Yearly Archives

2021

ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ବିଜେଡି ମହିଳା ସଭାନେତ୍ରୀ ଓ ଛାତ୍ର ସଭାପତିଙ୍କ ବିଶାଳ ରାଲି

ଫୁଲବାଣୀ: ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଫୁଲବାଣୀ ଆସୁଛନ୍ତି । ସେ ନେଇ ବ୍ୟାପକ ବ୍ୟବସ୍ଥା କରାଯାଇଛି । ରାଜରାସ୍ଥାର ଉଭୟ ପାର୍ଶ୍ୱ ଏକଦମ ଚକାଚକ । ସ୍ଥାନେ ସ୍ଥାନେ ପୁଲିସର ପେହରଦାର । ଏପରି କୌଣସି ଜାଗା ବାକି ନାହିଁ ଯେଉଁଠାରେ କି ପୋଲିସ ନାହାନ୍ତି । ଏହିପରି ପରିବେଶ ଭିତରେ ବିଜୁ ଜନତା
Read More...

ଆମେରିକାରେ ବଡ଼ଦିନ ପରେଡ୍‌ ଉପରକୁ ମାଡ଼ିଗଲା ଗାଡ଼ି, ଦେଖନ୍ତୁ ଭିଡିଓ

ୱାସିଂଟନ୍‌: ରବିବାର ସନ୍ଧ୍ୟାରେ ଯୁକ୍ତରାଷ୍ଟ୍ର ଆମେରିକାର ୱିଜ୍‌କନ୍‌ସିନ୍‌ ପ୍ରଦେଶରେ ଚାଲିଥିବା ବଡ଼ଦିନ ପରେଡ୍‌ ମଧ୍ୟକୁ ଗୋଟାଏ ଗାଡ଼ି ମାଡ଼ିଯିବାରୁ ‘କିଛି’ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ବୋଲି ପୁଲିସ କହିଛି।ଠିକ୍‌ ଅପରାହ୍ଣ ୪.୩୦ ପରେ ଘଟିଥିବା
Read More...

ମାଙ୍କଡକୁ ବଞ୍ଚାଇବାକୁ ଯାଇ ଦୁର୍ଘଟଣାଗ୍ରସ୍ତ ହେଲା କାର, ଅଳ୍ପକେ ବର୍ତ୍ତିଲେ ପରିବାର ; ଦେଖନ୍ତୁ ଭିଡିଓ

ଶିମଲା : ହିମାଚଳ ପ୍ରଦେଶର ଶିମଲାଠାରେ ଏକ ଭୟଙ୍କର କାର ଦୁର୍ଘଟଣା ଘଟିଛି । ଏ ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ସାମ୍ନାକୁ ଆସିଛି । ଏକ ମାଙ୍କଡକୁ ବଞ୍ଚାଇବାକୁ ଯାଇ ଏହି ଦୁର୍ଘଟଣା ଘଟିଥିଲା । କାରଟି ଏକ ଉଚ୍ଚ ରାସ୍ତାରୁ ଖସି ପଡି ପାର୍କିଂ ସ୍ଥାନରେ ପଡିଥିଲା । ଏହାପରେ ପାର୍କିଂ ସ୍ଥଳରେ
Read More...

ରାଜ୍ୟରେ ବଢିବ ଶୀତର ପ୍ରକୋପ

ଭୁବନେଶ୍ୱର: ରାଜ୍ୟରେ ଶୀତର ପ୍ରକୋପ ବଢିବାର ସମ୍ଭାବନା ରହିଛି। ୪୮ ଘଣ୍ଟା ପରେ ରାଜ୍ୟରେ ଶୀତର ପ୍ରକୋପ ବଢିବାର ସମ୍ଭାବନା ଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ, ରାଜ୍ୟରେ ଶୀତର ପ୍ରକୋପ ବଢ଼ିବ। ୪୮
Read More...

ସତ୍ୟ ସାଇ ସେବା ସଂଗଠନ ପକ୍ଷରୁ ରକ୍ତଦାନ ଶିବିର

ନବରଙ୍ଗପୁର: ନବରଙ୍ଗପୁର ସତ୍ୟ ସାଇ ସେବା ସଂଗଠନ ପକ୍ଷରୁ ଇଚ୍ଛାବତୀ ଗୁଡା ସତ୍ୟ ସାଇ ମନ୍ଦିର ପରିସରରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ସତ୍ୟସାଇ ବାବାଙ୍କ ୯୬ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ଆୟୋଜିତ ରକ୍ତଦାନ ଶିବିରରେ ସହରର ଅନେକ ରକ୍ତଦାତା ସେଚ୍ଛାକୃତ ଭାବେ ରକ୍ତଦାନ
Read More...

