Monthly Archives

April 2022

ବିପର୍ଯ୍ୟୟ ପ୍ରଶମନ ତାଲିମ ଶିବିର

ବୌଦ୍ଧ,୬/୪: - ସ୍ଥାନୀୟ ଯୋଗୀନ୍ଦ୍ରଦେବ ଉଚ୍ଚ ବିଦ୍ୟାଳୟ ବୌଦ୍ଧଠାରେ ରାଷ୍ଟ୍ରୀୟ ବିପର୍ଯ୍ୟୟ ପ୍ରଶମନ ଦଳ ମୁଣ୍ଡୁଳି କଟକଙ୍କ ଦ୍ୱାରା ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଯୋଗଦେଇଥିଲେ । ଏହି ତାଲିମ ଶିବିରରେ ବ୍ଲକ
Read More...

ବିଜେପି କଣ୍ଟାମାଳ ମଣ୍ଡଳ ତରଫରୁ ଦଳର ୪୨ତମ ପ୍ରତିଷ୍ଠା ଦିବସ ପାଳିତ

କଣ୍ଟାମାଳ,୬/୪- ଆଜି ପଲସାଗୋରା କଲ୍ୟାଣମଣ୍ଡପ ଠାରେ ବିଜେପି କଣ୍ଟାମାଳ ମଣ୍ଡଳ ତରଫରୁ ମଣ୍ଡଳ ସଭାପତି ଶ୍ରୀ ଅନୀଲ କୁମାର ପ୍ରଧାନଙ୍କ ନେତୃତ୍ୱରେ ଦଳର ୪୨ତମ ପ୍ରତିଷ୍ଠା ଦିବସ ପାଳନ କରାଯାଇଛି । ୧୯୮୦ ମସିହା ଠାରୁ ଆଜିପର୍ଯ୍ୟନ୍ତ ଦଳର ସଂଘର୍ଷ ଓ ଲୋକ କଲ୍ୟାଣ ତଥା ରାଷ୍ଟ୍ର ନିର୍ମାଣରେ ଦଳ
Read More...

ବୌଦ୍ଧ ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲରେ କୋଭିଡ ଟୀକାକରଣ

ବୌଦ୍ଧ,୬/୪: - ସେଣ୍ଟ ଜାଭିୟର୍ସ ପବ୍ଲିକ ସ୍କୁଲ ବୌଦ୍ଧରେ କୋଭିଡ -୧୯ ଟୀକାକରଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଚିକିତ୍ସାଳୟ ସହଯୋଗରେ ଆୟୋଜିତ ଏହି ଶିବିରରେ ୧୨ ରୁ ୧୫ ବର୍ଷ ବୟସର ସ୍କୁଲ ଛାତ୍ର/ଛାତ୍ରୀ ମାନଙ୍କୁ ଏହି ଟୀକା ଦିଆଯାଇଛି । ଛାତ୍ରଛାତ୍ରୀଙ୍କୁ ଟୀକାକରଣ
Read More...

ବୌଦ୍ଧ ସେଣ୍ଟ୍‌ ଜାଭିୟର୍ସ ସ୍କୁଲର ଛାତ୍ରଛାତ୍ରୀଙ୍କ ସ୍କାଉଟ ଗାଇଡ ସଫଳତା

ବୌଦ୍ଧ,୬/୪: - ଜିଲ୍ଲାସ୍ତରୀୟ ସ୍କାଉଟ ଗାଇଡ କ୍ୟାଂପରେ ବୌଦ୍ଧ ସେଣ୍ଟ୍‌ ଜାଭିୟର୍ସ ପବ୍ଲିକ ସ୍କୁଲର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରି ପୁରସ୍କୃତ ହୋଇଛନ୍ତି । ସେଣ୍ଟ୍‌ ଜାଭିୟର୍ସ ସ୍କୁଲର ସ୍କାଉଟ ଗାଇଡର ଶିକ୍ଷୟିତ୍ରୀ କ୍ୟାପଟେନ ଶ୍ରୀମତୀ ଚନ୍ଦ୍ରମା ଯୋଶୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ
Read More...

ଏହି ରାଜ୍ୟରେ ମିଳିବ ୧୫ ଟଙ୍କାରେ ମିଲ, ୫ ଟଙ୍କାରେ ଟିଫିନ

ଲକ୍ଷ୍ନୌ : ଉତ୍ତରପ୍ରଦେଶରେ ଯୋଗୀ ଆଦିତ୍ୟନାଥଙ୍କ ସରକାର ଏକ ବଡ଼ ଘୋଷଣା କରିଛନ୍ତି  । ସାରା ରାଜ୍ୟରେ ଅନ୍ନପୂର୍ଣ୍ଣ କ୍ୟାଣ୍ଟିନ ଚାଲିବା ନେଇ ଘୋଷଣା କରାଯାଇଛି  । ଏହି ଯୋଜନାରେ ୧୫ ଟଙ୍କାରେ ମିଲ ଓ ୫ ଟଙ୍କାରେ ଟିଫିନ ମିଳିପାରିବ  ।ଏହି କ୍ୟାଣ୍ଟିନଗୁଡ଼ିକ ୨୪ ଘଣ୍ଟା ଖୋଲା ରହିବ  ।
Read More...

