Monthly Archives

June 2022

ରୋହିଣୀ ନଦୀକୁ ଖସିପଡିଲା ବସ୍‌,୯ ମୃତ

କାଠମାଣ୍ଡୁ : ନେପାଳର ରୂପନଦେହୀ ଜିଲ୍ଲା ଭୈରହମ୍ବା ମାର୍ଗରେ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାରେ ଶିକାର ହୋଇଛି । ବସଟି ଯାତ୍ରୀ ନେଇ ଯାଉଥିବା ବେଳେ ରୋହିଣୀ ନଦୀକୁ ଖସିପଡିବାରୁ ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୩ ଜଣ ଆହତ ହୋଇଥିବା ସୂଚନା ମିଳିଛି । ସମସ୍ତ ଆହତଙ୍କୁ ଭୈରହମ୍ବା
Read More...

ଯମୁନା ଘାଟିରେ ଖସିଲା ବସ,୨୨ ମୃତ

ଡେରାଡୁନ : ଉତ୍ତର କାଶୀରେ ଆଜି ଏକ ବସ୍‌ ଦୁର୍ଘଟଣାରେ ୨୨ ଜଣଙ୍କର ମୃତ୍ୟୁ ହୋଇଛି । ୪୦ ଜଣ ଯାତ୍ରୀଙ୍କୁ ନେଇ ୟମୁନୋତ୍ରୀ ଯାଉଥିବା ବସଟି ୨୦୦ ମିଟର ତଳକୁ ଖସିପଡିବାରୁ ବସରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ୨୨ ଜଣଙ୍କର ମୃତ୍ୟୁ ହୋଇଛି । ଏନଡିଆରଏଫ ଯବାନଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ
Read More...

ଦାରିଙ୍ଗବାଡ଼ି ବ୍ଲକରେ ବିଶ୍ୱପରିବେଶ ଦିବସ ପାଳନ,ସମୂହ ଚାରା ରୋପଣ

ବାଲିଗୁଡ଼ା:କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବନାଞ୍ଚଳର ବିଭିନ୍ନ ସ୍ଥାନରେ ବିଶ ୍ୱପରିବେଶ ଦିବସ ପାଳିତ ହୋଇଯାଇଛି । ଦାରିଙ୍ଗବାଡ଼ି ବନାଞ୍ଚଳ ଅଧିକାରୀ ସତୀଶ କୁମାର ଧାରୁଆଙ୍କ ତତ୍ତ୍ୱବାଧାନରେ ଦାରିଙ୍ଗବାଡ଼ି ସାରିଙ୍ଗିଇର୍ପି ଠାରେ ଥିବା ବନବିଭାଗ କଟେଜଠାରେ
Read More...

୧୩ ଜିଲ୍ଲା ମନ୍ତ୍ରୀ ଶୂନ୍ୟ,୪ ଜିଲ୍ଲାରେ ଦୁଇ ଜଣ ଲେଖାଏଁ ମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ମନ୍ତ୍ରିମଣ୍ଡଳରେ ୧୭ଟି ଜିଲ୍ଲାର ପ୍ରତିନିଧିତ୍ୱ ରହିଛି । ୧୩ଟି ଜିଲ୍ଲାରୁ ମନ୍ତ୍ରିମଣ୍ଡଳରେ ପ୍ରତିନିଧିତ୍ୱ ନାହିଁ । ଚାରୋଟି ଜିଲ୍ଲାରୁ ୨-୨ ଜଣ ମନ୍ତ୍ରୀ ରହିଛନ୍ତି ।ମନ୍ତ୍ରୀପଦ ମିଳିଥିବା ୧୭ ଜିଲ୍ଲା ମଧ୍ୟରୁ ଯାଜପୁର, ଗଞ୍ଜାମ
Read More...

ଗିରଫ ହୋଇପାରନ୍ତି ପାକ୍‌ ପ୍ରଧାନମନ୍ତ୍ରୀ

ଇସଲାମାବାଦ: ପାକିସ୍ଥାନରେ ନୂଆ ସରକାର ଆସିବା ଦୁଇ ମାସ ହୋଇଗଲାଣି । କିନ୍ତୁ ଆର୍ଥିକ ବ୍ୟବସ୍ଥାରେ କୌଣସି ସୁଧାର ଆସି ନାହିଁ । ସଙ୍କଟ ବଢୁଛି,ପରିସ୍ଥିତି ଆହୁରି ଜଟିଳ ହେଉଛି । ସରକାରଙ୍କ ପାଇଁ ସଙ୍କଟ ବଢିବାରେ ଲାଗିଛି । ଏପରି କି, ଖୁବ୍‌ଶୀଘ୍ର ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ
Read More...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନବ ନିର୍ବାଚିତ ବ୍ରଜରାଜନଗର ବିଧାୟିକା