ସଙ୍ଗୀତଜ୍ଞ ତ୍ରିପୁରାରି ସାବତଙ୍କ ୯୯ତମ ସ୍ୱନକ୍ଷତ୍ର ଦିବସ ପାଳିତ

ଗଞ୍ଜାମ : ବ୍ରହ୍ମପୁରର ଅଗ୍ରଣୀ ସାଂସ୍କୃତିକ ପ୍ରତିଷ୍ଠାନ "ଜାତୀୟ ସଙ୍ଗୀତ କଳା କେନ୍ଦ୍ର' ପକ୍ଷରୁ କଳା କେନ୍ଦ୍ରର ପ୍ରତିଷ୍ଠାତା ସ୍ୱର୍ଗତ ସଙ୍ଗୀତଜ୍ଞ ତ୍ରିପୁରାରି ସାବତଙ୍କ ୯୯ତମ ସ୍ୱନକ୍ଷତ୍ର ଦିବସ କଳା କେନ୍ଦ୍ର ପରିସରସ୍ଥ ଭଞ୍ଜ ମଣ୍ଡପ ଠାରେ ଗତକାଲି ସନ୍ଧ୍ୟାରେ ମହା ସମାରୋହ ସହକାରେ
Read More...

ଆମ୍ବୁଲାନ୍ସ ଧକ୍କାରେ ଦୁଇ ଗୁରୁତର

ଦଶପଲ୍ଲା : ଗତକାଲି ରାତି ପ୍ରାୟ ୧୧ଟା ସମୟରେ ଓଡଗାଁ ବସ୍‌ଷ୍ଟାଣ୍ଡରେ ବସକୁ ଅପେକ୍ଷା କରିଥିବା ବେଳେ ଏକ ଆମ୍ବୁଲାନ୍ସ ଦ୍ରୁତ ଗତିରେ ଆସି ଦୁଇଜଣ ସାଙ୍ଗକୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ଦୁଇଜଣଙ୍କ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ସେମାନଙ୍କୁ ପ୍ରଥମେ ନୟାଗଡ଼ ଏବଂ ପରେ ଭୁବନେଶ୍ୱର, କଟକ
Read More...

ସିରିଜ ପୋଛିନେଲା ଭାରତ,ତୃତୀୟ ଟି-୨୦ରେ ବି ହାରିଲା ନ୍ୟୁଜିଲାଣ୍ଡ

କୋଲକାତା: ରୋହିତ ଶର୍ମାଙ୍କ ନେତୃତ୍ୱରେ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ଶୃଙ୍ଖଳାରେ ଭାରତ ଦମ୍‌ଦାର ପ୍ରଦର୍ଶନ କରିଛି। ଶୃଙ୍ଖଳାର ୩ୟ ତଥା ଅନ୍ତିମ ମୁକାବିଲାରେ ଭାରତ ଉଭୟ ବ୍ୟାଟିଂ ଓ ବୋଲିଂ ଦିଗରେ ଉନ୍ନତ ପ୍ରଦର୍ଶନ କରିଛି। ଫଳରେ ଟିମ୍‌ ଇଣ୍ଡିଆ ଅତିଥି ଦଳକୁ ୭୩ ରନ୍‌ରେ ପରାସ୍ତ କରିଛି।
Read More...

ନ୍ୟୁଜିଲାଣ୍ଡକୁ ୧୮୫ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ଭାରତ

କୋଲକାତା: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ରବିବାର ଟି-୨୦ ଅନ୍ତର୍ଜାତୀୟ ଶୃଙ୍ଖଳାର ୩ୟ ତଥା ଶେଷ ମ୍ୟାଚ୍‌ ଖେଳାଯାଉଛି। କୋଲକାତାର ଐତିହାସିକ ଇଡେନ୍‌ ଗାର୍ଡେନ୍ସରେ ରୋହିତ ଶର୍ମାଙ୍କ ନେତୃତ୍ୱରେ ଖେଳୁଥିବା ଟିମ୍‌ ଇଣ୍ଡିଆ ଟସ୍‌ ଜଣି ପ୍ରଥମେ ବ୍ୟାଟିଂ ନେଇଥିଲା। ରୋହିତଙ୍କ
Read More...

ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର:. ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସଭାପତ୍ୱିତ କରି ଭୁବନେଶ୍ୱର ଜିଲ୍ଳା କଂଗ୍ରେସ କମିଟି ସଭାପତି ଶ୍ରୀ ବିଶ୍ୱଜିତ ଦାଶ ସାମ୍ପ୍ରତିକ ପରିସ୍ଥିତିରେ ସାଧାରଣ ଜନତାଙ୍କର ସାମ୍ବିଧାନିକ ଅଧିକାର ଓ ମୌଳିକ
Read More...