Monthly Archives

July 2022

ଆଜିଠୁ ନୂଆଗାଁରୁ ପୁରୀକୁ ଚାଲିବ ସବୁଦିନିଆ ଟ୍ରେନ୍‌

ଦଶପଲ୍ଲା : ନୟାଗଡ଼ ଜିଲ୍ଲା ନୂଆଗାଁ ଷ୍ଟେସନରୁ ଆଜି (ଗୁରୁବାର) ଠାରୁ ପୁରୀକୁ ଗଡ଼ିବ ଟ୍ରେନ । ନୂଆଗାଁରୁ ୮ଟା ୧୦ ମିନିଟ୍‌ ଏବଂ ନୟାଗଡ଼ ଟାଉନରୁ ୮ଟା ୪୭ ମିନିଟ୍‌ରେ ଛାଡ଼ି ପୁରୀରେ ୧୨ ଟା ୧୫ ମିନିଟ୍‌ରେ ପହଞ୍ଚିବ । ଭକ୍ତମାନେ ପ୍ରଭୁ ଜଗନ୍ନାଥଙ୍କ ସନ୍ଧ୍ୟା ଦର୍ଶନ ସାରି ପୁରୀରୁ ୭ ଟା
Read More...

ଜୀବନ ଯୁଦ୍ଧରେ ହାରିଗଲେ ଟେଲି ଅଭିନେତ୍ରୀ ରାଜେଶ୍ବରୀ ରାୟ

ଭୁବନେଶ୍ୱର: ଜୀବନ ଯୁଦ୍ଧରେ ହାରିଗଲେ କ୍ୟାନସର ପିଡ଼ିତା ଟେଲି ଅଭିନେତ୍ରୀ ରାଜେଶ୍ବରୀ ରାୟ ମହାପାତ୍ର। ଗତକାଲି ବିଳମ୍ବିତ ରାତିରେ ସେ ମେଡିକାଲେର ଭର୍ତ୍ତି ହୋଇଥିଲେ। ଚିକିତ୍ସାଧିନ ଅବସ୍ଥାରେ ରାତି ୨ଟା ୨୫ରେ ତାଙ୍କର ବିୟୋଗ ହୋଇଥିବା ସୂଚନା ମିଳିଛି। ବ୍ରେନ୍ ଓ ଲଗ୍ସ କ୍ୟାନସରରେ
Read More...

ବିଜେପିର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

ଜି. ଉଦୟଗିରି : ଜିଲ୍ଲାରେ ସରକାରୀ ଯୋଜନା ପ୍ରକୃତ ହିତାଧିକାରୀଙ୍କ ନିକଟରେ ପହଁଞ୍ଚି ପାରୁନି । ସ୍ୱାସ୍ଥ୍ୟ ସେବା ସନ୍ତୋଷଜନକ ନୁହେଁ । ଶିକ୍ଷା ତହୁଁ ବଳକା । ଏହାକୁ ନେଇ ଉଦବେଗ ପ୍ରକାଶ କରିଛି ଦଳ ଆୟୋଜିତ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ । ଏହା ସହିତ ଦଳକୁ ସୁଦୃଢ଼ କରିବା ଲକ୍ଷ୍ୟରେ
Read More...

ଶିକ୍ଷକ ବଦଳି ପ୍ରତ୍ୟାହାର ଦାବିରେ ସ୍କୁଲ ଫାଟକରେ ତାଲା ପକାଇ ଧାରଣା ଦେଲେ ଅଭିଭାବକ

ବୌଦ୍ଧ/ଜହ୍ନ ।ପଙ୍କ,୨୦/୭: ଗୁଣାତ୍ମକ ଶିକ୍ଷା ଓ ସରକାରୀ ସ୍କୁଲରେ ଉପସ୍ଥାନ ବଢାଇବା ପାଇଁ ରାଜ୍ୟ ସରକାର ମାଗଣାରେ ବହି, ପୋଷାକ ଓ ମଧ୍ୟାହ୍ନ ଭୋଜନ ଦେଉଥିବାବେଳେ ଛାତ୍ରଛାତ୍ରୀଙ୍କୁ ସରକାରୀ ବିଦ୍ୟାଳୟରେ ପାଠ ପଢିବା ପାଇଁ ସୌନ୍ଦର୍ଯ୍ୟକରଣ,ନୂତନ କୋଠା ନିର୍ମାଣ ଆଦି କରୁଛନ୍ତି ହେଲେ
Read More...

ବ୍ଲକ ସ୍ତରୀୟ ବ୍ୟାଙ୍କର୍ସ ସମିତି ବୈଠକ ଓ ସମନ୍ୱୟ ମେଳା

ଫୁଲବାଣୀ: ଓଡିଶା ଜୀବିକା ମିଶନ ଓ ମିଶନ ଶକ୍ତି ଅନୁକୁଲ୍ୟରେ ଫୁଲବାଣୀ ବ୍ଲକ ସ୍ତରୀୟ ସ୍ୱତନ୍ତ୍ର ବ୍ୟାଙ୍କର୍ସ ସମିତି ବୈଠକ ଓ ସମନ୍ୱୟ ମେଳା ଅନୁଷ୍ଠିତ ହୋଇଥିଲା । ଏଥିରେ ଫୁଲବାଣୀ ବ୍ଲକ ବିଡ଼ିଓ ଶାନ୍ତନୁ ନାୟକ ମୁଖ୍ୟ ଅତିଥୀ ଭାବେ ଯୋଗ ଦେଇଥିବାବେଳେ ସମ୍ମାନୀତ ଅତିଥି ଭାବେ ଆର୍ଥିକ
Read More...

