Monthly Archives

May 2022

ରାନିଲ ବିକ୍ରମସିଂଘେ ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ

କଲମ୍ବୋ : ଶ୍ରୀଲଙ୍କାରେ ଭୟଙ୍କର ହିଂସାଲାଗି ରହିଥିବାବେଳେ ଆଜି ଦେଶର ନୂଆ ପ୍ରଧାନମନ୍ତ୍ରୀଭାବେ ରାନିଲ ବିକ୍ରମସିଂଘେ ଶପଥ ଗ୍ରହଣ କରିଛନ୍ତି । ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷ ଓ ରାନିଲଙ୍କ ମଧ୍ୟରେ ଅନୁଷ୍ଠିତ ଏକ ରୁଦ୍ଧଦ୍ୱାର ବୈଠକ ପରେ ତାଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ନିଷ୍ପତ୍ତି
Read More...

ବ୍ରଜରାଜନଗର ଉପନିର୍ବାଚନ ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି କଲା କଂଗ୍ରେସ

ଭୁବନେଶ୍ୱର: ବ୍ରଜରାଜନଗର ଉପନିର୍ବାଚନ ପାଇଁ କଂଗ୍ରେସ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଗୁରୁବାର ଜାରି କରିଛି । ଏଥିରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ଛତିଶଗଡର ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, ସ୍ୱାସ୍ଥ୍ୟ ମନ୍ତ୍ରୀ ଟି.ଏସ. ସିଂହଦେଓ, କହ୍ନେୟା କୁମାର,
Read More...

ଓଡ଼ିଶାର ୩ ସମେତ ୫୭ଟି ରାଜ୍ୟସଭା ଆସନ ପାଇଁ ଜାରିହେଲା ବିଜ୍ଞପ୍ତି

ନୂଆଦିଲ୍ଲୀ : ଓଡ଼ିଶା ସମେତ ୧୫ଟି ରାଜ୍ୟର ୫୭ଟି ରାଜ୍ୟସଭା ଆସନ ପାଇଁ ଆଜି ନିର୍ବାଚନ କମିସନ ଜାରି କରିଛନ୍ତି ପ୍ରେସ ବିଜ୍ଞପ୍ତି । ଏହି ୫୭ଟି ଆସନ ମଧ୍ୟରେ ଓଡ଼ିଶାର ୩ଟି ଆସନ ରହିଛି । ଜୁନ ୨୧ରୁ ଅଗଷ୍ଟ ଏକ ତାରିଖରେ ମଧ୍ୟରେ ଏହି ସବୁ ଆସନ ଖାଲି ହେବାକୁ ଯାଉଛି । ବିଜ୍ଞପ୍ତିି
Read More...

ୟୁଏଇ ଲିଗ୍‌ ଫ୍ରାଞ୍ଚାଇଜ କିଣିବ କୋଲକାତା ନାଇଟ ରାଇଡର୍ସ

ନୂଆଦିଲ୍ଲୀ: ସଂଯୁକ୍ତ ଆରବ ଏମିରେଟସ(ୟୁଏଇ)ର ଆସନ୍ତା ଟି-୨୦ ଲିଗ ପାଇଁ ଫ୍ରାଞ୍ଚାଇଜ ଖର୍ଦ୍ଦି ପ୍ରକ୍ରିୟାରେ ସାମିଲ ହେବ ଆଇପିଏଲ ଟିମ୍‌ କୋଲକାତା ନାଇଟରାଇଡର୍ସ । ଏମିରେଟସ କ୍ରିକେଟ ବୋଡର଼୍ ସହ ମିଶି ଏହା ଟିମ କିଣିବ । ଆଜି ଉଭୟ ରାଇଡର୍ସ ଓ ବୋଡର଼୍ ଏହା ଘୋଷଣା କରିଛନ୍ତି । ଏହି
Read More...

ତମାଖୁ ଜାତୀୟ ଦ୍ରବ୍ୟ ବିକ୍ରୟ ଦୋକାନମାନଙ୍କରେ ଚଢ଼ାଉ

ସୁବର୍ଣ୍ଣପୁର: ଆଜି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ତମାଖୁ ଜାତୀୟ ଦ୍ରବ୍ୟର ବିକ୍ରୟ ଓ ବ୍ୟବହାର ନିଷେଧ ପାଇଁ ଦୋକାନମାନଙ୍କରେ ଏକ ଟିମ ଚଢ଼ାଉ କରିଥିଲା । ଏହି ଚଢ଼ାଉରେ ୩୨ ଟି ଦୋକାନ ମଧ୍ୟରୁ ୨୦ ଟି ଦୋକାନରୁ ମୋଟ ୨୩୭୦ ଟଙ୍କା ଜରିମାନା ଆକାରରେ ଆଦାୟ କରାଯାଇଥିଲା । ଏହି
Read More...

ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଦିଆଯାଇଥିବା ଆମ୍ବୁଲାନ୍ସକୁ ଲୋକାର୍ପିତ କଲେ ଜିଲ୍ଲାପାଳ

ପାରଳାଖେମୁଣ୍ଡି, : ସ୍ୱାସ୍ଥ୍ୟସେବା ଦିଗରେ ସହଯୋଗର ହାତ ବଢ଼ାଇଛି ଆଇସିଆଇସିଆଇ ବ୍ୟାଙ୍କ । ଆଇସିଆଇସିଆଇ ବ୍ୟାଙ୍କ ଫାଉଣ୍ଡେସନ ତରଫରୁ ଜିଲ୍ଲା ପ୍ରଶାସନକୁ ଯୋଗାଇ ଦିଆଯାଇଥିବା ଆମ୍ବୁଲାନ୍ସର ଆଜି ଲୋକାର୍ପିତ କରିଛନ୍ତି ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା । ଆଜି ଏନେଇ ଏକ ସ୍ୱତନ୍ତ୍ର
Read More...

ମ୍ୟାକକୁଲମ ଇଂଲଣ୍ଡର ମୁଖ୍ୟକୋଚ ନିଯୁକ୍ତ

ନୂଆଦିଲ୍ଲୀ,୧୨/୫: ନ୍ୟୁଜିଲାଣ୍ଡର ପୂର୍ବତନ ବ୍ୟାଟସମ୍ୟାନ୍‌ ଼ବ୍ରେଣ୍ଡନ୍‌ ମ୍ୟାକକୁଲମ୍‌ଙ୍କୁ ଇଂଲଣ୍ଡର ପୁରୁଷ କ୍ରିକେଟ ଦଳର ମୁଖ୍ୟ କୋଚଭାବେ ନିଯୁକ୍ତ କରାଯାଇଛି । ଇସିବି ଏକ ବିବୃତି ଜରିଆରେ ଆଜି ଏହା ଘୋଷଣା କରିଛି । ଆସନ୍ତା ଜୁନରୁ ହେବାକୁ ଥିବା ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟ
Read More...

ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନ ସମ୍ମିଳନୀ ଗୃହରେ ଆସନ୍ତା ଜୁଲାଇ ୧ ତାରିଖ ଦିନ ପାରଳାଖେମୁଣ୍ଡି ଠାରେ ଅନୁଷ୍ଠିତ ହେବାକୁ ଥିବା ରଥଯାତ୍ରା ନିମନ୍ତେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ
Read More...

ଗନ୍ଧରାଡି ଲୋକକଳା ମହୋତ୍ସବ-୨୦୨୨ ପାଇଁ ୧୬ରେ ଶୁଭ ଖମ୍ବ ସ୍ଥାପନ

ଜହ୍ନାପଙ୍କ:ବୌଦ୍ଧ ବ୍ଳକ ଲଷ୍ମୀପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ଚାରିଶମ୍ଭୁଠାରେ ଆସନ୍ତା ଜୁନ ପ୍ରଥମ ସପ୍ତାହରେ ଆରମ୍ଭ ହେବାକୁ ଥିବା ଗନ୍ଧରାଡି ମହୋତ୍ସବ ୨୦୨୨ ପାଇଁ ଶୁଭ ଖମ୍ବ ସ୍ଥାପନ କରିବା ପାଇଁ ଏକ ପ୍ରସ୍ତୁତି ବୈଠକ ଗନ୍ଧରାଡି ଲୋକକଳା ମହୋତ୍ସବ କମିଟିର ସଭାପତି ଏସଡି ଅଶୋକ ସାହୁଙ୍କ
Read More...

ରନ୍‌ୱେରେ ଜଳିଗଲା ବିମାନ

ବେଜିଂ: ଚୀନରେ ଆଜି ଶତାଧିକ ବିମାନଯାତ୍ରୀ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି । ତିବତ ଏୟାରଲାଇନ୍ସର ଏକ ବିମାନ ଚାଇନିଜ୍‌ ଏୟାରପୋର୍ଟରେ ଦୁର୍ଘଟଣାଗ୍ରସ୍ତ ହେବାରୁ ଏଥିରେ ନିଆଁ ଲାଗି ଯାଇଥିଲା । ବିମାନରେ ମୋଟ ୧୧୩ ଜଣ ଯାତ୍ରୀ ଓ ୯ ଜଣ କ୍ରୁ ସଦସ୍ୟ ଥିଲେ । ବିମାନ କ୍ଷତିଗ୍ରସ୍ତ
Read More...