Monthly Archives

January 2022

ରାଜ୍ୟରେ ଆଉ ୬୭ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ କରୋନା ସହ ଓମିକ୍ରନ ଆକ୍ରାନ୍ତଙ୍କ ସଂକ୍ୟା ବଢିବାରେ ଲାଗିଛି । ଆଜି ପୁଣି କରୋନାର ନୂଆ ଭୁତାଣୁ ଓମିକ୍ରନରେ ୬୭ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗକୁ ଆଇଏଲଏସ ସୂଚନା ଦେଇଛି । ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୧୭୦ ଜଣ
Read More...

ସାଇନାଙ୍କୁ କ୍ଷମା ମାଗିଲେ ଅଭିନେତା ସିଦ୍ଧାର୍ଥ

ମୁମ୍ବାଇ : ମହାଙ୍ଗା ପଡ଼ିଲା ବ୍ୟାଡମିଣ୍ଟନ ଖେଳାଳି ସାଇନା ନେହୱାଲଙ୍କ ବିରୋଧରେ ଆପତ୍ତିଜନକ ଟ୍ୱିଟ୍ କରିବା। ସୋସିଆଲ୍ ମିଡିଆରେ କଡା ବିରୋଧ ପରେ ସାଉଥ୍ ଫିଲ୍ମ ଅଭିନେତା ସିଦ୍ଧାର୍ଥ ତାଙ୍କୁ କ୍ଷମା ମାଗିଛନ୍ତି। ମଙ୍ଗଳବାର ରାତିରେ ସେ ଟ୍ୱିଟରରେ ଏକ  ପୋଷ୍ଟ କରି କ୍ଷମା ପ୍ରାର୍ଥନା
Read More...

ରୋଗୀ ସଂଖ୍ୟା ଦେଖି ବେଡ ସଂଖ୍ୟା ବଢ଼ାଯିବ : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର : ଆସନ୍ତା ୨ ମାସ କରୋନା ସଂକ୍ରମଣ ବଢ଼ିକି ରହିବ । ଅନ୍ୟ ଦେଶରେ ମଧ୍ୟ ସଂକ୍ରମଣ ବ୍ୟାପୁଛି । ଅଧିକାଂଶ ଆକ୍ରାନ୍ତଙ୍କର ସାମନ୍ୟ ଲକ୍ଷଣ ଅଛି ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ୪ରୁ ୫ଟି ଜିଲ୍ଲାରେ ଟିପିଆର ଅଧିକ
Read More...

ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ କାର୍‌କେଡ ଫସିବା ଘଟଣା, ଯାଞ୍ଚ ଟିମ୍‌ ଗଠନ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ କାର୍‌କେଡ ଫସିବା ଘଟଣା । ମାମଲାରେ ସଠିକ୍‌ ତଦନ୍ତ କରିବା ପାଇଁ ସୁପ୍ରିମକୋର୍ଟ ଏକ କମିଟି ଗଠନ କରିଛନ୍ତି । ଜଷ୍ଟିସ୍‌ ଇନ୍ଦୁ ମଲହୋତ୍ରାଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି ।ମାମଲାର ଶୁଣାଣି ଚାଲିଥିବା ସମୟରେ ସୁପ୍ରିମକୋର୍ଟର
Read More...

ଅଭ୍ୟାସ ମ୍ୟାଚରେ ଅଷ୍ଟ୍ରେଲିଆକୁ ହରାଇଲା ଭାରତ

ନୂଆଦିଲ୍ଲୀ : ଚଳିତ ସପ୍ତାହରେ ୱେଷ୍ଟଇଣ୍ଡିଜରେ ଅଣ୍ଡର -୧୯ ବିଶ୍ୱକପ ଆରମ୍ଭ ହେବ । ଭାରତକୁ ଜାନୁଆରୀ ୧୫ ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳିବାକୁ ପଡିବ । ଅଣ୍ଡର -୧୯ ବିଶ୍ୱକପର କ୍ରମାଗତ ଦ୍ୱିତୀୟ ଅଭ୍ୟାସ ମ୍ୟାଚରେ ଭାରତ ଜିତିଛି । ଅଭ୍ୟାସ ମ୍ୟାଚରେ ଭାରତ
Read More...

ଅର୍ଦ୍ଧ ନିର୍ମିତ ବିଶ୍ରାମାଗାର ପୂର୍ଣ୍ଣ ହେବ କେବେ ?

