Monthly Archives

April 2022

ପ୍ରାଜ୍ଞପୁରୁଷ କବି ଅଧ୍ୟାପକ ସଂଜୀବ କୁମାର ନାୟକଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା

ସୁବର୍ଣ୍ଣପୁର : ଓଡ଼ିଶାର ଅଗ୍ରଣୀ ସାହିତ୍ୟ ଓ ସଂସ୍କୃତି ଅନୁଷ୍ଠାନ ମହାନଦୀ ସାହିତ୍ୟ ସଂସଦ,ପଏଁରୀ, ନାଟ୍‌, ନାଟ୍ୟଚକ୍ର , ଭିମଭୋଇ କଳା ପରିଷଦ, ସୁବର୍ଣ୍ଣା ନାରୀ ଜାଗରଣ କେନ୍ଦ୍ର, ଟ୍ରେଣ୍ଡି ଏକାଡେମୀ ଓ କୋଶଲ ଏକାଡେମୀର ମିଳିତ ଆନୁକୂଲ୍ୟରେ ଆଜି ସଂଧ୍ୟା ୭.୦୦ ଘଟିକାରେ ମହାନଦୀ ସାହିତ୍ୟ
Read More...

ଆଜାଦି କି ଅମୃତ ମହୋତ୍ସବ ଆଦର୍ଶ ସପ୍ତାହ ପାଳନ ଅବସରରେ ଶିଶୁସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

କଣ୍ଟାମାଳ/ପଲସାଗୋରା,୧୩/୪- ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ କଂଟାମାଳ ବ୍ଲକ ଅର୍ନ୍ତଗତପଲସାଗୋରା ପଂଚାୟତ କାଯ୍ୟାଳୟଠାରେ ଆଜାଦି କି ଅମୃତ ମହୋତ୍ସବ ଉପଲକ୍ଷେ ଶିଶୁ ସୁରକ୍ଷା ଓଲିଙ୍ଗଗତ ଭେଦଭାବ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶିଶୁ ସୁରକ୍ଷା ୟୁନିଟ୍‌ଦ୍ୱାରା
Read More...

ଶିଶୁ ସୁରକ୍ଷାର ଦାୟିତ୍ୱ ନେବେ ମହା ବିଦ୍ୟାଳୟର ସ୍ୱେଚ୍ଛାସେବୀ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ ଶିଶୁ ସୁରକ୍ଷା ପାଇଁ ଆରମ୍ଭ ହୋଇଥିବା ଜିଲ୍ଲାର ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମ ପ୍ରତିଜ୍ଞାର ସଫଳ ରୂପାୟନ ପାଇଁ ଏଣିକି ଜିଲ୍ଲାରେ ଥିବା ପ୍ରତି ମହା ବିଦ୍ୟାଳୟର ଏଏସ୍‌ଏସ, ୟୁଥ ରେଡ଼ କ୍ରସ ଏବଂ ସ୍କାଉଟ ଗାଇଡର ସ୍ୱେଚ୍ଛାସେବୀ ମାନେ ଦାୟିତ୍ୱ ନେବେ ।
Read More...

ବୋଲେରୋ ପିକଅପ ସହ ଗଞ୍ଜେଇ ଜବତ,ଜଣେ ଗିରଫ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଥାନା ପୁଲିସ ଏକ ଗଞ୍ଜେଇ ବୋଝେଇ ବୋଲେରୋ ପିକଅପରୁ ୧୪୨ କିଲୋ ୩ଶହ ଗ୍ରାମ ଗଞ୍ଜେଇ ଜବତ କରିବା ସହିତ ଜଣଙ୍କୁ ଗିରଫ କରିଥିବା ନେଇ ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି । ଯାହାର ଆନୁମାନିକ ମୂଲ୍ୟ ୪ଲକ୍ଷ ୫୦ହଜାର ଟଙ୍କା ବୋଲି ଥାନା
Read More...

ଖପ୍ରାଖୋଲ ବ୍ଲକରେ ଶିକ୍ଷା ସଚେତନତା ରଥ ଅଭିଯାନ

ପାଟଣାଗଡ଼ : ଦୀର୍ଘ ଦୁଇ ବର୍ଷପରେ ସମସ୍ତ ପିଲା ସ୍କୁଲ ଯିବା ପାଇଁ ଖପ୍ରାଖୋଲ ବ୍ଲକରେ ସମଗ୍ର ଶିକ୍ଷା ବଲାଙ୍ଗୀର ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଗତ ୧୦ /୪/୨୨ ରେ ଶିକ୍ଷା ସଚେତନ ରଥ ର ଶୁଭାରମ୍ଭ ହୋଇଯାଇଛି । ଆଜି ତୃତୀୟ ଦିବସରେ ଶିକ୍ଷା ସଚେତନତା ରଥ ଦମେଇପାଲି କେନ୍ଦ୍ର ଅଧିନସ୍ଥ
Read More...

