Yearly Archives

2021

ସୀମାରେ ୯୦ ପ୍ରତିଶତ ଯବାନ ବଦଳାଇଲା ଚୀନ

ନୂଆଦିଲ୍ଲୀ: ପୂର୍ବ ଲଦାଖ ସୀମାରେ ଚୀନ ୯୦ ପ୍ରତିଶତ ଯବାନଙ୍କୁ ବଦଳାଇ ଦେଇଥିବା ଜଣାଯାଇଛି । ଅତ୍ୟଧିକ ଥଣ୍ଡା ପରିବେଶ ପାଇଁ ଚୀନ ଯବାନମାନଙ୍କୁ ବଦଳାଇ ଦେଇଛି । ଯେଉଁ ଯବାନ ଅତ୍ୟଧିକ ଥଣ୍ଡାରେ ଅତିଷ୍ଠ ସେମାନଙ୍କୁ ଚୀନ ବଦଳାଇ ଦେଇଛି । ଗତ ବର୍ଷ ଏପ୍ରିଲ- ମେରୁ ଚୀନ ୫୦ ହଜାର ଯବାନଙ୍କୁ
Read More...

ଟିକାକୁ ନେଇ ବିଜେପି ଓ ବିଜେଡି ମୁହାଁମୁହିଁ

ଭୁବନେଶ୍ୱର : କରୋନା ଟିକାକୁ ନେଇ ବିଜେଡି ଓ ବିଜେପି ମୁହାଁମୁହିଁ ହୋଇଛନ୍ତି । ଟିକା ସଂପର୍କରେ ସାଂସଦ ଅମର ପଟ୍ଟନାୟକଙ୍କ ମନ୍ତବ୍ୟକୁ ବିଜେପିର ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର ସମାଲୋଚନା କରିଛନ୍ତି । ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଲେଖାଶ୍ରୀ ଟାର୍ଗେଟ କରି ଅମରଙ୍କୁ
Read More...

ସରକାରୀ ନିଯୁକ୍ତିରେ ବୟସ ସୀମା, ବିଧାୟକ ଉଠାଇଲେ ପ୍ରଶ୍ନ

ବଲାଙ୍ଗିର : ଜୀବିକା ନେଇ କରୋନା ସମୟରେ ଚର୍ଚ୍ଚା, ଆଲୋଚନା ଚାଲିଛି । ରାଜ୍ୟରେ ବୃହତ ଶିଳ୍ପ ନାହିଁ କହିଲେ ଚଳେ । ଏଣୁ ସରକାରୀ ଓ ଘରୋଇ ନିଯୁକ୍ତି ସୁଯୋଗ ସଂଙ୍କୁଚିତ । ଆତ୍ମ ନିଯୁକ୍ତି ଅବକାଶ ମଧ୍ୟ ପର୍ଯ୍ୟାପ୍ତ ନୁହେଁ । ଏଭଲି ସ୍ଥିତିରେ, ବେକାରୀ ସଂଖ୍ୟା ଦିନକୁ ଦିନ ବଢୁଛି । କାମ
Read More...

ବାଇକ୍‌ ଦୁର୍ଘଟଣାରେ ଯୁବକ ଗୁରୁତର

ବୌଦ୍ଧ : ବୌଦ୍ଧ-କିଆକଟା ମହାନଦୀ ବ୍ରିଜ ଉପରେ ଆଜି ଏକ ବାଇକ୍‌ ଦୁର୍ଘଟଣା ଘଟି ଜଣେ ଯୁବକ ଗୁରୁତର ଆହତ ହୋଇଥିବା ଜଣାପଡିଛି । ୧୦୮ ଆମ୍ବୁଲାନ୍ସ ଯୋଗେ ଆହତ ଯୁବକଙ୍କୁ ବୌଦ୍ଧ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତାଙ୍କର ଅବସ୍ଥା ଗୁରୁତର ଥିବାରୁ ବୌଦ୍ଧରୁ ବୁର୍ଲା ଡାକ୍ତରଖାନାକୁ
Read More...

ଖବର ପ୍ରକାଶ ପରେ ଡ୍ରେନେଜ କାମ ଆରମ୍ଭ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ଡ୍ରେନେଜ ଅବ୍ୟବସ୍ଥା ସଂପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇଛି । ପଦକ୍ଷେପ ସ୍ୱରୂପ ଫାୟାର ଷ୍ଟେସନଠାରୁ ଡ୍ରେନେଜ କାମ ଆରମ୍ଭ କରାଯାଇଛି । ଜିଲ୍ଲା
Read More...

ଜଗବନ୍ଧୁଙ୍କ ପାଇଁ ବାର୍ଦ୍ଧକ୍ୟ ଭତ୍ତା ଓ ପ୍ରଧାନମନ୍ତ୍ରୀ ଆବାସ ସାତସପନ

କଣ୍ଟାବାଞ୍ଜି : ଗରିବ ଓ ଅସହାୟ ଲୋକଙ୍କ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବହୁ ଯୋଜନା କରିଛନ୍ତି । କିନ୍ତୁ ଯୋଜନାଗୁଡିକ ସଠିକ୍‌ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ । କେତେକ ସ୍ଥଳରେ ଯୋଗ୍ୟ ବ୍ୟକ୍ତିମାନେ ମଧ୍ୟ ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି । ଏମିତି ଜଣେ ବ୍ୟକ୍ତି ହେଲେ
Read More...

ବିଶ୍ୱ ପରିବେଶ ଦିବସ ପାଳିତ

ଗଜପତି,୬/୬- ଗଜପତିଜିଲ୍ଲା ନୂଆଗଡ଼ ବ୍ଳକ ବି. ଖଜୁରୀପଦା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ମମତା ପାଢ଼ୀଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । ମେଡିକାଲ ଅଫିସର ଡକ୍ଟର ନିବେଦିତା
Read More...

ବୌଦ୍ଧ: ସହରାଞ୍ଚଳରେ କମୁଛି ସଂକ୍ରମଣ, ସହରବାସୀ ଆଶ୍ୱସ୍ତ

ବୌଦ୍ଧ,୬/୬ - କରୋନା ମହାମାରୀର ଦ୍ୱିତୀୟ ଲହର୍‌ ବୌଦ୍ଧସହର ଦେଇ ଜିଲ୍ଲାକୁ ପ୍ରବେଶ କରିଥିଲା । କିଛି ଦିନ ଧରି ବୌଦ୍ଧ ସହରାଞ୍ଚଳ ମଧ୍ୟରେ ସଂକ୍ରମଣ ବଢିବା ପରେ ଆସ୍ତେ ଆସ୍ତେ ଗ୍ରାମାଞ୍ଚଳରେ ସଂକ୍ରମିତ ହୋଇଥିଲା । କିଛି ଦିନ ହେଲା ସହରରେ ଆଉ କରୋନା ପଜିଟିଭ ବିଶେଷ ଭାବରେ ବୃଦ୍ଧି
Read More...

ପରିବେଶ ଦିବସରେ ବୃକ୍ଷ ରୋପଣ

ଗଜପତି,୬/୬- ଗଜପତି ଜିଲ୍ଲା ଓଡ଼ିଶା ମୋ ପରିବାର ପକ୍ଷରୁ ବିଶ୍ୱ ପରିବେଶ ଉପଲକ୍ଷେ ପାରଳାଖେମୁଣ୍ଡିର ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରାଯାଇଥିଲା । ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁଙ୍କ ନିର୍ଦ୍ଦେଶ ଅନୁସାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜଜେମା କଲ୍ୟାଣୀ ଗଜପତି, ମୋ ପରିବାର
Read More...