ପରୀକ୍ଷାର୍ଥୀଙ୍କ ପୁଷ୍ପା କ୍ରେଜ୍‌, ପରୀକ୍ଷା ଖାତାରେ ଲେଖିଲେ ଏମିତି

ନୂଆଦିଲ୍ଲୀ : ‘ପୁଷ୍ପା : ଦ ରାଇଜ’ ସିନେମାର କ୍ରେଜ ସାରା ଦେଶରେ ବଢ଼ିବାରେ ଲାଗିଛି  । ଇନଷ୍ଟାଗ୍ରାମ ହେଉକି ସର୍ଟ ଭିଡ଼ିଓରେ ପୁଷ୍କାର ଡାଇଲଗ ଓ ଗୀତ ଭାଇରାଲ ହୋଇଛି  । ଏମିତିକି କିଛି ଚୋରମାନେ ଏବେ ପୁଷ୍ପା ଷ୍ଟାଇଲରେ ଚୋର କାରବାର କରୁଥିବା ବି ଦେଖିବାକୁ ମିଳୁଛି  । ଏସବୁ ଚର୍ଚ୍ଚା
Read More...

ବିଜେପି ପ୍ରତିଷ୍ଠା ଦିବସ : ୪୨ ବର୍ଷରେ ବିଜେପି ୨ରୁ ୩୦୧ ଆସନରେ ପହଞ୍ଚିଛି, ଜାଣନ୍ତୁ ଦଳର ସଂଘର୍ଷର ୧୦ ବଡ କଥା

ନୂଆଦିଲ୍ଲୀ : ଦେଶବ୍ୟାପୀ ଆଜି ବିଜେପି ତା'ର ପ୍ରତିଷ୍ଠା ଉତ୍ସବ ପାଳନ କରୁଛି । ଯଦିଓ ଭାରତୀୟ ଜନତା ପାର୍ଟି (ବିଜେପି) ୬ ଏପ୍ରିଲ ୧୯୮୦ ରେ ପ୍ରତିଷ୍ଠିତ ହୋଇଥିଲା, କିନ୍ତୁ ଦେଶର ଶାସକ ଦଳ ମଧ୍ୟ ୧୯୫୧ ରୁ ୧୯୮୦ ପର୍ଯ୍ୟନ୍ତ ଭାରତୀୟ ଜନତା ସଂଗଠନ ଏବଂ ଜନତା ପାର୍ଟି ରୂପେ ଯାତ୍ରା ଶେଷ
Read More...

ଶ୍ରୀଲଙ୍କାରୁ ହଟିଲା ଜରୁରୀକାଳୀନ ପରିସ୍ଥିତି

କଲମ୍ବୋ: ଶ୍ରୀଲଙ୍କାରୁ ହଟିଲା ଜରୁରୀକାଳୀନ ପରିସ୍ଥିତି । ଏ ସଂକ୍ରାନ୍ତରେ ଜାରି ଅଧ୍ୟାଦେଶକୁ ହଟାଇଛନ୍ତି ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷ । ଦେଶରେ ଘନ ଆର୍ଥିକ ସଂକଟ ଜନିତ ବିକ୍ଷୋଭ ପରେ ସ୍ଥିତି ସମ୍ଭାଳିବା ଲାଗି ଗତ ଏପ୍ରିଲ ୧ରୁ ଲାଗୁ ହୋଇଥିଲା ଜରୁରୀ ପରିସ୍ଥିତି । ସ୍ଥିତିରେ କୌଣସି
Read More...

ଧାମନଗର ଏନଏସିକୁ ହାତେଇଲା ବିଜେଡି

ଭଦ୍ରକ: ଧାମନଗର ଏନଏସି ନିର୍ବାଚନରେ ଶେଷ ହୋଇଛି ଭୋଟ ଗଣତି । ବିଜେଡିର ନିବେଦିତା ଜେନା ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ବିଜେପିର ପୁଷ୍ପଶ୍ରୀ ମହାନ୍ତିଙ୍କୁ ହରାଇ ସେ ଏହି ବିଜୟ ହାସଲ କରିଛନ୍ତି । ଏନଏସିର ୧୧ଟି ୱାର୍ଡରୁ ୯ଟିରେ ବିଜେଡି ଓ ୨ଟିରେ ବିଜେପି ବିଜୟଲାଭ କରିଛି ।ସୂଚନା
Read More...

ଗରିବ ପିଲାଙ୍କ ପାଇଁ ସ୍କୁଲ ଓ ଗଣଶିକ୍ଷା ବିଭାଗର ନୂଆ ନିର୍ଦ୍ଦେଶନାମା

ଭୁବନେଶ୍ୱର:  ଏଣିକି ପ୍ଲେ ସ୍କୁଲରେ ୨୫ ପ୍ରତିଶତ ସିଟ୍‌ରେ ଅବହେଳିତ ଗରିବ ଶ୍ରେଣୀର ପିଲାଙ୍କୁ ମାଗଣାରେ ପଢ଼ିବାକୁ ସୁଯୋଗ ମିଳିବ । ପ୍ରଥମ ଶ୍ରେଣୀ ସହ ତିନି ବର୍ଷ ବୟସର ପିଲାମାନେ ଘରୋଇ ପ୍ଲେ ସ୍କୁଲରେ ମାଗଣାରେ ନାମ ଲେଖାଇପାରିବେ । ଏହାଦ୍ୱାରା ରାଜ୍ୟର ୬୭ ହଜାର ପିଲା ଉପକୃତ ହେବେ ।
Read More...