Monthly Archives

June 2022

ଯୋଜନା ଓ ସମନ୍ୱୟ ବିଭାଗ ମନ୍ତ୍ରୀ ରାଜୁ ଭାଇଙ୍କୁ କଣ୍ଟାବାଞ୍ଜି ବିଜେଡି ପକ୍ଷରୁ ସମ୍ବର୍ଦ୍ଧନା

କଣ୍ଟାବାଞ୍ଜି,୧୦/୬ - ରାଜ୍ୟ ସରକାରଙ୍କ ମନ୍ତ୍ରୀମଣ୍ଡଳରେ ନୂତନ ଭାବେ ମନ୍ତ୍ରୀ ପଦ ପାଇଥିବା ଖରିଆର ରୋଡ଼ ବିଧାୟକ ରାଜୁ ଭାଇ ଢୋଲକିଆଙ୍କୁ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ବିଜୁ ଜନତାଦଳ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ନୂଆପଡା ଜିଲ୍ଲା ଖରିଆର ରୋଡ଼ ବିଧାୟକ ରାଜୁ ଭାଇ
Read More...

ସାମୁହିକ ଅଭ୍ୟାସ ମାଧ୍ୟମରେ ବିପର୍ଯ୍ୟୟ ପ୍ରସ୍ତୁତି ନିମନ୍ତେ ସମନ୍ୱୟ ବୈଠକ

ସୁବର୍ଣ୍ଣପୁର,୧୦/୬- ବିଗତବର୍ଷ ମାନଙ୍କ ପରି ଏବର୍ଷ ମଧ୍ୟ ସୁବର୍ଣ୍ଣପୁର ଜିଲ୍ଲାରେ ବିପର୍ଯ୍ୟୟ ପ୍ରସ୍ତୁତି ନିମିତ୍ତ ସାମୁହିକ ଅଭ୍ୟାସ ବା ମକଡ୍ରିଲ ଚଳିତ ମାସ ୧୯ ତାରିଖରେ ଅନୁଷ୍ଠିତ ହେବ । ସାମୁହିକ ଅଭ୍ୟାସ ଦ୍ୱାରା କମ୍ୟୁନିଟିକୁ ବିପର୍ଯ୍ୟୟରୁ ରକ୍ଷାକରିବା ଏହାର ଲକ୍ଷ୍ୟ ଅଟେ ।
Read More...

ରାଜ୍ୟରେ ପ୍ରଥମ ଥର ପାଇଁ ରୋବୋର୍ଟିକ ଅସ୍ତ୍ରୋପଚାରରେ ଆପୋଲୋର ସଫଳତା

ଭୁବନେଶ୍ୱର, ୧୦/୦୬: ରାଜ୍ୟରେ ପ୍ରଥମ ଥର ପାଇଁ ଡା ଭିନ୍‌ସ ରୋବୋଟିକ୍‌ ପଦ୍ଧତିରେ ମହିଳାଙ୍କ ଗର୍ଭାଶୟରୁ ଟ୍ୟୁମର ବାହାର କରିବାରେ ସଫଳତା ମିଳିଛି । ରୋବର୍ଟିକ ସର୍ଜରୀ ଭଳି ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ କରି ଗର୍ଭାଶୟରୁ ଟ୍ୟୁମର ବାହାର କରିବାରେ ସଫଳତା ହାସଲ କରିଛି ଭୁବନେଶ୍ୱର ସ୍ଥିତ
Read More...

ହଳଦିଆ ପାହାଡରେ କ୍ରସର ବସାଇବାକୁ ବିରୋଧ କଲେ ଆଦିବାସୀ

ଦଶପଲ୍ଲା : ଖୋର୍ଦ୍ଧା–ବଲାଙ୍ଗିର ରେଳପଥ ନିର୍ମାଣ କାର୍ଯ୍ୟ ଚାଲୁରହିଥିବା ବେଳେ ରେଳ ପଥ ନିର୍ମାଣ ନିମନ୍ତେ ବହୁତ ପଥର ମେଣ୍ଟାଲର ଆବଶ୍ୟକ ପଡ଼ିଥାଏ ଏଣୁ ରେଳ ପଥ ନିର୍ମାଣ ପାଇଁ ନିଯୁକ୍ତି ପାଇଥିବା କନଷ୍ଟ୍ରକ୍‌ନ କମ୍ପାନୀ ବିଭିନ୍ନ ଜାଗାରେ କ୍ରସର ବସାଇଛି । ସେହିଭଳି ଦଶପଲା ବ୍ଳକ
Read More...

ରା.ଉଦୟଗିରି ବ୍ଳକରେ ମିଶନ ଶକ୍ତିର ମହିଳାମାନଙ୍କୁ ଆତ୍ମ ସୁରକ୍ଷା ତାଲିମ ପ୍ରଦାନ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲା ରା. ଉଦୟଗିରି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଆଜି ମହିଳା ଆତ୍ମରକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଗଜପତି ଜିଲ୍ଲା ଟାଇକୋଣ୍ଡୁ ଏକାଡେମୀ ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ମହାପାତ୍ରଙ୍କ ପରିଚାଳନାରେ ମହିଳାଙ୍କୁ ମାଗଣାରେ ଏହି ତାଲିମ ପ୍ରଦାନ
Read More...

