୧୪ରୁ ଯାଞ୍ଚ ହେବ ଶ୍ରୀମନ୍ଦିର ଗର୍ଭ ଗୃହ ଓ ନାଟ୍ୟ ମନ୍ଦିର

0 51

ପୁରୀ : ଆସନ୍ତା ୧୪ ତାରିଖରେ ପୁରୀ ଠାରେ ପୂର୍ତ୍ତ ବିଭାଗ ଓ ଏଏସ୍‌ଆଇ ମିଳିତ ଭାବେ ଶ୍ରୀମନ୍ଦିର ନାଟ୍ୟ ମଣ୍ଡପ ଗର୍ଭଗୃହ ଯାଞ୍ଚ କରିବେ । ଅବସ୍ଥା କିପରି ଅଛି ଓ କଣ ଭଲ କରି ହେବ, ତା ରିପୋର୍ଟ ଆସିବା ପରେ ପୂର୍ତ୍ତ ବିଭାଗ ଆଗାମୀ କାର୍ଯ୍ୟ କରିବ । ବର୍ତ୍ତମାନ ଅବସ୍ଥା ଭଲ ଅଛି । ମୁଖ୍ୟମନ୍ତ୍ରୀ ପୁରୀର ସୌନ୍ଦର୍ଯ୍ୟ ଓ ସଂସ୍କୃତି ବିଶ୍ୱକୁ ଜଣାଇବାକୁ ଚାହୁଁଛନ୍ତି । ଆମ ବିଭାଗ ସେ ଦିଗରେ କାମ କରିବ ବୋଲି ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ କହିଛନ୍ତି ।

hiranchal ad1
Leave A Reply

Your email address will not be published.

two × three =