Monthly Archives

July 2022

ପାର୍ଶ୍ୱ ଗାୟିକାରୁ ନାୟିକା : ସିଦ୍ଧିଙ୍କ ପାଇଁ ଅପୂର୍ବ ସୁଯୋଗ

ସମ୍ବଲପୁର: ସମ୍ବଲପୁରର ଝିଅ ସିଦ୍ଧି ପ୍ରିୟଦର୍ଶିନୀ ମିଶ୍ର, ଯିଏକି ବଙ୍ଗଳା ଚଳଚିତ୍ରରେ ଜଣେ ପାର୍ଶ୍ୱ ଗାୟିକା ରୂପେ ପରିଚିତ । ବର୍ତ୍ତମାନ ତାଙ୍କ ପାଇଁ ନାୟିକା ଭୂମିକାର ସୁଯୋଗ ଆସିଛି । ଆଜି ସ୍ଥାନୀୟ ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହା
Read More...

ପ୍ରସ୍ତୁତି ଶେଷ : ଆସନ୍ତାକାଲି ରାଷ୍ଟ୍ରପତିଭାବେ ଶପଥ ନେବେ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ : ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲି ୧୦ଟା ୧୫ମିନିଟ୍‌ରେ ଶପଥ ଗ୍ରହଣ କରିବେ । ଏଥିପାଇଁ ପ୍ରସ୍ତୁତି ପର୍ବ ଶେଷ ହୋଇଛି । ରାଜ୍ୟସଭା ଅଧ୍ୟକ୍ଷ, ପ୍ରଧାନମନ୍ତ୍ରୀ, ପ୍ରଧାନବିଚାରପତି, ଲୋକସଭା ବାଚସ୍ପତି,କେନ୍ଦ୍ର ମନ୍ତ୍ରିମଣ୍ଡଳ ସଦସ୍ୟ
Read More...

ଘୁନସର କଲେଜରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଖପ୍ରାଖୋଲ: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ଆରବିଏସଏସ କଲେଜ ଘୁନସରରେ ବିଜେଡିର ୨୫ତମ ପ୍ରତିଷ୍ଠାର ପୂର୍ତ୍ତି ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ବ୍ଲକ ସଭାପତି ରମେଶ ପଧାନଙ୍କ ନେତୃତ୍ୱ ରେ ଅନୁଷ୍ଠିତ ହୋଇଥିଲା । ପରିବେଶ ବଞ୍ଚିଲେ ଆମେ ବଞ୍ଚିବା ବୋଲି କହିବା ସହ
Read More...

ଦେଶରେ ୪ର୍ଥ ମଙ୍କିପକ୍ସ୍‌ ମାମଲା ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ମଙ୍କିପକ୍ସ ମାମଲା ବଢିବାରେ ଲାଗିଛି । ଆଜି ଚତୁର୍ଥ ମାମଲା ଚିହ୍ନଟ ହୋଇଛି । ବିଦେଶ ଯାତ୍ରା ନ କରି ମଧ୍ୟ ଦିଲ୍ଲୀର ଜଣେ ବ୍ୟକ୍ତି ‘ମଙ୍କିପକ୍ସ’ ରୋଗରେ ଆକ୍ରାନ୍ତ ହୋଇଛନ୍ତି । ସେ ଦିଲ୍ଲୀର । ସମ୍ପ୍ରତି ଉକ୍ତ ୩୧ ବର୍ଷିୟ ଆକ୍ରାନ୍ତଜଣକ ଦିଲ୍ଲୀର ମେଲାନା ଆଜାଦ୍‌
Read More...

ମଣିଷପଣିଆ : ରାସ୍ତାରୁ ୪୫ ଲକ୍ଷ ଟଙ୍କା ପାଇ ଥାନାରେ ଦେଲେ

ରାୟପୁର: ଛତିଶଗଡ଼ର ଜଣେ ପୁଲିସ କର୍ମଚାରୀ ଏଭଳି କାର୍ଯ୍ୟ କରିଛନ୍ତି,ଯେଉଁଥି ପାଇଁ ତାଙ୍କୁ ଚାରିଆଡ଼ୁ ପ୍ରଶଂସା ମିଳୁଛି । ଶନିବାର ଛତିଶଗଡର ରାଜଧାନୀ ରାୟପୁରରେ ଜଣେ ଟ୍ରାଫିକ୍‌ ପୁଲିସ ବାଟରୁ ୪୫ ଲକ୍ଷ ଟଙ୍କା ପାଇ ସ୍ଥାନୀୟ ଥାନାରେ ଦାଖଲ କରଛନ୍ତି । ଅତିରିକ୍ତ ପୁଲିସ
Read More...

ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ :
ରୌପ୍ୟ ଜିତି ଇତିହାସ ରଚିଲେ ନୀରଜ ଚୋପ୍ରା ; ଅଭିନନ୍ଦନ ଜଣାଇଲେ ମୋଦୀ

ୟୁଜିନ: ପୁଣି ରେକଡର଼୍ ସୃଷ୍ଟିକଲେ ଭାରତର ସୁନାମଧନ୍ୟ ତାରକା ଜାଭେଲିନ ଫିଙ୍ଗାଳି ନୀରଜ ଚୋପ୍ରା । ଆମେରିକାରେ ଅନୁଷ୍ଠିତ ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପର ପୁରୁଷ ବିଭାଗରେ ଜାଭେଲିନ ଥ୍ରୋ’ ପ୍ରତିଯୋଗୀତାରେ ଆଜି ରୌପ୍ୟ ପଦକ ଜିତି ଇତିହାସ ରଚିଛନ୍ତି ନୀରଜ । ଦୀର୍ଘ ୧୯ ବର୍ଷର ପ୍ରତୀକ୍ଷା
Read More...

ବିକାଶ ଆବାସିକ ବିଦ୍ୟାଳୟରେ ସମ୍ବର୍ଦ୍ଧନା ଉତ୍ସବ

ଭବାନୀପାଟଣା : ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ବାନ୍ଦୋପଲା ସ୍ଥିତ ବିକାଶ ଆବାସିକ ବିଦ୍ୟାଳୟଠାରେ ସିବିଏସସି ମାଟ୍ରିକ ପରୀକ୍ଷାରେ ୯୦ପ୍ରତିଶତରୁ ଉର୍ଦ୍ଧ୍ୱ ନମ୍ବର ରଖିଥିବା ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଅବସରରେ ବିକାଶ ସ୍କୁଲର ନିର୍ଦ୍ଦେଶକ ଡ଼ି.
Read More...

ଅଧ୍ୟାପକଙ୍କୁ ରେଡକ୍ରସର ସର୍ବୋଚ୍ଚ ଜାତୀୟ ପୁରସ୍କାର

ବୌଦ୍ଧ : ବୌଦ୍ଧ ପଂଚାୟତ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ଅଧ୍ୟାପକ ତଥା ଯୁବ ରେଡକ୍ରସର ଜିଲ୍ଲା ସମ୍ପାଦକ ପ୍ରବୀର କୁମାର ଦାସଙ୍କୁ ୨୦୧୯-୨୦ ବର୍ଷ ପାଇଁ ତାଙ୍କର ଉଲ୍ଲେଖନୀୟ ସେବା କାର୍ଯ୍ୟ ପାଇଁ ଭାରତୀୟ ରେଡକ୍ରସ ତରଫରୁ ସର୍ବୋଚ୍ଚ ମେରିଟ ଆୱାର୍ଡ ପୁରସ୍କାର ପ୍ରଦାନ କରାଯାଇଛି । କରୋନା
Read More...

ଆଶା ଓ ଅଙ୍ଗନବାଡି କର୍ମୀଙ୍କ ସ୍ୱାସ୍ଥ୍ୟ ସଚେତନତା

ନନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ସରୁଗୁଡା ଗ୍ରାମରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅଙ୍ଗନବାଡି କର୍ମୀ ଓ ଆଶାକର୍ମୀମାନଙ୍କ ଦ୍ୱାରା ସଚେତନତା କାର୍ଯ୍ୟକ୍ରମ କରାଯାଇଛି । ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ସ୍ଥାନୀୟ ଲୋକମାନଙ୍କୁ ସୂଚନା ଦେଇଛନ୍ତି । ବର୍ଷା ଯୋଗୁଁ
Read More...

ବିପର୍ଯ୍ୟସ୍ତ ଅବସ୍ଥାରେ ଖଙ୍ଗାରଗୁଡା ପ୍ରାଥମିକ ବିଦ୍ୟାଳୟ, ଆଶା ଓ ଆଶଙ୍କାରେ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ

ଭବାନୀପାଟଣା : ଏବେ ଅନେକ ବିଦ୍ୟାଳୟ ରୂପାନ୍ତରି ଦ୍ୱାରା ବଦଳିଯାଉଛି ପାରିପାର୍ଶିକ ଅବସ୍ଥା । ଶୈକ୍ଷିକ ବାତାବରଣ ଯୋଗୁଁ ଛାତ୍ରଛାତ୍ରୀ ବିଦ୍ୟାଳୟ ମୁହାଁ ହେଉଛନ୍ତି । ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ହାଇସ୍କୁଲଗୁଡ଼ିକୁ ସ୍ମାର୍ଟ କରାଯାଉଛି । କିନ୍ତୁ କଳାହାଣ୍ଡି ଜିଲ୍ଲା କଲମପୁର
Read More...