ପାମ୍ପଡ, ଆଚାର ଓ ମସଲା ପ୍ରସ୍ତୁତି ତାଲିମ ଶିବିର

କଣ୍ଟାମାଳ : ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ-୨ ମାଧ୍ୟମରେ ସମାକୁପା ବନ ସୁରକ୍ଷା ସମିତି ଠାରେ ଆର.ଏସ୍‌ .ଇ.ଟି.ଆର ବୌଦ୍ଧ ସହାୟତାରେ ଦଶଦିନିଆ ପାମ୍ପଡ, ଆଚାର ଓ ମସଲା ପ୍ରସ୍ତୁତି ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରଶିକ୍ଷକ ଭାବରେ ଅମର ମହାପାତ୍ର, ବିଚିତ୍ରା ମହାପାତ୍ର, ସୁଷମା
Read More...

ଜୁଲାଇ ୨ରୁ ବିଧାନସଭା ମୌସୁମୀ ଅଧିବେଶନ

ଭୁବନେଶ୍ୱର: ଜୁଲାଇରେ ୨ରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ମୌସୁମୀ ଅଧିବେଶନ । ମୌସୁମୀ ଅଧିବେଶନ ନେଇ ପ୍ରକାଶ ପାଇଛି ବିଜ୍ଞପ୍ତି । ଚଳିତ ବର୍ଷ ମୌସୁମୀ ଅଧିବେଶନରେ ରହିଛି ୨୪ଟି କାର୍ଯ୍ୟ ଦିବସ ।ଅଗଷ୍ଟ ୪ ପର୍ଯ୍ୟନ୍ତ ଚାଲିବ ମୌସୁମୀ ଅଧିବେଶନ । ୨ ତାରିଖରେ ଆଗତ ହେବ ପୂର୍ଣ୍ଣାଙ୍ଗ ବଜେଟ
Read More...

ପୂର୍ବତନ ଜିିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

ନବରଙ୍ଗପୁର:ନବରଙ୍ଗପୁରର ପୂର୍ବତନ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭୂଜଙ୍ଗ ଭୂଷଣ ରାଓଙ୍କ ବିୟୋଗରେ ଜିଲ୍ଲା ସଂସ୍କୃତି ଭବନ ପରିସରରେ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ସେ ୨୦୦୮ ରୁ ୨୦୧୪ ମସିହା ପର୍ଯ୍ୟନ୍ତ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରହିବା ସହ ଜିଲ୍ଲା
Read More...

ଚୁଆରେ ପଡ଼ିଲା ହାତୀ ଛୁଆ, ୨ଘଣ୍ଟା ପରେ ଉଦ୍ଧର ହେଲା

ଫୁଲବାଣୀ : ପୁଣି ବିପଦରେ ଗଜ । ଛୁଆ ହାତୀ ପୁଣି ଗଳି ପଡ଼ିଲା ଏକ ପରିତକ୍ତ ଚୁଆରେ । କନ୍ଧମାଳ ଜିଲ୍ଲା ଗୋଛାପଡା ରେଞ୍ଜର ପକାରୀ ପଞ୍ଚାୟତ ଜିରୀଙ୍ଗପଡ଼ା ଗ୍ରାମ ନିକଟ ବିଲମାଳରେ ଥିବା ଚୁଆରେ ଏକ ହାତୀ ଛୁଆ ପଡିଥିବା ଦେଖିଥିଲେ ଗ୍ରାମବାସୀ । ସୁଚନା ଅନୁସାରେ ବିଲମ୍ବିତ ରାତିରେ ୧୦ ଟିକିଆ
Read More...

ଭୁବନେଶ୍ୱରରେ ପହଞ୍ଚିଲେ ୨ ଦେଶର ଖେଳାଳି

ଭୁବନେଶ୍ୱର: ଭୁବନେଶ୍ୱର ପହଞ୍ଚିସାରିଛନ୍ତି ଭାରତ ଓ ଦକ୍ଷିଣ ଆଫ୍ରିକା ଖେଳାଳି । ବିମାନବନ୍ଦରରେ ପହଞ୍ଚିବା ପରେ କଡା ସୁରକ୍ଷା ମଧ୍ୟରେ ବସ ଯୋଗେ ହୋଟେଲ ପହଞ୍ଚିଛନ୍ତି ଉଭୟ ଦଳର ଖେଳାଳି । ମେ ଫେୟାର ଫାଟକ ସମ୍ମୁଖରେ ଓଡିଆ ପରଂପରାରେ ଉଭୟ ଦଳର ଖେଳାଳିଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା ।
Read More...