Monthly Archives

April 2022

ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ ସୁବାସ ସିଂ

ଭୁବନେଶ୍ୱର: ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଲେ ସୁବାସ ସିଂ । କଟକ ମେୟର ହେବା ପରେ ସାଂସଦ ପଦରୁ ଦେଲେ ଇସ୍ତଫା । କହିଲେ, ମୁଁ ଗୋଟିଏ ପଦବୀରେ ରହି କାମ କରିବି । କଟକର ମେୟର ଭାବରେ ରହି କାମ କରିବି । ରାଜ୍ୟସଭା ସାଂସଦ ପଦବିରେ ରହି ଗତ ଦୁଇବର୍ଷ ମଧ୍ୟରେ ଓଡିଶାର ଅନେକ
Read More...

ଆଜିଠାରୁ ଅନୁଷ୍ଠିତ ହେବ କୁଆଁରିଆ ମହୋତ୍ସବ – ୨୦୨୨

ଦଶପଲ୍ଲା,୨୧/୪: - ଆଜିଠାରୁ ଅର୍ଥାତ୍‌ ୨୧ ତାରିଖ ଠାରୁ ୨୩ ତାରିଖ ୩ ଦିନ ଧରି ଦଶପଲ୍ଲାରେ ଅନୁଷ୍ଠିତ ହେବ କୁଆଁରିଆ ମହୋତ୍ସବ - ୨୦୨୨ । ମହୋତ୍ସବ କମିଟି ପକ୍ଷରୁ ବିଭିନ୍ନ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଏହି ମହୋତ୍ସବରେ କଳାହାଣ୍ଡିର ଘୁମୁରା ନୃତ୍ୟଠାରୁ ଆରମ୍ଭକରି କେନ୍ଦ୍ରାପଡ଼ାର
Read More...

ଦଶପଲ୍ଲାରେ ପୁଣି ସକ୍ରିୟ ହେଲେ ଲୁଟେରା, ମହିଳାଙ୍କ ବେକରୁ ସୁନା ଚେନ୍‌ ଲୁଟ୍‌

ଦଶପଲ୍ଲା,୨୧/୪: କରୋନା କଟକଣା ଯୋଗୁଁ ୨ ବର୍ଷର ବ୍ୟବଧାନ ପରେ ଭାରତ ପ୍ରସିଦ୍ଧ ଲଙ୍କାପୋଡ଼ି ଯାତ୍ରା ଅନୁଷ୍ଠିତ ହେଉଥିବାବେଳେ ଲୋକଙ୍କ ମଧ୍ୟରେ ଉତ୍ସାହ ଓ ଉଦ୍ଦିପନା ଲାଗିରହିଛି । ଏହି ଜନଗହଳିର ସୁଯୋଗ ନେଇ କିଛି ଦୁର୍ବୃତ୍ତ ଲୁଟ୍‌ପାଟ୍‌ କରିଥିବା ଜଣାପଡ଼ିଛି । ଯାହାକି ସ୍ଥାନୀୟ ମହାନ୍ତି
Read More...

ପାଟଣାଗଡ଼ ଏନ୍‌ଏସିର ପ୍ରଥମ ବୈଠକ, ସହର ସମସ୍ୟା ସମାଧାନ ପାଇଁ ପଦକ୍ଷେପ ଗ୍ରହଣ ନେଇ ଆଲୋଚନା

ପାଟଣାଗଡ଼,୨୧/୪- ପାଟଣାଗଡ଼ ଏନ୍‌ଏସି କାର୍ଯ୍ୟାଳୟ ସଭାଗୃହ ଠାରେ ନବ ନିର୍ବାଚିତ କାଉନସିଲର ମାନଙ୍କୁ ନେଇ ପ୍ରଥମ କାଉନସିଲ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏନ୍‌ଏସି ଅଧ୍ୟକ୍ଷା ମାନସୀ ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରଥମ ଅଧିବେଶନରେ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେର
Read More...

ଖପ୍ରାଖୋଲରେ ବ୍ଲକସ୍ତରୀୟ ମେଗା ସ୍ୱାସ୍ଥ୍ୟ ଶିବିର,୮୪୦ ଜଣ ରୋଗୀ ଚିକିତ୍ସିତ

ପାଟଣାଗଡ଼: ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ସ୍ଥାନୀୟ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଆୟୁଷ୍ମାନ ଭାରତ ବ୍ଲକ ସ୍ତରୀୟ ମେଗା ସ୍ୱାସ୍ଥ୍ୟ ଶିବିର ବୁଧବାର ଅନୁଷ୍ଠିତ ହୋଇଯାଇଛି । ମେଡିକାଲ ଅଫିସର ଡା. ସୁରଜ କୁମାର ଦୀପଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକ ଅଧକ୍ଷା
Read More...

