Monthly Archives

July 2022

ଗାନ୍ଧୀ ଷ୍ଟାଡିୟମଠାରେ ଜିଲ୍ଲାସ୍ତରୀୟ କ୍ରୀଡା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ

ସୁବର୍ଣ୍ଣପୁର: ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗ ଓଡିଶା ସରକାରଙ୍କ ଆନୁକୂଲ୍ୟରେ ସୁବର୍ଣ୍ଣପୁର ଜିଲ୍ଲା କ୍ରୀଡା ଓ ଯୁବସେବା ବିଭାଗ ତରଫରୁ ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ ଠାରେ ଦୁଇଦିନିଆ ଜିଲ୍ଲାସ୍ତରୀୟ କ୍ରୀଡା ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଆଜି ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେଙ୍କ
Read More...

ବାଇପାସ୍‌ ରାସ୍ତା ନିର୍ମାଣ ପାଇଁ ଜାଗା ଚିହ୍ନଟ ନିମନ୍ତେ ତହସିଲଦାର ଓ ଏନଏସି ଅଧ୍ୟକ୍ଷା

ଘୁ. ଉଦୟଗିରି : ଘୁ. ଉଦୟଗିରି ଅଞ୍ଚଳ ନିମନ୍ତେ ବହୁବର୍ଷର ଆବଶ୍ୟକତା ବାଇପାସ୍‌ ରୋଡ ନିର୍ମାଣ ନିମନ୍ତେ ସ୍ଥାନୀୟ ବିଧାୟକଙ୍କ କିଛି ଦିନ ପୂର୍ବରୁ କ୍ଷେତ୍ର ପରିଦର୍ଶନ କରିବା ସହ ସବୁଜ ସଙ୍କେତ ଦେବା ପରେ ଆଜି ସ୍ଥାନୀୟ ତହସିଲଦାର ସୁଭ୍ରାଂଜଳି ପ୍ରଧାନ, ଆର ଆଇ, ଅମିନ ଓ ଅନ୍ୟ କର୍ମଚାରୀଙ୍କ
Read More...

ଖପ୍ରାଖୋଲ ପଞ୍ଚାୟତକୁ ଚାଷୀଙ୍କ କୃଷି ବୀମା ଟଙ୍କା ନ ମିଳିବାରୁ ତହସିଲ ଅଫିସ ଘେରାଉ

ଖପ୍ରାଖୋଲ : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡର ଖପ୍ରାଖୋଲ ବ୍ଲକରେ ଗତ ୨୦୨୦/୨୧ ବର୍ଷରେ ଭୟାବହ ମରୁଡି ଦେଖା ଦେଇଥିଲା । ଚାଷୀମାନେ କୃଷି ବୀମା କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେହି ଟଙ୍କା ପାଇ ନଥିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଫଳରେ ଲୋକେ ଋଣ କରି ନିଜର
Read More...

ଆସନ୍ତାକାଲି ପବିତ୍ର ହେରାପଞ୍ଚମୀ

ପୁରୀ : ଆସନ୍ତାକାଲି ପବିତ୍ର ହେରାପଞ୍ଚମୀ । ରାଗ ଜର୍ଜରିତ ମହାଲକ୍ଷ୍ମୀ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଭାଙ୍ଗିବେ । ପରେ ରଥ ତ୍ରୟ ଦକ୍ଷିଣ ମୋଡ଼ କରାଯିବ । ଦକ୍ଷିଣ ମୋଡ ଓ ବାହୁଡା଼ ଯାତ୍ରାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ବୈଷୟିକ ଟିମ୍‌ ଦ୍ୱାରା ତିନିରଥର ଯାଞ୍ଚ କରାଯାଇଛି ।
Read More...

ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ

ପୁରୀ: ଆଡ଼ପ ମଣ୍ଡପରେ ବିଜେ କରି ମହାପ୍ରଭୁ ଭକ୍ତ ମାନଙ୍କୁ ଦର୍ଶନ ଦେଉଛନ୍ତି । ସକାଳୁ ଦର୍ଶନ ଆରମ୍ଭ ପରେ ଭକ୍ତ ମାନେ ଲାଇନରେ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରି ଫେରୁଛନ୍ତି । ଗତକାଲି ପ୍ରଥମ ଆଡ଼ପ ଦର୍ଶନ ଥିବାରୁ ଭକ୍ତଙ୍କର ପ୍ରବଳ ଭିଡ ହୋଇଥିଲା । ଏଣୁ ଅନେକ ଭକ୍ତ ପୁରୀ ଆସି ପାରି ନଥିଲେ
Read More...

