୫୦ ପରିବାରକୁ ଆଦର୍ଶ ଛେଳି ଘର ଓ ଛେଳି ହସ୍ତାନ୍ତର କାର୍ଯ୍ୟକ୍ରମରେ ସାମିଲ ହେଲେ ବିଧାୟକ
ଗଞ୍ଜାମ: ସାରା ଦେଶରେ କରୋନାକୁ ନେଇ ତାଲାବନ୍ଦ ହଟିବା ଆରମ୍ଭ ହୋଇଥିବା ବେଳେ ସାଧାରଣ ଲୋକଙ୍କ ଜୀବନ ଜୀବିକା ବଞ୍ଚାଇବା ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜାମ ବ୍ଲକ ପ୍ରଶାସନ ତରଫରୁ ରାମଗଡ଼ ପଞ୍ଚାୟତ ଅନ୍ତର୍ଗତ ପାଲୁରଗଡ଼ ଗ୍ରାମ ନିକଟସ୍ଥ ଆଦର୍ଶ ଛେଳି ଘର ନିର୍ମାଣ!-->…
Read More...
Read More...