ବ୍ଲକସ୍ତରୀୟ ସ୍ୱାସ୍ଥ୍ୟମେଳା ପାଇଁ ପ୍ରସ୍ତୁତି ବୈଠକ

ସୁବର୍ଣ୍ଣପୁର : ଆସନ୍ତା ୧୯ ଏପ୍ରିଲ ମଙ୍ଗଳବାର ଦିନ ନାଇକେନପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଦ୍ୱାରା ଲଚ୍ଛିପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ସୋନପୁର ବ୍ଲକସ୍ତରୀୟ ସ୍ୱାସ୍ଥ୍ୟମେଳା ଅନୁଷ୍ଠିତ ହେବ । ଏହି ଉପଲକ୍ଷେ ଆଜି ଏକ ପ୍ରସ୍ତୁତି ବୈଠକ ସୋନପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ
Read More...

ଶିଶୁ ସୁରକ୍ଷା ଉପରେ ମହା ବିଦ୍ୟାଳୟର ସ୍ୱେଚ୍ଛାସେବୀମାନଙ୍କୁ ପ୍ରଶିକ୍ଷଣ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ ଶିଶୁ ସୁରକ୍ଷା ପାଇଁ ଆରମ୍ଭ ହୋଇଥିବା ଜିଲ୍ଲାର ନର୍ଦ୍ଦିଷ୍ଟ କାର୍ଯ୍ୟକ୍ରମ ପ୍ରତିଜ୍ଞାର ସଫଳ ରୂପାୟନ ପାଇଁ ଦ୍ୱିତୀୟ ଦିନରେ ମୀନକେତନ ମହା ବିଦ୍ୟାଳୟ ଗୁରାଣ୍ଡୀ, ପର୍ଶୁରାମ ଗୁରୁକୂଳ ମହା ବିଦ୍ୟାଳୟ, ସେବକ ପୁର, ଶ୍ରୀ ରାମ ମହାବିଦ୍ୟାଳୟ କାଶୀ ନଗର,
Read More...

ଭାରତର ଅର୍ଥନୀତିକୁ ନେଇ ଏଭଳି ଆକଳନ କଲା ବିଶ୍ୱ ବ୍ୟାଙ୍କ

ନୂଆଦିଲ୍ଲୀ,୧୩/୪ : ଚଳିତ ଆର୍ଥିକ ବର୍ଷରେ ଦେଶର ଅର୍ଥନୀତିର ଗତି ମନ୍ଥର ହୋଇପାରେ । ସେଣ୍ଟ୍ରାଲ ରିଜର୍ଭ ବ୍ୟାଙ୍କ ପରେ ବର୍ତ୍ତମାନ ବିଶ୍ୱ ବ୍ୟାଙ୍କ ମଧ୍ୟ ଜିଡିପି ଅଭିବୃଦ୍ଧି ଆକଳନକୁ ହ୍ରାସ କରିଛି । ବିଶ୍ୱ ବ୍ୟାଙ୍କ ଜିଡିପି ଅଭିବୃଦ୍ଧି ପୂର୍ବାନୁମାନକୁ ୮.୭ ପ୍ରତିଶତରୁ ୮ ପ୍ରତିଶତକୁ
Read More...

ମୃତ ଡ୍ରାଇଭର ପରିବାରକୁ ସହାୟତାର ହାତ ବଢାଇଲା ବୌଦ୍ଧ ବସ କର୍ମଚାରୀ ସଂଘ

କଣ୍ଟାମାଳ,୧୩/୪- ଗତ କିଛି ବର୍ଷ ହେଲା ରାଜ୍ୟସ୍ତରରେ ଓଡିଶା ଡ୍ରାଇଭର ସଂଘର ଏକତା ବୃଦ୍ଧି ସହ ସାଂଗଠନିକ କ୍ଷେତ୍ରରେ ଅଗ୍ରଗତି ହେବା ପରେ ଅସହାୟ ହ୍ରାଇଭରଙ୍କ ପରିବାରଙ୍କୁ ସଂଘ ସହାୟତାର ହାତ ବଢାଇ ବେଶ ଚର୍ଚ୍ଚାକୁ ଆସିଥିବା ଦେଖିବାକୁ ମିଳିଛି । ଇତିମଧ୍ୟରେ କେବଳ ଡ୍ରାଇଭର କାମ କରି ନିଜ
Read More...

ଗନ୍ଧରାଡ଼ି କଲେଜରେ ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ

ବୌଦ୍ଧ/ଜହ୍ନ ।ପଙ୍କ,୧୩/୪: ବୌଦ୍ଧ ବ୍ଳକ ଅନ୍ତର୍ଗତ ଜହ୍ନ ।ପଙ୍କ ଗନ୍ଧରାଡି ମହାବିଦ୍ୟାଳୟରେ ଗତ ୫ ତାରିଖରୁ ଛାତ୍ରୀମାନଙ୍କୁ ନେଇ ଚାଲିଥିବା ଆତ୍ମ ସୁରକ୍ଷା ତାଲିମ ଶିବିର ଆଜି ଉଦଯାପିତ ହୋଇଯାଇଛି । ଅଧ୍ୟକ୍ଷ ରାମ ।କାନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ଭାବେ
Read More...