କାଉନସିଲର ବୁଲିଆନଙ୍କ ଶୋକସଭା (ମାଡ଼ା)ରେ ଯୋଗଦେଲେ ବିଧାୟକ

ଘୁ.ଉଦୟଗିରି : ଟିକାବାଲି ବ୍ଲକ ଅନ୍ତର୍ଗତ ରଦଙ୍ଗିଆ ଗ୍ରାମଠାରେ ବିଜେଡି କାଉନସିଲର ସ୍ୱର୍ଗତ ଲେକ୍‌ଚରର ବୁଲିଆନଙ୍କ ଶୋଳସଭା ଅନୁଷ୍ଠିତ ହୋଇଛି । ଆଜିର ଏହି ବୁଲି ଭାଇଙ୍କ ଶୋକସଭାରେ ସ୍ଥାନୀୟ ବିଧାୟକ ସାଲୁଗା ପ୍ରଧାନ, ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସାଧବାଣୀ ନାୟକ, ଘୁ.ଉଦୟଗିରି ଏନଏସି
Read More...

ଦଧିବାବନ ଉଚ୍ଚ ବିଦ୍ୟାଳୟ ୫-ଟି ରେ ରୂପାନ୍ତରିତ

ବୌଦ୍ଧ,୨୦/୭- ବୌଦ୍ଧ ଜିଲ୍ଲା ଦଧିବାବନ ଉଚ୍ଚ ବିଦ୍ୟାଳୟ ୫-ଟି ରେ ରୂପାନ୍ତରିତ ହୋଇଥିବାରୁ ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ ଓ ବିଡ଼ିଓ ଅବିନାଶ ପାଣ୍ଡିଆଙ୍କ ସହିତ ବ୍ଲକ ଅଧିକାରୀ ସମ୍ବିତ କୁମାର ବିଶ୍ୱାଳ ଏବଂ ଜିଲ୍ଲା ଶିକ୍ଷା ପ୍ରକଳ୍ପ ଅଭିଯାନ କନିଷ୍ଠ ଯନ୍ତ୍ରୀ ପରେଶ
Read More...

ଚୀନର ମୁକାବିଲା ପାଇଁ ଭାରତଠାରୁ ବ୍ରହ୍ମସ୍‌ କିଣିବ ଇଣ୍ଡୋନେସିଆ

ନୂଆଦିଲ୍ଲୀ : ଚୀନ ଆଡ଼ୁ ଥିବା ବିପଦର ମୁକାବିଲା ପାଇଁ ଇଣ୍ଡୋନେସିଆ ଭାରତଠାରୁ ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ର ବ୍ରହ୍ମସ କିଣିବ । ଏ ନେଇ ଦୁଇଦେଶ ମଧ୍ୟରେ ଚାଲିଥିବା କଥାବାର୍ତ୍ତା ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଚଳିତ ବର୍ଷ ଶେଷ ସୁଦ୍ଧା ଏହି ମିସାଇଲ ଯୋଗାଣ ପାଇଁ ଚୁକ୍ତି
Read More...

ଭୈରବୀ ସ୍ନାତକ ମହାବିଦ୍ୟାଳୟରେ ଅବସର ଓ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ

ବୌଦ୍ଧ,୨୦/୭- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ସ୍ଥିତ ଭୈରବୀ ସ୍ନାତକ ମହାବିଦ୍ୟାଳୟରେ ଓଡ଼ିଆ ସ୍ନାତକ ବିଭାଗ ଆନୁକୂଲ୍ୟରେ ଅବସରକାଳୀନ ଓ ବିଦାୟକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମ୍ବର୍ଦ୍ଧନାରେ ଯୁକ୍ତ ତିନି ଶେଷ ବର୍ଷ ଓଡ଼ିଆ ସାହିତ୍ୟ ବିଭାଗ
Read More...

ରେଲୱେ ପରୀକ୍ଷାର୍ଥୀଙ୍କ ପାଇଁ ଖୁସି ଖବର :
ଏଣିକି ଘରଠାରୁ ୩୦୦ କିମି ଦୂରତା ଭିତରେ ଦେଇହେବ ପରୀକ୍ଷା

ନୂଆଦିଲ୍ଲୀ: ରେଳବାଇ ପରୀକ୍ଷାର୍ଥୀଙ୍କ ପାଇଁ ଖୁସି ଖବର । ଏଣିକି ଘରଠାରୁ ୩୦୦ କିଲୋମିଟର ଦୂରତା ଭିତରେ ସେମାନେ ଦେଇପାରିବେ ପରୀକ୍ଷା;ଫଳରେ ପ୍ରାର୍ଥୀଙ୍କ ସମୟ ଓ ଖର୍ଚ୍ଚ ବଞ୍ଚିଯିବ । ଭାରତୀୟ ରେଳ ବିଭାଗ ନେଇଛି ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ରେଳବାଇର ଜଣେ ବରିଷ୍ଠ
Read More...