Yearly Archives

2021

କନ୍ଧମାଳ : ଗୋଛାପଡା ପୋଲିସ ଦ୍ୱାରା ଗଞ୍ଜେଇ ସହ କାର ଜବତ, ୩ ଅଭିଯୁକ୍ତ ଗିରଫ

କନ୍ଧମାଳ,୨୨/୭: କନ୍ଧମାଳ ଜିଲ୍ଲା ଗୋଛାପଡ଼ା ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ନେଡ଼ି ପଦର ଗ୍ରାମ ନିକଟ ପୃଦେନି ଛକ ରେ ଚଢ଼ାଉ କରି ଏକ କାର ସମେତ ୧୮୦କେଜି ଗଞ୍ଜେଇ ଜବତ କରିଛି । ଏଥିରେ ସଂପୃକ୍ତ ଥିବା ୩ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରିଛି ପୋଲିସ । ଗିରଫ ବ୍ୟକ୍ତିମାନେ ହେଲେ
Read More...

ତିନି ରଥ ଉପରେ ମହାପ୍ରଭୁଙ୍କ ଅଧରପଣା ନୀତି ସଂପନ୍ନ

ପୁରୀ,୨୨/୭- ସୁରୁଖୁରୁରେ ଶେଷ ହୋଇଛି ତିନି ରଥ ଉପରେ ମହାପ୍ରଭୁଙ୍କ ଅଧରପଣା ନୀତି । ଗତକାଲି ମହାପ୍ରଭୁଙ୍କ ଦୁର୍ଲଭ ସୁନାବେଶ ନୀତି ଶେଷ ହେବାପରେ ଆଜି ଚଣ୍ଡୀଚାମୁଣ୍ଡାପାର୍ଶ୍ୱଦେବାଦେବୀ ମାନଙ୍କୁ ଶାନ୍ତି କରିବା ପାଇଁ ଅଧରପଣା କରାଯାଇ ଅଧର ହାଣ୍ଡିକୁ ରଥଉପରେ ଭଙ୍ଗା ଯାଇଥିଲା ।
Read More...

ଫୁଲବାଣୀ ବିଧାୟକ ଓ ଖଜୁରିପଡା ବ୍ଲକ ଅଧ୍ୟକ୍ଷଙ୍କ ଆଦର୍ଶ ବିଦ୍ୟାଳୟ ପରିଦର୍ଶନ

ଫୁଲବାଣୀ,୨୨/୭ - ଆଜି କନ୍ଧମାଳ ଜିଲ୍ଲାର ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଓ ଖଜୁରିପଡା ବ୍ଲକ ଅଧ୍ୟକ୍ଷ ବିରେନ୍ଦ୍ର କହଁରଙ୍କ ସମେତ ଅନ୍ୟ ବିଜେଡି କର୍ମୀମାନେ କନ୍ଧମାଳ ଜିଲ୍ଲାର ଖଜୁରିପଡା ବ୍ଲକ ଅନ୍ତର୍ଗତ ଦୁତିପଡାଠାରେ ହେବାକୁ ଥିବା ସ୍ମାଟ ବା ଆଦର୍ଶ ବିଦ୍ୟାଳୟ ପରିଦର୍ଶନରେ ଯାଇ
Read More...

ଭରତାପୂର ଗ୍ରାମରେ ବୃକ୍ଷରୋପଣ କାଯ୍ୟକ୍ରମ

ହରଭଙ୍ଗା,୨୨/୭- ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ଭରତାପୂର ଗ୍ରାମରେ ପ୍ରାୟ ୨୦୦ ଔଷଧୀୟ ଏବଂ ଫଳଗଛ ଲଗାଯାଇଛି । ଏହି କାର୍ଯ୍ୟକ୍ରମ ରେ ଏଲକେବିକେ ସରସରା, ନେହେରୁ ଯୁବକେନ୍ଦ୍ର, ମାହେଶ୍ୱରୀ ୟୁଥ କ୍ଲବର ସଦସ୍ୟଙ୍କ ସମେତ ଜାତୀୟ ଯୁବ ସ୍ୱେଚ୍ଛାସେବୀ ସୁପ୍ରିୟା ଦେହୁରୀ ଏବଂ ମନୋଜ ଭୋକ୍ତାଙ୍କ
Read More...

ବିପର୍ଯ୍ୟୟ ପରିଚାଳନା ତାଲିମ ଶିବିର

ହରଭଙ୍ଗା,୨୨/୭- ବୌଦ୍ଧଜିଲ୍ଲା ହରଭଙ୍ଗାବ୍ଲକ ଧଳପୁର ହାଇସ୍ଲୁଲ୍‌ ଠାରେ ବୌଦ୍ଧଜିଲ୍ଲା ବିପର୍ଯ୍ୟୟ ପରିଚାଳନା ପକ୍ଷରୁ ଗୋଷ୍ଠିସହଭାଗିତା ତାଲିମ୍‌ କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବୌଦ୍ଧଜିଲ୍ଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀ ଅବିନାଶ ପାଣ୍ଡିଆ ଯୋଗଦେଇ ବିପଯ୍ୟୟ
Read More...