ସାମ୍ନାରୁ ପିଟିଲା ଟ୍ରକ : ୪ ବାଇକ ଆରୋହୀଙ୍କ ମୃତ୍ୟୁ

ନୂଆପଡ଼ା,୪/୭ : ନୂଆପଡ଼ା ଜିଲ୍ଲାରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ଜଣଙ୍କର ଶୋଚନୀୟ ମୃତ୍ୟୁ ଘଟିଛି । ଦୁର୍ଘଟଣାରେ ଜଣେ ମହିଳାଙ୍କ ଅବସ୍ଥା ଅତି ସଙ୍କଟାପନ୍ନ । ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆଜି ୩ ଜଣ ଯୁବକ, ଜଣେ ମହିଳା ଓ ଜଣେ ଛୋଟ ଶିଶୁ
Read More...

ଆଦିବାସୀ ବୃଦ୍ଧା ଭତ୍ତାରୁ ବଞ୍ଚିତ, ପ୍ରଶାସନର ଦୃଷ୍ଟି ପଡୁନି

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଳକ ବେନଗାଁ ପଞ୍ଚାୟତର ଧଅଁଡାଭଟା ଗାଁର ଆଦିବାସୀ କୁଟିଆ କନ୍ଧ ବୃଦ୍ଧାମାନେ ବର୍ଷ ବର୍ଷ ଧରି ବାର୍ଦ୍ଧକ୍ୟ ଓ ବିଧବା ଭତ୍ତାରୁ ବଞ୍ଚିତ ରହିଛନ୍ତି । ସେମାନଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇ ବର୍ଷ ବର୍ଷ ବିତିଯାଇଥିବା ବେଳେ ବୟସ ମଧ୍ୟ ୭୦ ପାର
Read More...

ଜିଲ୍ଲା କିନ୍ନର ସଙ୍ଘର ଜିଲ୍ଲାପାଳଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ

ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲାର କିନ୍ନର ସଙ୍ଘର କର୍ମକର୍ତ୍ତା ଜିଲ୍ଲାର କୋଣ ଅନୁକୋଣରୁ ନବରଙ୍ଗପୁର ସଦର ମହକୁମାରେ ପହଞ୍ଚିଥିଲେ । ପ୍ରଥମେ ମା ଭଣ୍ଡାରଘରଣୀଙ୍କ ଆଶୀର୍ବାଦ ନେଇଥିଲେ । ତତ୍ପରେ ସଙ୍ଘର ଅଧ୍ୟକ୍ଷ ମନୋଜ କୁମାର ପଟ୍ଟନାୟକଙ୍କ ନେତୃତ୍ୱରେ ସମସ୍ତ କିନ୍ନର ଜିଲ୍ଲାପାଳ ଡକ୍ଟର
Read More...

ସ୍ୱାଧାନତା ସଂଗ୍ରାମୀଙ୍କ ଝିଅଙ୍କ ପାଦ ଛୁଇଁ ଆଶୀର୍ବାଦ ନେଲେ ପ୍ରଧାନମନ୍ତ୍ରୀ

ହାଇଦ୍ରାବାଦ : ସ୍ୱାଧୀନତା ସଂଗ୍ରାମୀ ଆଲୁରି ସୀତାରାମ ରାଜୁଙ୍କ ୧୨୫ ତମ ଜନ୍ମ ବାର୍ଷିକୀ ଉତ୍ସବରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆନ୍ଧ୍ରପ୍ରଦେଶର ଭୀମବରମରେ ପହଞ୍ଚିଥିଲେ । ଏହି ଅବସରରେ ସେ ସ୍ୱାଧୀନତା ସଂଗ୍ରାମୀ ପାସାଲା କୃଷ୍ଣମୂର୍ତ୍ତିଙ୍କ ପରିବାରକୁ ମଧ୍ୟ ଭେଟିଥିଲେ ।
Read More...