ଭୁବନେଶ୍ୱର:ବ୍ରଜରାଜନଗରର ନବ ନିର୍ବାଚିତ ବିଧାୟିକା ଅଳକା ମହାନ୍ତି ରବିବାର ଦିନ ନବୀନ ନିବାସ ପହଂଚି ସେଠାରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରି ତାଙ୍କର ଆଶୀର୍ବାଦ ନେଇଛନ୍ତି । ଏହି ଅବସରରେ ସେ ବ୍ରଜରାଜନଗର ନିର୍ବାଚନ ମଣ୍ଡଳୀକୁ ଏକ ନମ୍ବର କରିବା ପାଇଁ ଯେଉଁ ସ୍ପପ୍ମ ଦେଖିଥିଲେ ତାକୁ
Read More...

ବୌଦ୍ଧ ସହରର ବୁଦ୍ଧ କୀର୍ତ୍ତୀରାଜି ପରିସର ଖନନ ହେଲେ ମିଳିବ ବୌଦ୍ଧର ଇତିହାସ

ଜହ୍ନାପଙ୍କ : ଐତିହାସିକ ଗନ୍ଧରାଢୀ ଲୋକକଳା ମହୋତ୍ସର ତୃତୀୟ ଦିବସ ତଥା ଉଦଯାପନୀ ଉତ୍ସବରେ ଗନ୍ଧରାଢୀର ଇତିହାସ, କଳା ଓ ଭାସ୍କର୍ଯ୍ୟ ସଂପର୍କରେ ଆଲୋଚନା ଚକ୍ର ଜଗତି ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅବସର ପ୍ରାପ୍ତ ଇତିହାସ ବିଭାଗର ଅଧ୍ୟାପକ ଉଗ୍ରେସନ ନାୟକ ଗନ୍ଧରାଢୀର
Read More...

ଜୁରୀଆ ସରସ୍ୱତୀ ଶିଶୁବିଦ୍ୟାମନ୍ଦିରକୁ ମିଳିଲା ପ୍ରକୃତି ମିତ୍ର ପୁରସ୍କାର

ପାଟଣାଗଡ: ବଲାଙ୍ଗିର ଜିଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଜରିଆ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଓଡିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ୨୦୨୧-୨୨ ବର୍ଷ ପ୍ରକୃତି ମିତ୍ର ସମ୍ମାନରେ ଭୁବନେଶ୍ୱର ସ୍ଥିତ ରବିନ୍ଦ୍ର ମଣ୍ଡପଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନୀତ କରାଯାଇଥିଲା । ଏହି ଅବସରରେ
Read More...

ସହିଦ ସଞ୍ଜୟ କୁମାର ପ୍ରଧାନଙ୍କ ସ୍ମୃତିରେ ପ୍ରଥମ ସ୍ମାରକୀ ଭଲିବଲ ଟୁର୍ଣ୍ଣାମେଣ୍ଟ

କନ୍ଧମାଳ: କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅନ୍ତର୍ଗତ ବାଗାରାମା ଗ୍ରାମର ସୁପୁତ୍ର ଦେଶମାତୃକା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ସହିଦ ସଞ୍ଜୟ ପ୍ରଧାନଙ୍କ ବଳିଦାନ ଓ ତ୍ୟାଗକୁ ମନେ ପକେଇ ଗ୍ରାମାଞ୍ଚଳରେ ଯୁବକ ମାନଙ୍କ ଆୟୋଜନରେ ସହିଦଙ୍କ ସମ୍ମାନ ଓ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ପାଇଁ
Read More...

ଆଜି ବିଶ୍ୱ ପରିବେଶ ଦିବସ : ଜିଲ୍ଲାର ଆଭ୍ୟନ୍ତରୀଣ ଅଞ୍ଚଳରେ ଚିନ୍ତା ବଢାଉଛି ବେଆଇନ୍‌ ଇଟା ଭାଟି

ସୁବର୍ଣ୍ଣପୁର : ଆଜି ବିଶ୍ୱ ପରିବେଶ ଦିବସ । କାଳକ୍ରମେ ପରିବେଶ ପ୍ରଦୂଷିତ ହେଉଥିବାରୁ ଚିନ୍ତାରେ ପରିବେଶବିତ୍‌ । ବିଶ୍ୱ ଉତ୍ତାପନ ନେଇ ସମସ୍ତଙ୍କ ଚିନ୍ତା ବଢୁଥିବା ବେଳେ ଜିଲ୍ଲାର ସମସ୍ତ ଆଭ୍ୟନ୍ତରୀଣ ଅଞ୍ଚଳରେ ବେଆଇନ ଇଟାଭାଟିରୁ ନିର୍ଗତ ଧୁଆଁ ଲୋକଙ୍କ ପାଇଁ ଚିନ୍ତା ବଢାଇଛି ।
Read More...