ବିବାହ ପାଇଁ ସିଏସକେର ହାତ ଛାଡିଲେ ଏହି ଷ୍ଟାର ଖେଳାଳି

ମୁମ୍ବାଇ : ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍‌ ଆଜି ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୨୨ ରେ ଖେଳାଯିବ । ଆଇପିଏଲ ଇତିହାସରେ ଦୁଇ ସଫଳ ଫ୍ରାଞ୍ଚାଇଜ ବର୍ତ୍ତମାନ ପଏଣ୍ଟ ଟେବୁଲରେ ୯ ଓ ଦଶମ ସ୍ଥାନରେ ରହିଛନ୍ତି । ଚେନ୍ନାଇ ସୁପର କିଙ୍ଗ୍ସର
Read More...

ମହାବୀର କ୍ଷେତ୍ରରେ ଲଙ୍କାପୋଡ଼ି ଯାତ୍ରା ଉଦ୍‌ଯାପିତ, ଶ୍ରୀରାମଙ୍କ ରାଜ୍ୟାଭିଷେକ ମଞ୍ଚସ୍ଥ

ଦଶପଲ୍ଲା : ଭାରତ ପ୍ରସିଦ୍ଧ ଦଶପଲ୍ଲା କୁଜବନଗଡ଼ ଲୋକକଳା ଗ୍ରାମରେ ଲଙ୍କାପୋଡ଼ି ଯାତ୍ରାର ଅନ୍ତିମ ଦିବସ ବେଶ୍‌ ମନୋମୁଗ୍ଧକର ହୋଇଥିଲା । ସାରା ଦଶପଲ୍ଲା ସହର ପାଲଟି ଯାଇଥିଲା ଅଯୋଧ୍ୟା । ଦିନବେଳା ମନ୍ଦିରରେ ନୀତିକାନ୍ତି ସହ ପ୍ରଭୁ ଶ୍ରୀରାମଙ୍କ ରାଜ୍ୟାଭିଷେକ ବେଶ କରାଯାଇଥାଏ । ପ୍ରଭୁ
Read More...

ପଞ୍ଜାବକୁ ୯ ୱିକେଟରେ ହରାଇଲା ଦିଳ୍ଲୀ

ମୁମ୍ବାଇ, ୨୦/୪: ଆଜି ଏଠାରେ ଅନୁଷ୍ଠିତ ଆଇପିଏଲର ୩୨ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୯ ୱିକେଟରେ ପଞ୍ଜାବ କିଙ୍ଗସକୁ ପରାସ୍ତ କରିଛି । ଜିତିବା ପାଇଁ ଦିଲ୍ଲୀ ଆଗରେ ୧୧୬ ରନର ଟାର୍ଗେଟ ରହିଥିଲା । ତେବେ ମାତ୍ର ୧ ୱିକେଟ ବିନିମୟରେ ୧୦.୩ ଓଭରରେ ଦିଲ୍ଲୀ ଏହି ଲକ୍ଷ୍ୟ ପୂରଣ କରିନେଇଥିଲା ।
Read More...

ଅବସର ନେଲେ କିରଣ ପୋଲାର୍ଡ

ନୂଆଦିଲ୍ଲୀ,୨୦/୪: ୱେଷ୍ଟଇଣ୍ଡିଜର ଭେଟେରାନ କ୍ରିକେଟର କିରଣ ପୋଲାର୍ଡ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ବୁଧବାର ନିଜ ଇନଷ୍ଟାଗ୍ରାମ ଜରିଆରେ ସେ ଏହି ଘୋଷଣା କରିଛନ୍ତି । ୩୪ ବର୍ଷୀୟ ପୋଲାର୍ଡ ଏବେ ଆଇପିଏଲ ୨୦୨୨ରେ ସକ୍ରିୟ ଅଛନ୍ତି । ପୋଲାର୍ଡ ଲେଖିଛନ୍ତି, ଦୀର୍ଘ ସମୟ
Read More...

ତାତିରେ ଦେଶରେ ରେକର୍ଡ଼ କରୁଛି ସୋନପୁର : ଆଜି ୪୪.୫ ସହ ସବୁଠୁ ଉତ୍ତପ୍ତ

ଭୁବନେଶ୍ୱର ୨୦/୪: ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରକୋପ ଭୟଙ୍କରଭାବେ ବଢୁଛି । ତାତିରେ ଲୋକେ ସିଝୁଛନ୍ତି । ବିଶେଷକରି,ସୋନପୁର ଅବସ୍ଥା ଅତି ସାଂଘାତିକ । ଗତ କିଛି ଦିନ ଧରି ସୋନପୁର ଜଳୁଛି । ଲଗାତାରଭାବେ ତାତିରେ ଏହା ଦେଶରେ ରେକଡର଼୍ ମଧ୍ୟ କରୁଛି । ସୋନପୁରରେ ଜିଲ୍ଲାରେ ହେଉଛି ଅଗ୍ନି
Read More...