Yearly Archives

2021

୧୪ରୁ ଯାଞ୍ଚ ହେବ ଶ୍ରୀମନ୍ଦିର ଗର୍ଭ ଗୃହ ଓ ନାଟ୍ୟ ମନ୍ଦିର

ପୁରୀ : ଆସନ୍ତା ୧୪ ତାରିଖରେ ପୁରୀ ଠାରେ ପୂର୍ତ୍ତ ବିଭାଗ ଓ ଏଏସ୍‌ଆଇ ମିଳିତ ଭାବେ ଶ୍ରୀମନ୍ଦିର ନାଟ୍ୟ ମଣ୍ଡପ ଗର୍ଭଗୃହ ଯାଞ୍ଚ କରିବେ । ଅବସ୍ଥା କିପରି ଅଛି ଓ କଣ ଭଲ କରି ହେବ, ତା ରିପୋର୍ଟ ଆସିବା ପରେ ପୂର୍ତ୍ତ ବିଭାଗ ଆଗାମୀ କାର୍ଯ୍ୟ କରିବ । ବର୍ତ୍ତମାନ ଅବସ୍ଥା ଭଲ ଅଛି ।
Read More...

ଅଇଁଠାପାଲି ଛକର ସ୍ଥାୟୀ ମରାମତି ପାଇଁ ଦାବିପତ୍ର

ସମ୍ବଲପୁର, ୭/୭- ସମ୍ବଲପୁର ନଗରର ପ୍ରବେଶ ପଥ ରୂପେ ପରିଚିତ ଅଇଁଠାପାଲି ଛକର ବର୍ତ୍ତମାନ ଦୟନୀୟ ସ୍ଥିତିକୁ ନେଇ ସ୍ଥାନୀୟ ଯୁବଗୋଷ୍ଠୀଙ୍କ ପକ୍ଷରୁ ଉଦ୍‌ବେଗ ପ୍ରକାଶ ପାଇଛି । ମାଁ ଲିମସରିଏନ ଯୁବ ସଚେତନ ସଂଘ ପକ୍ଷରୁ ଏକ ଯୁବଗୋଷ୍ଠୀ ଆଜି ସମ୍ବଲପୁର ଜିଲ୍ଲା ପ୍ରଶାସନ ଜରିଆରେ ଭାରତର
Read More...

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ସାଂସଦ ଅଶ୍ୱିନୀ ବୈଷ୍ଣବ, ଆଜି ସନ୍ଧ୍ୟାରେ ୪୩ ନୂଆମନ୍ତ୍ରୀ ନେବେ ଶପଥ

ଭୁବନେଶ୍ୱର,୭/୭- ଆଜି ସନ୍ଧ୍ୟାରେ କେନ୍ଦ୍ର ମନ୍ତ୍ରୀମଣ୍ଡଳର ସଂପ୍ରସାରଣ ହେବ । ଏହି ପରିପ୍ରେକ୍ଷୀରେ ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ ୭ ଲୋକକଲ୍ୟାଣ ମାର୍ଗ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି । ମିଳିଥିବା ସୂଚନାରୁ ଜଣାପଡିଛି ଯେ
Read More...

କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଲେ ଗଙ୍ଗୱାର, ପୋଖରିଆଲ

ନୂଆଦିଲ୍ଲୀ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ କରିବେ । ଏନେଇ ନୂଆଦିଲ୍ଲୀ : ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ କରିବେ । ଏନେଇ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସଂଧ୍ୟା ୬ଟାରେ ଶପଥ ଗ୍ରହଣ ସମାରୋହ ନେଇ
Read More...

ବୌଦ୍ଧରେ ଗଭୀର ନଳକୂପ ଯୋଜନା ଦିଗହରା: ପମ୍ପ ଲାଗିନି, ବିଦ୍ୟୁତ ସଂଯୋଗ ନାହିଁ କିନ୍ତୁ ବିଲ୍‌ ଆସିଥିବା ଅଭିଯୋଗ

ବୌଦ୍ଧ/ଜହ୍ନାପଙ୍କ,୭/୭- ବୌଦ୍ଧବ୍ଳକ ବ୍ରାହ୍ମଣୀପାଲି ପଞ୍ଚାୟତର ସଦର ଗାଁ ଓ କାଶଲପୁର ଗ୍ରାମରେ ଚାଷୀଙ୍କ ପାଇଁ ଖୋଳା ଯାଇଥିବା ଗଭୀର ନଳକୂପ ଯୋଜନା ଦିଗହରା ହୋଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି । ସୂଚନାଯୋଗ୍ୟ ଯେ ଏହି ଦୁଇ ଗାଁ ରେ ଜଳସେଚନର ବିଶେଷ ସୁବିଧା ନଥିବାରୁ ୨୦୧୫ ମସିହାରେ
Read More...

ପେଟ୍ରୋଲ ପମ୍ପରେ ଡକାୟତି ଯୋଜନା ପଣ୍ଡ : ୨ ଗିରଫ ଓ ୩ ଫେରାର

ସମ୍ବଲପୁର, ୭/୭ - ସ୍ଥାନୀୟ ଅଇଁଠାପାଲି ସ୍ଥିତ ଏକ ପେଟ୍ରୋଲ ପମ୍ପରେ ଡକାୟତି ପାଇଁ ଯୋଜନା କରୁଥିବା ବେଳେ ପୁଲିସ ଚଢ଼ାଉ ଫଳରେ ଏହା ପଣ୍ଡ ହୋଇଛି । ଏବିଷୟରେ ପୁଲିସ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ଗତ ରାତି ପ୍ରାୟ ୨ଟା ବେଳେ ସ୍ଥାନୀୟ ସିଂପାଲି ଗାଁ ପଡିଆରେ କିଛି ଯୁବକଙ୍କୁ ସନ୍ଦିଗ୍ଧ
Read More...

ଅସନ୍ତୁଳିତ ଜନସଂଖ୍ୟା ରୋକିବାକୁ ଆନ୍ଦୋଳନକୁ ଓହ୍ଲାଇବ ଜେଏସ୍‌ଏଫ

ଭୁବନେଶ୍ୱର : ଦେଶରେ ଜନସଂଖ୍ୟା ବିସ୍ଫୋରଣ ରୂପ ନେଲାଣି । ତାକୁ ରୋକା ନଗଲେ ଆଗାମୀ ଦିନରେ ଦେଶରେ ଅସମ୍ଭବ ପରିସ୍ଥିତି ସୃଷ୍ଟି ହେବ । ଅସନ୍ତୁଳିତ ଜନସଂଖ୍ୟା ଦୂର ପାଇଁ ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ଆସନ୍ତା ୧୩ରୁ ୧୬ ତାରିଖ ପର୍ଯ୍ୟନ୍ତ ଜିଲ୍ଲାବ୍ୟାପୀ ଅକ୍କୋଳନକୁ ଓହ୍ଲାିବ ବୋଲି
Read More...