ଆସନ୍ତାକାଲି ପବିତ୍ର ହେରାପଞ୍ଚମୀ

0 47

ପୁରୀ : ଆସନ୍ତାକାଲି ପବିତ୍ର ହେରାପଞ୍ଚମୀ । ରାଗ ଜର୍ଜରିତ ମହାଲକ୍ଷ୍ମୀ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ଭାଙ୍ଗିବେ । ପରେ ରଥ ତ୍ରୟ ଦକ୍ଷିଣ ମୋଡ଼ କରାଯିବ । ଦକ୍ଷିଣ ମୋଡ ଓ ବାହୁଡା଼ ଯାତ୍ରାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ବୈଷୟିକ ଟିମ୍‌ ଦ୍ୱାରା ତିନିରଥର ଯାଞ୍ଚ କରାଯାଇଛି । ଯାଞ୍ଚ ସମୟରେ ତିନିରଥରେ ସାମାନ୍ୟ ଫାଟ ସହ ବଳା, ଚାନ୍ଦି ଆଦି ଢିଲା ହୋଇଥିବା ନଜରକୁ ଆସିଛି । ଏହାକୁ ଆସନ୍ତାକାଲି ତିନି ରଥର ମୁଖ୍ୟ ମହାରଣା ଓ ଭୋଇ ସର୍ଦ୍ଦାରଙ୍କ ଦ୍ୱାରା ମରାମତି କରାଯିବ ।

hiranchal ad1
Leave A Reply

Your email address will not be published.

six + 4 =