Yearly Archives

2021

କାର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା, ୧୦ମୃତ

ଆନନ୍ଦ: ଗୁଜରାଟର ଆନନ୍ଦ ସ୍ଥିତ ତାରାପୁର ରାଜପଥରେ ଗୋଟିଏ ଟ୍ରକ୍‌ ଓ କାର୍‌ ମଧ୍ୟରେ ଧକ୍କା ହେବାରୁ ୧୦ ଜଣଙ୍କ ମୃତ୍ୟୁ ଘଟିଛି । ମୃତକ ସମସ୍ତ ୧୦ ଜଣ ଗୋଟିଏ ପରିବାରର ସଦସ୍ୟ ବୋଲି ଜଣାପଡିଛି । ସୂଚନା ଅନୁସାରେ, ପରିବାରର ସଦସ୍ୟମାନେ ଗୋଟିଏ କାର୍‌ ଯୋଗେ ସୁରତରୁ ଭାବାନଗର ଯାଉଥିଲେ ।
Read More...

ପୁଣି ୪୪ଜଣଙ୍କ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର : ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟା କମିବାର ନାଁ ନେଉନି । ଗତ ୨୪ ଘଣ୍ଟା ମଧ୍ୟରେ ୩୫୩୫ ଜଣ କୋଭିଡ୍‌ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନାଜନିତ
Read More...

୭୦ ବର୍ଷରେ ପଦାର୍ପଣ କଲେ ମିଥୁନ, ଶ୍ରୀଦେବୀଙ୍କୁ ଦ୍ୱିତୀୟ ବିବାହ କରି ଚର୍ଚ୍ଚାରେ ଥିଲେ

ଡିସ୍କୋ ନୃତ୍ୟଶିଳ୍ପୀ ମିଥୁନ ଚକ୍ରବର୍ତ୍ତୀ ୭୦ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ଜୁନ୍‌ ୧୬, ୧୯୫୦ ରେ କୋଲକାତାରେ ଜନ୍ମଗ୍ରହଣ କରିଥିବା ମିଥୁନଙ୍କ ପ୍ରକୃତ ନାମ ହେଉଛି ଗୌରଙ୍ଗ ଚକ୍ରବର୍ତ୍ତୀ । ତେବେ ସେ ଏହି ନାମକୁ ଫିଲ୍ମରେ କେବେବି ବ୍ୟବହାର କରିନଥିଲେ । ମିଥୁନ୍‌ ସେହି ବଲିଉଡ
Read More...

ଆହୁରି ସୁନ୍ଦର ଦିଶିବ ଶ୍ରୀମନ୍ଦିର, ଲାଗିବ ଦାମୀ ଥ୍ରିଡି ଲାଇଟ୍‌

ପୁରୀ: ଆହୁରି ସୁନ୍ଦର ଦିଶିବ ଶ୍ରୀମନ୍ଦିର। ସନ୍ଧ୍ୟାରେ ଆଲୋକମାଳା(ଫେକେଡ୍‌ ଇଲୁମିନେସନ୍‌)ରେ ଝଲସିବ ଅଁଳାବେଢ଼ଠାରୁ ଆରମ୍ଭ କରି ମେଘନାଦ ପା‌ଚେରି। ଚାରିଆଡ଼େ ଦାମୀ ଥ୍ରିଡି ଲାଇଟ୍‌ ସଂଯୋଗ କରାଯିବ। ଯଦ୍ବାରା ଭକ୍ତମାନେ ଶ୍ରୀମନ୍ଦିରର ଅପରୂପ ସୌନ୍ଦର୍ଯ୍ୟକୁ ଘନ ଅନ୍ଧକାରରେ ବି ଦୂରରୁ
Read More...

ରାଜ୍ୟରେ ଦୈନିକ ସଂକ୍ରମଣ କମୁଛି, ଆପଣଙ୍କ ଜିଲ୍ଲାରୁ କେତେ ଜାଣନ୍ତୁ

ଭୁବନେଶ୍ୱର : ରାଜ୍ୟରେ ଦୈନିକ ସଂକ୍ରମଣ ଦିନକୁ ଦିନ କମୁଛଇ । ଗତ ୨୪ ଘଣ୍ଟା ମଧ୍ୟରେ ୩୫୩୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୬୩୦୬୧ରେ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୦୧୬ଜଣ
Read More...

ଟ୍ରଲରକୁ ପଛପଟୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୨ ମୃତ

ଚୌଦ୍ୱାର : କଟକ ମଙ୍ଗୁଳି ନିକଟସ୍ଥ ୧୬ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଏହି ସଡ଼କ ଦୁର୍ଘଟଣାରେ ୨ ଜଣଙ୍କ ଜୀବନ ଯାଇଥିବା ବେଳେ ଅନ୍ୟଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି । ସେଠାରୁ ତାଙ୍କୁ ଉଦ୍ଧାର କରି କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର  କରାଯାଇଛି ।  ଟାଙ୍ଗୀ ପୋଲିସ
Read More...

ମଦ ବେପାରିକୁ ଘେରିଲେ ମହିଳା ସଂଘ, ଥାନାରେ ଦେଲେ ଜିମା

ହରଭଙ୍ଗା୧୫/୬ - ବୌଦ୍ଧଜିଲ୍ଲା ବୌଦ୍ଧ ଥାନା ଅନ୍ତର୍ଗତ କୁଡାପଡା ଗ୍ରାମରେ ମହିଳାସଂଘର ସଦସ୍ୟା ମାନେ ମଦବେପାରିକୁ ଘେରି ହଟହଟା କରିବାସହ, ପୋଲିସ୍‌ ପାଖରେ ଜିମାଦେଇଥିବା ଜଣାପଡିଛି । ସୁଚନାମତେ ରାମଗଡ ପଂଚାୟତର କୁଡାପଡା ଗ୍ରାମର ଜନୈକ ମଦବେପାରୀ ବାହାରୁ ମଦ ଆଣି ନିଜ ଘରେ ରଖି ସବୁବେଳେ
Read More...

ସୁବର୍ଣ୍ଣପୁର ଜିଲ୍ଲାରେ ୧୮-୪୪ ବର୍ଷୀୟ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆସନ୍ତା ୧୭ ରୁ

ସୁବର୍ଣ୍ଣପୁର,୧୫/୬- ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ୧୭/୬/୨୧ତାରିଖ ଠାରୁ ୧୯/୬/୨୧ତାରିଖ ପର୍ଯ୍ୟନ୍ତ ସୋନପୁର ମ୍ୟୁନିସିପାଲିଟିର ୩ ଗୋଟି ସ୍ଥାନରେ ବ୍ୟବସ୍ଥିତ ୫ଟି ଟିକାକରଣ କେନ୍ଦ୍ର ଯଥା -ସଂସ୍କୃତି ଭବନ, (୨ଟି କେନ୍ଦ୍ର ),ସୋନପୁର ମହାବିଦ୍ୟାଳୟ,
Read More...