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିରୁକୁଡି ଗ୍ରାମ ପଞ୍ଚାୟତର ଖଉମୁଣ୍ଡା ଛକରେ ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ୍ୱ ହେବ ଯାତ୍ରୀ ବିଶ୍ରାମାଗାର ଅର୍ଦ୍ଧ ନିର୍ମାଣ ହୋଇ ପଡିରହିଛି । ନିର୍ବାହୀ ଅଧିକାରୀ ପିରିକୁଡିଙ୍କୁ ପଚାରିବାରୁ ତାଙ୍କ ଜ୍ଞାତରେ ନାହିଁ କହୁଛନ୍ତି । ଯେଉଁ
Read More...

ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ସ୍ୱତନ୍ତ୍ର ପୋସ୍କ କୋର୍ଟ ବିଚାରପତି ତଥା ଅତିରିକ୍ତ ଜିଲ୍ଲା ଦୌରା ଜଜ ଭାସ୍କରଚନ୍ଦ୍ର ସାହୁ ଆଜି ଏକ ୫ ବର୍ଷର ନାବାଳିକା ଦୁଷ୍କର୍ମ ମାମଲାର ବିଚାରଣା କରି ମାମଲାର ୧୪ ଜଣ ସାଖିଙ୍କ ବୟାନ ଏବଂ ଡାକ୍ତରୀ ରିପୋର୍ଟ ଓ ପ୍ରମାଣ ଆଧାରରେ ଅଭିଯୁକ୍ତ ପିଡୀତାଙ୍କ
Read More...

ବାଲୁକା କଳା ମାଧ୍ୟମରେ ଲତା ମଙ୍ଗେସକରଙ୍କ ଆଶୁ ଆରୋଗ୍ୟ କାମନା

ପୁରୀ : ଭାରତ ରତ୍ନ ତଥା ଭାରତର ପ୍ରସିଦ୍ଧ କଣ୍ଠଶିଳ୍ପୀ ଲତା ମଙ୍ଗେସକର କୋଭିଡ଼ରେ ଆକ୍ରାନ୍ତ ହୋଇ ଏବେ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଆଇସିୟୁରେ ତାଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ତେବେ ଲତା ମଙ୍ଗେସକରଙ୍କ ଦ୍ରୁତ ଆରୋଗ୍ୟ କାମନା ସାରା ଦେଶ କରୁଥିବା
Read More...

ଦଶପଲ୍ଲାରେ ମାତୃ ଓ ଶିଶୁ ପ୍ରଯତ୍ନ କେନ୍ଦ୍ରର ଶୁଭାରମ୍ଭ

ଦଶପଲ୍ଲା : ଦୀର୍ଘ ୬ବର୍ଷ ପ୍ରତିକ୍ଷା ପରେ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମାତୃ ଓ ଶିଶୁ ପ୍ରଯତ୍ନ କେନ୍ଦ୍ର ଗୃହ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହୋଇଛି । ଏହି ମହତ୍ତ୍ୱାକାଂକ୍ଷୀ ପ୍ରକଳ୍ପକୁ ଦଶପଲ୍ଲା ସହରକୁ ନୂତନ ଏନ୍‌ଏସିର ମାନ୍ୟତା ପାଇବା ପରେ ଦଶପଲ୍ଲା ଗାନ୍ଧୀ ମଇଦାନ ଠାରେ
Read More...

ଆଜି ପବିତ୍ର ଶାମ୍ବ ଦଶମୀ, ଅର୍କକ୍ଷେତ୍ରରେ ଗଡିଲା ସୂର୍ଯ୍ୟ ରଥ

କୋଣାର୍କ : ଆଜି ପବିତ୍ର ଶାମ୍ବ ଦଶମୀ ଅବସରରେ ଅର୍କକ୍ଷେତ୍ରରେ କୋଣାର୍କ ଚନ୍ଦ୍ରଭାଗା ବେଳାମାର୍ଗ ଚଳଚଞ୍ଚଳ । ସୂର୍ଯ୍ୟ ଉପାସକ ମାନେ ପ୍ରାତଃ ସମୟରୁ ଚନ୍ଦ୍ରଭାଗାଠାରେ ପ୍ରଭୁ ସୂର୍ଯ୍ୟ ନାରାୟଣଙ୍କୁ ଦୀପ ଦାନ ଦେବା ସହ ପୂଜାର୍ଚ୍ଚନା କରିଥିଲେ ଶ୍ରଦ୍ଧାଳୁ । କୋଭିଡ କଟକଣା ଯୋଗୁଁ ଚନ୍ଦ୍ରଭଗା
Read More...