Monthly Archives

April 2022

ସାମରିକ ବ୍ୟୟରେ ବିଶ୍ୱରେ ଭାରତ ତୃତୀୟ

ଷ୍ଟକ୍‌ହୋମ୍‌: ୨୦୨୧ ମସିହାରେ ବିଶ୍ୱ ସାମରିକ ବ୍ୟୟ ୨.୧ ଟ୍ରିଲିୟନ୍‌ ଡଲାର୍‌ ହୋଇ ଏଯାବତ୍‌ ସବୁଠୁ ଅଧିକ ହୋଇଥିବା କଥା ଆଜି ‘ଦି ଷ୍ଟକ୍‌ହୋମ୍‌ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ପିସ୍‌ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌’ (ଏସ୍‌ଆଇପିଆର୍‌ଆଇ) କହିଛି । ପ୍ରତିରକ୍ଷା କ୍ଷେତ୍ରରେ ସବୁଠୁ ଅଧିକ ବ୍ୟୟ
Read More...

ଜବରଦଖଲ ଦୋକାନୀଙ୍କଠାରୁ ଫାଇନ ଆଦାୟ କଲା ପାଟଣାଗଡ଼ ଏନ୍‌ଏସି

ପାଟଣାଗଡ଼ : ପାଟଣାଗଡ଼ ସହରରେ ଟ୍ରାଫିକ ସମସ୍ୟା ଦୀର୍ଘ ଦିନ ଧରି ଦେଖାଯାଉଥିବା ବେଳେ ଆଜି ପାଟଣାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହ ଅଧିକାରୀ ଗୈାରହରୀ ମହନ୍ତଙ୍କ ନେତୃତ୍ୱରେ ଏକ ଟିମ୍‌ ଓ ପୋଲିସର ସହଯୋଗରେ ସହର ମୁଖ୍ୟ ରାସ୍ତା କଡ଼ର ଜବରଦଖଲ କରିଥିବା ଦୋକାନୀଙ୍କ ଠାରୁ
Read More...

ଇଣ୍ଡୋନେସିଆରେ ଭୂକଂପ

ଜାକର୍ତ୍ତା: ଇଣ୍ଡୋନେସିଆର ପୂର୍ବ ପାପୁଆ ପ୍ରଦେଶରେ ସୋମବାର ଭୂକଂପ ହୋଇଛି । ଏହାର ତୀବ୍ରତା ୫.୭ ଥିଲା ବୋଲି ସରକାରୀଭାବେ କୁହାଯାଇଛି । ଏହି ଭୂକମ୍ପ କେନ୍ଦ୍ରର କିରୋମ ଜିଲ୍ଲାର ୪୩ କିଲୋମିଟର ଦକ୍ଷିଣ-ପଶ୍ଚିମ ଦିଗରେ ଏବଂ ୮୭ କିଲୋମିଟର ଗଭୀରତାରେ ଘଟିଛି । କିରୋମ ଜିଲ୍ଲାର ତଥା ପ୍ରଦେଶର
Read More...

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ପାଟଣାଗଡ଼ : ପାଟଣାଗଡ଼ ଥାନା ବରପଦର ଗ୍ରାମର ସୁମିତ ଅଦାବର(୨୦)ଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ଗତ ରାତିରେ ଘରେ ଖାଇସାରି ଶୋଇବାକୁ ଯାଇଥିଲେ, କିନ୍ତୁ ସକାଳୁ ସେ ଉଠି ନଥିବାରୁ ତାଙ୍କ ଅଚେତ ଥିବା ଦେଖି ପାଟଣାଗଡ଼ ଡାକ୍ତରଖାନାକୁ ଅଣାଯାଇଥିଲା ।
Read More...

ପ୍ରଥମ ଟେଷ୍ଟରୁ ବାଦ ପଡ଼ିଲେ ବାଂଲା ସ୍ପିନର ମେହେଦୀ

ନୂଆଦିଲ୍ଲୀ,୨୫/୪ : ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ ଆରମ୍ଭ ହେବା ପୂର୍ବରୁ ବାଂଲାଦେଶ କ୍ରିକେଟ ଦଳକୁ ଲାଗିଛି ଶକ୍ତ ଝଟକା । ଦଳର ପ୍ରମୁଖ ସ୍ପିନର ମେହେଦୀ ହାସନ ପ୍ରଥମ ମ୍ୟାଚରୁ ବାଦ ପଡ଼ିଛନ୍ତି । ତାଙ୍କ ଆଙ୍ଗୁଠିରେ ଆଘାତ ଲାଗିଥିବାରୁ ତାଙ୍କୁ ବିଶ୍ରାମ ଦିଆଯାଇଛି ବୋଲି ଆଜି ବୋଡର଼୍
Read More...