ଉତ୍କଟ ପାନୀୟଜଳ ସମସ୍ୟା: ଜନ ସ୍ୱାସ୍ଥ୍ୟ ବିଭାଗ ଅଧିକ୍ଷଣ ଯନ୍ତ୍ରୀଙ୍କୁ ଘେରାଉ

ସମ୍ବଲପୁର, ୨୨/୭- ପଶ୍ଚିମାଞ୍ଚଳର ପ୍ରାଣକେନ୍ଦ୍ର ବୋଲାଉଥିବା ଓ ହୀରାକୁଦ ଜଳଭଣ୍ଡାରର ତଳେ ରହିଥିବା ସମ୍ବଲପୁବାସୀଙ୍କୁ ମଧ୍ୟ ଜଳକଷ୍ଟ ଅତିଷ୍ଠ କରିଦେଇଛି । ମହାନଗର ନିଗମର ଏମିତି କୌଣସି ଅଞ୍ଚଳ ଏଇ ସମସ୍ୟାରୁ ବର୍ତ୍ତିନାହିଁ ଓ ବିଶେଷକରି ସାକ୍ଷୀପଡା ଅଞ୍ଚଳରେ ବର୍ତ୍ତମାନ ପାନୀୟଜଳ
Read More...

ରାସ୍ତା ନିର୍ମାଣର ଅନିୟମିତତାର ତଦନ୍ତ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

ବୌଦ୍ଧ/ଜହ୍ନାପଙ୍କ,୨୨/୭- ବୌଦ୍ଧବ୍ଲକ ଖୁଂଟବନ୍ଧ ପଞ୍ଚାୟତ ଅନ୍ତର୍ଗତ ଜାତୀୟ ରାଜପଥ ନଂ ୫୭ରୁ ମଧୁପୁର ଗାଁର ରାସ୍ତାର ଉନ୍ନତିକରଣ ପାଇଁ ୨୦୨୦-୨୧ ଆର୍ଥିକ ବର୍ଷରେ ୯୦ ହଜାର ଟଙ୍କା ଅନୁମୋଦନ ହୋଇଥିଲା । ଏହି କାର୍ଯ୍ୟ ବିଭାଗୀୟଙ୍କ ନାମରେ ଥିଲେ ମଧ୍ୟ ଠିକାଦାର ଏହାକୁ ନିର୍ମାଣ କରିଥିଲେ ।
Read More...

ସ୍ନେକ ହେଲ୍‌ପଲାଇନ ଦ୍ୱାରା ୨ଟି ନାଗସାପ ଉଦ୍ଧାର

ବୌଦ୍ଧ,୨୨/୭- ଆଜି ସନ୍ଧ୍ୟା ପ୍ରାୟ ୬ଟାରେ ବୌଦ୍ଧସହରର ବାବୁସାହିରୁ ଏକ ୫ ଫୁଟ ଲମ୍ବର ଗୋଖର ନାଗ ସ୍ନେକ ହେଲପଲାଇନ ଦ୍ୱାରା ଉଦ୍ଧାର କରାଯାଇଛି । ବାବୁସାହି ନିବାସୀ ପ୍ରଦୀପ ମିଶ୍ରଙ୍କ ଘରେ ଏକ ନାଗସାପ ବାହାରିଥିବାବେଳେ ସେ ସ୍ନେକ ହେଲପଲାଇନକୁ ଖବର ଦେଇଥିଲେ । ସେହିପରି ଆଜି ଅପରାହ୍ନ
Read More...

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ କେନ୍ଦ୍ରମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ଭେଟିଲେ ବିଜେପି ସାଂସଦ

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଗୁରୁବାର ରାଜ୍ୟ ବିଜେପି ସାଂସଦର ଏକ ପ୍ରତିନିଧି ମଣ୍ଡଳି ନୂଆଦିଲ୍ଲୀ ଠାରେ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଂଟନ ମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ଭେଟି ଓଡ଼ିଶାରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ
Read More...

ନବ ନିଯୁକ୍ତ ବିଜେଡି ସଭାପତି ପ୍ରମୋଦ ସାହୁଙ୍କୁ ସମ୍ବର୍ଦ୍ଧନା

ଫୁଲବାଣୀ: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକର ନବ ନିଯୁକ୍ତ ବିଜେଡି ସଭାପତି ପ୍ରମୋଦ ସାହୁଙ୍କୁ ସ୍ଥାନୀୟ ବିଜେଡ଼ି କର୍ମୀ ଓ ସ୍ଥାନୀୟ ଜନସାଧାରଣ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ସାହୁଙ୍କୁ ପୁନର୍ବାର ଦ୍ୱିତୀୟ ଥର ପାଇଁ ବ୍ଲକ
Read More...