧ ପଂଚାୟତ ଅନ୍ତର୍ଗତ ବାଲିଦୋହଲି ଗ୍ରାମରେ ମାର୍ଗଶିର ମାସ ଶେଷ ଗୁରୁବାର ଉପଲକ୍ଷେ ରାମାୟଣର ସୁନ୍ଦରାକାଣ୍ଡ ପ ।ରାୟଣ ଅନୁଷ୍ଠିତ ହୋଇଥିଲା । ଏଥିରେ ବ୍ୟାସ ଭାବେ ନମିତା ସାହୁ ରାମାୟଣ ପାଠ କରିଥିଲେ । ସନ୍ଧ୍ୟାରେ ଗୋଛ ।ପଡ଼ । ଗୁପ୍ତେଶ୍ୱର
Read More...

ଭିନ୍ନକ୍ଷମ ମାନଙ୍କ ଅଧିକାର ଓ ଅଧିନିୟମ ସଚେତନତା ଶିବିର ଅନୁଷ୍ଠିତ

ପୁରୀ,୧୭/୧୨- ଦିବ୍ୟାଙ୍ଗ ମାନଙ୍କ ଉନ୍ନତି ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବାସହ ସେମାନଙ୍କୁ ବିଭିନ୍ନ ସହାୟତା ପ୍ରଦାନ କରୁଛନ୍ତି । ଅନୁରୂପ ଭାବେ ଜିଲ୍ଲାରେ ମଧ୍ୟ ଦିବ୍ୟାଙ୍ଗ ମାନଙ୍କ କଲ୍ୟାଣ ନିମନ୍ତେ ଜିଲ୍ଲା ପ୍ରଶାସନ ସରକାରଙ୍କ ସମସ୍ତ ଯୋଜନାକୁ ଫଳପ୍ରଦ
Read More...

ଅଜଣା ଗାଡି ଧକ୍କାରେ ଗାଢାଭାଲୁ ମୃତ୍ୟୁ

ପୁରୀ : ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ନିଆଖିଆ ବିଜୀ ନିକଟରେ ଅଜଣା ଗାଡି ଧକ୍କାରେ ଗାଢାଭାଲୁ ମୃତ୍ୟୁ । ଗଢାଭାଲୁ ଦେଖିବାକୁ କଳା ରଙ୍ଗର, ବଡବଡ ନଖଥିବା ଦେଖିବାକୁ ମିଳିଛି । ଏପରି ଜନ୍ତୁ ପୁରୀ କୋଣାର୍କ ବନଖଣ୍ଡରେ ପ୍ରଥମ ଥର ଦେଖିବାକୁ ମିଳିଛି । ଏମାନେ ଗାତ ଭିତରେ ରହୁଥିବା
Read More...

୧୨ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଚୋରି ଘଟଣା : ଜଣେ ଗିରଫ, ବୁଲେଟ୍‌ ଓ ବାଇକ ଉଦ୍ଧାର

ରାୟଗଡା: ଚଳିତ ମାସ ଡିସେମ୍ବର ୧୨ ତାରିଖ ବିଳମ୍ବିତ ରାତ୍ରରେ ରାୟଗଡା ଟାଉନ ଥାନା ଅନ୍ତର୍ଗତ ସହରର ସାଇ ଇଣ୍ଟରନ୍ୟାସନାଲ ରୋଡରେ ଥିବା ଅନଲାଇନ ସାମଗ୍ରୀ ବୁକିଂ ଓ ଡେଲିଭରି ସଂସ୍ଥା ଇନଷ୍ଟାକାର୍ଟ ସର୍ଭିସ ପ୍ରାଇଭେଟ୍‌ ଲିମିଟେଡ୍‌ର ସଟର ତାଡି ୧୨ଲକ୍ଷ୧୮୦୪୮ଟଙ୍କା ଚୋରି ଘଟଣାରେ ସଂପୃକ୍ତ
Read More...

ଏସିଆନ୍ ଚାମ୍ପିୟନ୍ସ ଟ୍ରଫି ହକି, ପାକିସ୍ତାନକୁ ହରାଇଲା ଭାରତ

ଭୁବନେଶ୍ୱର: ଚଳିତ ଏସିଆନ୍ ଚାମ୍ପିୟନ୍ସ ଟ୍ରଫି ହକିରେ ଭାରତୀୟ ପୁରୁଷ ଟିମର ବିଜୟ ଧାରା ଅବ୍ୟାହତ ରହିଛି। ଭାରତ ଆଜି ତା’ର ତୃତୀୟ ମ୍ୟାଚରେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୩-୧ ଗୋଲରେ ପରାସ୍ତ କରିଛି। ଏହା ପୂର୍ବରୁ ଭାରତ ଦ୍ୱିତୀୟ ମ୍ୟାଚରେ ଆୟୋଜକ ବାଂଲାଦେଶକୁ ୯-୦ ଗୋଲରେ
Read More...