ଝିଞ୍ଜିରିଗୁଡ଼ାରେ ଟ୍ରାକ୍ଟର-ବାଇକ୍‌ ମୁହାଁମୁହିଁ ଧକ୍କା, ୨ବାଇକ୍‌ ଆରୋହୀ ଗୁରୁତର

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ଝିଞ୍ଜିରିଗୁଡ଼ାଠାରେ ଏକ ସଡ଼କ ଦୁର୍ଘଟଣା ଘଟି ଦୁଇଜଣ ବାଇକ ଆରୋହୀ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଆହତମାନେ ହେଲେ ଗଜପତି ଜିଲ୍ଲା ମୋହନା ବ୍ଲକ ଅଧିନସ୍ଥ ଗରଡମାହା ଗ୍ରାମପଞ୍ଚାୟତର ଗାଟୁଗୁଡା
Read More...

ଜନସାଧାରଣଙ୍କ ପାଇଁ ନିଶୁଳ୍କ ଡାଇଲେସିଶ ସୁବିଧା ଉପଲବ୍ଧ

ସମ୍ବଲପୁର: ସ୍ଥାନୀୟ ଜିଲ୍ଲା ସଦର ଡାକ୍ତରଖାନାରେ ଆଜିଠାରୁ ଜନସାଧାରଣଙ୍କ ପାଇଁ ନିଶୁଳ୍କ ଡାଏଲେସିଶ ସୁବିଧା ଉପଲବ୍ଧ କରାଯାଇଛି । ଆଜି ସକାଳେ ଏହି ନିଶୁଳ୍କ ଡାଏଲେସିଶ ସେବା ସୁବିଧା ଉଦଘାଟିତ ହୋଇ ଲୋକାର୍ପିତ ହୋଇଯାଇଛି । ଏଥିରେ ଏକାଥରକେ ସାତ ଜଣଙ୍କ ଡାଏଲେସିଶ କରାଯାଇପାରିବ । ବହୁ
Read More...

ଜଳ ଛତ୍ର ସେବା ଶିବିର ଆୟୋଜନ

ପାରଳାଖେମୁଣ୍ଡି : ସ୍ଥାନୀୟ ଜିଲ୍ଲା ଶିକ୍ଷା ଅଧିକାରୀ, ଗଜପତିଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ଭାରତ ସ୍କାଉଟସ ଏବଂ ଗାଇଡ଼ସ ତରଫରୁ ଓଡିଶା ରାଜ୍ୟ ଭାରତ ସ୍କାଉଟ୍ସ ଏବଂ ଗାଇଡ଼ସଙ୍କ ପରାମର୍ଶରେ ଏକ ଜଳଛତ୍ର ସେବା ଶିବିର ଆୟୋଜନ କରାଯାଇଛି । ଏହି ସେବା ଶିବିରକୁ ଜିଲ୍ଲା ଶିକ୍ଷା ଅଧିକାରୀ
Read More...

ଟି-୨୦ ସିରିଜରୁ ଏହି ସବୁ ଖେଳାଳିଙ୍କୁ ମିଳିପାରେ ବିଶ୍ରାମ

ନୂଆଦିଲ୍ଲୀ : ଭାରତୀୟ ଦଳ ଆଇପିଏଲ ୨୦୨୨ ପରେ ଜୁନ୍‌ ଦ୍ୱିତୀୟ ସପ୍ତାହରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୫ ମ୍ୟାଚ୍‌ ବିଶିଷ୍ଟ ଟି -୨୦ ଅନ୍ତର୍ଜାତୀୟ ସିରିଜ୍‌ ଖେଳିବ । ଏହା ପରେ ଦଳକୁ ଆୟର୍ଲାଣ୍ଡ ଏବଂ ଇଂଲଣ୍ଡ ଗସ୍ତରେ ଯିବ । ଏପରି ପରିସ୍ଥିତିରେ କାର୍ଯ୍ୟଭାରକୁ ଧ୍ୟାନରେ ରଖି ଭାରତୀୟ ଦଳର
Read More...

ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ବିଭିନ୍ନ ପ୍ରକଳ୍ପର ସମୀକ୍ଷା

ପୁରୀ- ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ସଞ୍ଜୟ କୁମାର ଦାସବର୍ମା ବ୍ରହ୍ମଗିରି ବ୍ଲକ ଭଣ୍ଡାରିକୁଦା ଠାରେ ଥିବା ବୃହତ ପାନୀୟଜଳ ଯୋଗାଣ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ତଦାରଖ କରିବା ସହ ବ୍ରହ୍ମଗିରି ବ୍ଲକର ୫୯ ଗ୍ରାମକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ କାର୍ଯ୍ୟର ସ୍ଥିତି ଅନୁଧ୍ୟାନ
Read More...