କରୋନା ମହାମାରୀ | ଭର୍ଚୁଆଲ୍‌ ମାଧ୍ୟମରେ କରୋନା ମହାମାରୀ ପାଇଁ ଆଲୋଚନା କଲେ ବିଧାୟକ

0 114

ଦଶପଲ୍ଲା : – ଦଶପଲ୍ଲା ବିଧାୟକ,ଦଶପଲ୍ଲା ତଥା ଜିଲ୍ଲା ବିଜେଡ଼ି ସଭାପତି ରମେଶ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଆଜି ଦଶପଲ୍ଲା ବିଜୁ ଛାତ୍ର ଜନତା ଦଳ ତରଫରୁ କୋରୋନା ମହାମାରୀକୁ କିଭଳି ଭାବେ ମୁକାବିଲା କରାଯିବ ନେଇ ଏକ ଭର୍ଚୁୁଆଲ ମିଟିଂ ଆୟୋଜିତ ହୋଇଯାଇଛି । ଏଥିରେ ବିଧାୟକ ଯୋଗଦେଇ ଲୋକମାନଙ୍କୁ କିଭଳିଭାବେ ସଚେତନ କରାଯିବ ଏବଂ କରୋନା ସମୟରେ ଲୋକମାନଙ୍କର ବିଭିନ୍ନ ସମସ୍ୟାକୁ ଦୂର କରାଯିବ ଏବଂ ରକ୍ତ ଦାନ ଶିବିର ଆୟୋଜନ କରି କିଭଳି ରକ୍ତ ଅଭାବକୁ ଦୂର କରାଯିବ ସେ ବିଷୟରେ ବିଭିନ୍ନ ବ୍ୟକ୍ତି ବିଶେଷ ଓ ବିଜେଡି କର୍ମୀ ମାନଙ୍କ ସହିତ ଆଲୋଚନା କରିଥିଲେ ।

hiranchal ad1
Leave A Reply

Your email address will not be published.

three × one =